ଛାନିଆ ହୋଇ ମନ୍ତ୍ର ପଢୁଥିଲେ ପୁରୋହିତ, ବେଦିରେ ପହଁଚିଗଲା ପ୍ରଥମ ସ୍ତ୍ରୀ , ବେଦୀରୁ ବର ହୋଇଲା ଛୁ…

ଛାନିଆ ହୋଇ ମନ୍ତ୍ର ପଢିଲେ ପୁରୋହିତ, ବେଦି ପାଖରେ ପହଞ୍ଚି ଗଲା ପ୍ରଥମ ସ୍ତ୍ରୀ ! ହଁ ଆଜ୍ଞା ତରବରରେ ମନ୍ତ୍ର ପଢୁଥିଲେ ପୁରୋହିତ । ହେଲେ ବିବାହ ସଂପୂର୍ଣ୍ଣ ହୋଇନଥିଲା । ତେବେ ସୁରୁଖୁରୁରେ ବେଦୀ ଉପରେ ବର ଓ କନ୍ୟା ବସି ବିବାହ କରୁଥିଲେ । ହେଲେ ଠିକ ସମୟରେ ବେଦୀ ପାଖରେ ପହଞ୍ଚିଯାଇଥିଲା ବରର ପ୍ରଥମ ସ୍ତ୍ରୀ । ତାପରେ ଅଚାନକ ଭାବେ ଆସି ବରକୁ ଟାଣିବାରେ ଲାଗିପଡିଥିଲା । ତାପରେ ପ୍ରଥମେ ସ୍ତ୍ରୀ କହିଥିଲା । ବେଦୀ ଉପରେ କଣ ବସିକି ରହିଛୁ ?

ମୋତେ ବାହା ହୋଇ ପୁଣି ଆଉ ଜଣଙ୍କୁ କିପରି ବାହା ହୋଇପାରିଲୁ । ତାପରେ ହଟାତ ବେଦୀ ଉପରେ ଏଭଳି ସବୁ କାଣ୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଖି ସାମ୍ନାରେ ହଟାତ କରି କଣ ସବୁ ଘଟି ଯାଉଛି । କେହି କିଛି ବୁଝିବା ପୂର୍ବରୁ ବାହାଘର କାମ ସବୁ ଓଲଟ ପାଲଟ ହୋଇଯାଇଥିଲା । ବର ତ ପ୍ରଥମ କରି ବାହା ହେଉଛି । ତେବେ ତା’ ର ପ୍ରଥମ ସ୍ତ୍ରୀ କେଉଁଠାରୁ ଆସିଲା ? ଏହିସବୁ କଥାକୁ ନେଇ ଚର୍ଚା ଆରମ୍ଭ ହୋଇଗଲା ।

ହେଲେ ବେଦୀ ଉପରେ ବସିଥିବା ବରକୁ ପ୍ରଥମ ସ୍ତ୍ରୀ ଯେତେବେଳେ ଟଣା ଓଟରା କରୁଥିଲା । ସେତେବେଳେ ସେଠାକାର ସ୍ଥିତି ପୁରା ଅସମ୍ଭାଳ ହୋଇପଡୁଥିଲା । ତାପରେ ବେଦୀ ଉପରେ ବାହା ହେବା ପାଇଁ ବସିଥିବା କନ୍ୟାଟି କିନ୍ତୁ ଏ ସବୁ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବା ସହ କାନ୍ଦି ପକାଇଥିଲା । କାରଣ ଯେଉଁ ଝିଅ ବାହା ହୋଇ ସ୍ଵାମୀ ସହ ସୁଖରେ ଘର ସଂସାର କରିବାରର ସ୍ଵପ୍ନ ମନରେ ରଖିଥିଲା ।

ତାହା ସହ ଯେ ବାହାଘର ବେଦୀରୁ ଏଭଳି କିଛି କିଛି କାଣ୍ଡ ହୋଇ ବସିବ ସେ କେବେ ସ୍ଵପ୍ନରେ ସୁଦ୍ଧା ଏ କଥାକୁ କଳନା କରିନଥିଲା । ତେଣୁ ବେଦୀ ଉପରେ ବାହା ହେବା ପାଇଁ ବସିଥିବା ଏ ସବୁକୁ ଦେଖି କାନ୍ଦି ପକାଇଥିଲେ । ତାପରେ ଘଟଣାଟି ଏତେ ମାତ୍ରାରେ ଜଟିଳ ହୋଇଯାଇଥିଲା । ବାହାଘର ଅଧାରେ ରହିଯାଇଥିଲା । ତାପରେ ବେଦୀ ଉପରୁ ବର କୁଆଡେ ଫେରାର ହୋଇଯାଇଛି ବୋଲି ଯାହା ଜଣା ପଡିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଯୋଡି ହୋଇ ରହିଥାନ୍ତୁ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *