କାନ୍ଦି କାନ୍ଦି ବର୍ଷାଙ୍କ ଉପରେ ବର୍ଷିଲେ ଆଡଭୋକେଟ ମୋନାଲିସା ଗନ୍ତାୟତ, କହିଲେ ‘ବର୍ଷା ତୁମକୁ ଲାଜ ଲାଗିବା କଥା, କଉ ଅଧିକାରରେ ତୁମେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଇନଜୀବୀ ମୋନାଲିସା ଗନ୍ତାୟତ କହିଛନ୍ତି ଯେ, ମତେ ବହୁତ ଦୁଃଖ ଲାଗୁଛି ଯେ ଗୋଟେ ପୁଅ ଟେ ଏତେ କଷ୍ଟ କଥା କହିବ ଯେ ଯଦି ମୁଁ କନସିଭ କରିବାର ଥାନ୍ତା ତେବେ ମୁଁ କରିଦେଇଥାନ୍ତି । ବର୍ଷା ତୁମକୁ ଲାଜ ଲାଗିବା କଥା । ଗୋଟେ ପୁଅ ଟେ ଏଭଳି କହୁଛି ଏହାଠାରୁ ବଡ ଅତ୍ୟାଚାର କିଏ କରିପାରୁଛି ନା କୌଣସି ସ୍ତ୍ରୀ କରିବ । ବର୍ଷା ପ୍ରିୟଦର୍ଶନୀ କହୁଛନ୍ତି ମୋନାଲିସା କଣ ତାଙ୍କର ସିଏ ? ମାତ୍ର ମୋନାଲିସା କାହା ସପକ୍ଷରେ ନାହିଁ । ମୋନାଲିସା ଗନ୍ତାୟସ ଆଇନ ସପକ୍ଷରେ କଥା କୁହେ ।

ବର୍ଷା ପ୍ରିୟଦଶନୀ ଏବଂ ଅନୁଭବ ମନେ ରଖନ୍ତୁ ଯେ ମୁଁ କାହାର ମ୍ୟାରୀଟାଲ କେସ କୁ ଯେତେବେଳେ ଆଲୋଚନା କରେ, ତେବେ ଏହା ମୋର ଡିଉଟି ଅଟେ ଯେ ମୁଁ ତାଙ୍କ କେସ ରେ ଇନଭେଷ୍ଟିକେସନ କରେ । କୌଣସି ପରିବାର ବିଷୟରେ ଯଦି ଆମ୍ଭେ ଆଲୋଚନା କରତିବା ତେବେ ନିଶ୍ଚିତ ଭାବରେ ତାଙ୍କ ପରିବାର ସମ୍ବନ୍ଧରେ ଆମ୍ଭକୁ ଜାଣିବା ଦରକାର । ତେବେ ମୁଁ ବର୍ଷା ଏବଂ ଅନୁଭବ ଙ୍କ ସହିତ କଥା ହୋଇଛି ।

କଥା ହେଲା ପରେ ଇନଭେଷ୍ଟିକେସନ କରିଲି ଯେ କିଏ ଏଠାରେ ସତ କହୁଛି ଏବଂ କିଏ ମିଛ କହୁଛି ? ମାତ୍ର ଏଠାରେ ଦେଖିବାକୁ ପାଇଲି ଯେ ବର୍ଷା ଭିକ୍ଟମକାର୍ଡ ଖେଳୁଛନ୍ତି । ବାହାଘର ଗୋଟିଏ ଖେଳାଘର ନୁହେଁ । ବାପ ମା’ ପୁଅ ର ବିବାହ ପରେ ସ୍ଵପ୍ନ ଦେଖିଥାନ୍ତି ବଂଶ ପ୍ରତିଷ୍ଠା ପାଇଁ ଏବଂ ବୋହୂ ଘରକୁ ଆସିଲେ ବଂଶ ଆଗକୁ ବଢେଇବାର ସ୍ଵପ୍ନ ଟି ବଢିଯାଏ ।

ମାତ୍ର ଏଠି କେଉଁଠି ନା କେଉଁଠି ବର୍ଷା ପ୍ରିୟଦର୍ଶନୀ ଅନୁଭବ ଙ୍କୁ ଏକା ଅତ୍ୟାଚାର କରି ନାହାଁନ୍ତି, ଅନୁଭବ ଙ୍କ ର ବାପା ମା’ ଙ୍କୁ ମଧ୍ୟ ଅତ୍ୟାଚାର କରିଛନ୍ତି । ମାତ୍ର ତୁମକୁ ଲାଜ ଲାଗିବା କଥା କେବଳ ସ୍ତ୍ରୀ ର ଅଧିକାର ଅଛି ବୋଲି ତୁମେ ଲଢେଇ କରୁଛ କିନ୍ତୁ ସ୍ତ୍ରୀ ର କର୍ତ୍ତବ୍ୟ ପୁରା କରିଛ ?  ପ୍ରଥମେ ନିଜେ ନିଜକୁ ପଚାର ତୁମେ କେବେ ନିଜର ଟିଉଟି କରିଛ ?

କିଛି କରିନାହଁ ମାତ୍ର କେବଳ ଆସିଛ ନିଜର ଅଧିକାର ମାଗିବା ପାଇଁ । ମାତ୍ର ମୁଁ ଫ୍ୟାମିଲି କୋର୍ଟ ର ଜର୍ଜ ଙ୍କୁ ଅନୁରୋଧ କରୁଛି ଯେ ଏହା ଉପରେ ଠିକ ଭାବରେ ଦ୍ରୁଷ୍ଟି ପକାନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *