ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି ଏବଂ ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ରହଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି ।
ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସାମାଜିକ ଲୋକଙ୍କ ର ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳ ମାଙ୍କର । ତେବେ ଆସନ୍ତୁ ଜାଣିବା ସେହିଭଳି ଏକ ଅଭାବନୀୟ ଘଟଣା ବିଷୟରେ । ସ୍ଵାମୀଙ୍କ ସାଙ୍ଗ ସାଜିଲେ ସଇତାନ । ଭାଉଜ ସମ୍ପର୍କର ମହିଳାଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ । ଆଉ ବାରମ୍ବାର ରଖି ଚାଲିଲେ ସମ୍ପର୍କ । କେହି ନଥିଲେ କରିବାକୁ ପ୍ରତିବାଦ ।
ଆଉ ଶେଷରେ ମହିଳା ଥକି ଗଲେ । କଲେ ପ୍ରତିବାଦ । ସେତେବେଳକୁ ସବୁ ସରି ଯାଇଥିଲା । କେବଳ ଥିଲା ଲୁହ । ତେବେ ବର୍ତ୍ତମାନ ସମୟରେ ଏହି ଖବର ଆଲୋଚନାର ବିଷୟ ପାଲଟିଛି । ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ବ୍ଲକ ପେଣ୍ଠ ଗ୍ରାମରେ ଘଟିଛି । ଆଉ ଏପରି ଘଟଣା ବର୍ତ୍ତମାନ ଲୋକ ଲଜ୍ଜାର କାରଣ ପାଲଟିଛି ।
କଥାଟି ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ମହିଳା ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ତେବେ ସୂଚନା ଅନୁଯାୟୀ ଟୁନା ନାମକ ଜଣେ ବ୍ୟକ୍ତି ମହିଳାଙ୍କ ସ୍ଵାମୀଙ୍କ ବନ୍ଧୁ ଥିଲା । ତେବେ ଆଉ ତାଙ୍କ ଘରକୁ ସବୁବେଳେ ଆସୁଥିଲା ଆଉ ଖାଇ ପିଇ ଶୋଉଥିଲା ମଧ୍ୟ । ତେବେ ପରିସ୍ଥିତିର ସୁଯୋଗ ଉଠାଇ ଟୁନା ତାର ବନ୍ଧୁର ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିଲା ।
ଆଉ ମନା କରୁଥିଲେ ମଧ୍ୟ ଶୁଣୁ ନଥିଲା । ତେବେ ଏପରି ବାରମ୍ବାର ସେ ଶାରୀରିକ ସମ୍ପର୍କ ରଖି ଚାଲିଥିଲା । ତେବେ ସନ୍ଦେହ ହେବାରୁ ମହିଳାଙ୍କ ସ୍ଵାମୀ ତାଙ୍କୁ ପଚାରି ଥିଲେ ।
ଆଉ ସେତେବେଳେ ମହିଳା ସବୁ କଥା କହିଥିଲେ । ଆଉ ମହିଳାଙ୍କ ସ୍ଵାମୀ ତାଙ୍କୁ ଆଉ ରଖିବେ ନାହିଁ ବୋଲି କହିଥିଲେ ।
ବର୍ତ୍ତମାନ ମହିଳାଙ୍କ ବାପ ଘର ଲୋକ ମଧ୍ୟ ତାଙ୍କୁ ରଖିବାକୁ ରାଜି ନାହାଁନ୍ତି । ଆଉ ବର୍ତ୍ତମାନ ବାଧ୍ୟ ହୋଇ ମହିଳା ଜଣକ ଟୁନା ଘର ଆଗରେ ଧାରଣାରେ ବସିଛନ୍ତି ଆଉ କଣ କରିବେ ଜାଣି ପାରୁ ନାହାଁନ୍ତି । ତାଙ୍କୁ ଆଉ କେହି ଗ୍ରହଣ ମଧ୍ୟ କରୁ ନାହାଁନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।