ସତରେ ଭଗବାନ ଅଛନ୍ତି, ବଡ଼ଚଣାରେ ଉଡି ଉଡି ଆସିବ Varsha Priyadarshini… Anubhav ଯେଉଁଠି ଠିଆହେବ ହାରିବ

ବର୍ଷା ମ୍ଯାଡାମ ଜିତିବେ, ଅନୁଭବ ଯେଉଁଠାରେ ଠିଆ ହେବେ ସେଇଠି ହାରିବେ । ଆଗକୁ ନିର୍ବାଚନ ଘଡି ପାଖେଇ ଆସୁଥିବା ବେଳେ ରାଜନୀତି ମାହୋଲରେ ସିନେ ଷ୍ଟାର ମାନଙ୍କର ରାଜନୀତିରେ ଦଳ ବଦଳ କରିବା ଏସବୁ କୁ ନେଇ ବିଭିନ୍ନ ପ୍ରକାର କଥା ଏବେ ଚର୍ଚା ହେବାରେ ଲାଗିଛି । ତେବେ ଜଣେ ବ୍ୟକ୍ତି ନିଜ ପ୍ରତିକ୍ରିୟାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଏଭଳି କିଛି କଥା କହିଛନ୍ତି ।

ତେବେ ତାଙ୍କ କହିବା ଅନୁଯାଇ ଅନୁଭବ ମହାନ୍ତି ଜଣେ ଅଭିନେତା ଓ ବର୍ଷା ପ୍ରିୟଦର୍ଶିନୀ ଜଣେ ଅଭିନେତ୍ରୀ । ତାଙ୍କ 2 ଜଣଙ୍କର ପ୍ରେମ ବିବାହ ହୋଇଛି । ଅନୁଭବ ଜଣେ ଭଲ ଲୋକ ଅଟନ୍ତି । ହେଲେ ସେ ନିଜ ସ୍ତ୍ରୀ କୁ ସମ୍ଭାଳି ପାରିଲେ ନାହିଁ । ଯେଉଁ ଲୋକ ନିଜ ପରିବାରକୁ ଠିକ ଭାବେ ସମ୍ଭାଳି ପାରୁନାହିଁ । ସେ ରାଜ୍ୟକୁ କଣ ସମ୍ଭାଳି ପାରିବ । କାରଣ ସବୁ ପରିବାରରେ ସମସ୍ଯା ଆସିଥାଏ । ହେଲେ ସେହି ସବୁ ସମସ୍ଯାର ସମାଧାନ କରିକି ଆମକୁ ଆଗକୁ ବଢିବାକୁ ପଡିଥାଏ । ହେଲେ ଅନୁଭବ ମହାନ୍ତି ନିଜ ଘର ପରିବାର କଥା ଠିକ ଭାବେ ସମ୍ଭାଳି ପାରିଲେ ନାହିଁ ।

ଯେଉଁ କାରଣ ପାଇଁ ତାଙ୍କ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଫାଟକ ଆସି ସେମାନେ ଅଲଗା ହୋଇଗଲେ । ତେଣୁ ଅନୁଭବ ମହାନ୍ତିଙ୍କୁ ଟିକେଟ ନମିଳିବା ହିଁ ଭଲ କଥା । ଯଦି ବି ଟିକେଟ ମିଳିବ । ତେବେ ଅନୁଭବ ମହାନ୍ତିଙ୍କର ହାରିବା ନିଶ୍ଚିତ । ବିଜେଡିରେ ଏତେ ଦିନ ରହି ମଧ୍ୟ ଅନୁଭବ ମହାନ୍ତି ଦଳ ପରିବର୍ତ୍ତନ କରି ବିଜେପି ଦଳରେ ମିଶିଗଲେ । ହେଲେ ବର୍ଷା ପ୍ରିୟଦର୍ଶିନୀ ଜଣେ ବହୁତ ଭଲ ଲୋକ ।

ତେଣୁ ଭଗବାନ ଯଦି ସତରେ ଅଛନ୍ତି । ବଡଚଣାରେ ବର୍ଷା ପ୍ରିୟଦର୍ଶିନୀ ଉଡି ଉଡିକି ଆସିବେ । ବର୍ଷାଙ୍କର ଜିତିବା ପୁରା ସୁନିଶ୍ଚିତ । ବର୍ଷା ପ୍ରିୟଦର୍ଶିନୀ ଯେମିତି ଜଣେ ଭଲ ଝିଅ । ସେମିତି ଲୋକଙ୍କର ମଧ୍ୟ ତାଙ୍କ ପ୍ରତି ବହୁ ମାତ୍ରାରେ ସମର୍ଥନ ରହିଛି ଓ ଆଗକୁ ମଧ୍ୟ ରହିବ । ବଡଚଣାରୁ ଏଥର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଜିତିବା ପୁରା ନିଶ୍ଚିତ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *