ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଶାସ୍ତ୍ର ରେ ଅନେକ ପ୍ରକାରର ତଥ୍ୟ ରହିଥାଏ । ସେହି ତଥ୍ୟ ରୁ ଆମେ ଅନେକ କଥା ଜାଣିବାକୁ ପାଇ ଥାଉ । ଶାସ୍ତ୍ର ରେ ବିଭିନ୍ନ ପ୍ରକାର କଥା ଲେଖା ଯାଇଥାଏ । ଏହା ମଧ୍ୟରୁ କିଛି ସତ ହୋଇଥାଏ । ଯାହାକୁ ଆମେ ମାନେ ବହୁତ ବିଶ୍ୱାସ କରିଥାଉ ଓ ପ୍ରମାଣ ମଧ୍ୟ ପାଇଥାଉ । ଅନ୍ୟ କେତେକ କଥା କୁ ଆମେ ବିଶ୍ୱାସ କରି ନ ଠହ କାରଣ ସେ ବିଷୟରେ ଆମେ ବେସି କିଛି ଜାଣି ନ ଥାଉ ।
ଆମ ଜୀବନରେ ଆମ ନାଁ ର ବହୁତ ଗୁରୁତ୍ୱ ରହିଛି । ଜଣେ ମନୁଷ୍ୟ ନିଜ ନାମ ରୁ ହିଁ ନିଜର ସ୍ଵଭାଵ ବିଷୟରେ ଜାଣି ପାରିଥାଏ । କେବଳ ସେତିକି ନୁହେଁ । ଜଣେ ମନୁଷ୍ୟ ନିଜ ନାମ ରୁ ତା ମଧ୍ୟରେ କେଉଁ ଶକ୍ତି ଅଛି ତାହା ମଧ୍ୟ ଜାଣିଥାଇ ପାରେ । ମନୁଷ୍ୟ ର ନାମ ତା ସମ୍ପର୍କରେ ଅନେକ କିଛି କହି ଥାଇ ପାରେ ବୋଲି ଶାସ୍ତ୍ର ରେ ଲେଖା ହୋଇଛି । ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ବ୍ୟକ୍ତି ହୋଇଥାନ୍ତି ଯାହାଙ୍କ ଶରୀର କୌଣସି ଦେବା ଦେବୀ ଙ୍କ ଶରୀର ର ଅଂଶ ହୋଇଥାଏ ।
ଦେବା ଦେବୀ ଙ୍କ ଶରୀର ର ଅଂଶ ହେଇଥିବାରୁ ତାଙ୍କ ମଧ୍ୟରେ ଅନେକ ପ୍ରକାର ଶକ୍ତି ମଧ୍ୟ ଦେଖିବାକୁ ମିଳିଥାଏ । ବନ୍ଧୁଗଣ ନବ ଦୁର୍ଗା ଙ୍କ ମଧ୍ୟରୁ ମାଆ କାଳୀ ଅନ୍ୟତମ ହୋଇଥାନ୍ତି ।ତେବେ ମାତା କାଳୀ ଯାହା ଉପରେ କୋପ କରିଥାନ୍ତି ତାର ସର୍ବନାଶ କରିଥାନ୍ତି ଏବଂ ଯାହା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ତାକୁ ସଦା ସର୍ବଦା ଘଣ୍ଟ ଘୋଡାଇ ରଖିଥାନ୍ତି । ତା ପ୍ରତି କୌଣସି ପ୍ରକାର ଦୁଃଖ କଷ୍ଟ ଆସିବାକୁ ଦେଇ ନ ଥାନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମାଆ କାଳୀ ଙ୍କ କୃପା ରୁ ଯେଉଁ କେତେକ ନାମର ବ୍ୟକ୍ତି ମାନେ ମାଆ ଙ୍କ ଦେହର ଅଂଶ ହୋଇପାରିଛନ୍ତି ତାଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ନାମ ସମ୍ପର୍କରେ । ତେବେ ଏହି ନାମର ବ୍ୟକ୍ତି ମାନଙ୍କ ଉପରେ ମାଆ କାଳୀ ବହୁତ କୃପା କରିଥାନ୍ତି । ଏହି ନାମ ର ବ୍ୟକ୍ତି ଙ୍କୁ ମାଆ କାଳୀ ଙ୍କ ର ଏକ ଅଂଶ ବୋଲି ମଧ୍ୟ ମାନିଥାନ୍ତି ।
ଏହି ନାମ ର ବ୍ୟକ୍ତି ମାନେ ମାଆ କାଳୀ ଙ୍କର ବହୁତ ବଡ଼ ଭକ୍ତ ହୋଇଥାନ୍ତି । ଏମାନେ ମାଆ କାଳୀ ଙ୍କ ର ଅଂଶ ହୋଇଥିବାରୁ ମାଆ ଏମାନଙ୍କ ସହିତ ସଦା ସର୍ବଦା ରହିଥାନ୍ତି । ମାଆ ଙ୍କର ବଡ଼ ଭକ୍ତ ହୋଇଥିବାରୁ ଏମନଙ୍କ ଉପରେ ସବୁବେଳେ ମାଆ କାଳୀ କୃପା କରିଥାନ୍ତି । ଏମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି । ଏମାନଙ୍କ ନିକଟରେ ଧନ ର ଅଭାବ ରହି ନଥାଏ । ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ଏବଂ କାହାକୁ ଭୟ କରି ନ ଥାନ୍ତି ।
ଏମାନେ ମାତା କାଳୀ ଙ୍କ ର ବହୁତ ବଡ଼ ଭକ୍ତ ହୋଇଥାନ୍ତି । ଏମାନେ ସବୁବେଳେ ମାଆ କାଳୀଙ୍କୁ ସ୍ମରଣ କରିଥାନ୍ତି । ବିପଦ ଏମାନଙ୍କ ର ପାଖକୁ ଆସି ନ ଥାଏ । କାରଣ ଏମାନଙ୍କ ଉପରେ ମାଆ କାଳୀଙ୍କ ର କୃପା ରହିଥାଏ । ଏମାନେ ବହୁତ ଶାହାସୀ ହୋଇଥାନ୍ତି । ଏମାନେ ଭାହୁତ ବିଶ୍ୱସ୍ତ ମଧ୍ୟ ଅଟନ୍ତି । ତେବେ ଏମନଙ୍କ ଉପରେ ମାଆ କାଳୀଙ୍କ ବହୁତ କୃପା ରହିଥାଏ । ଏମାନେ ବହୁତ ବଳ ଶାଳୀ ହୋଇଥାନ୍ତି ଏମାନେ କୌଣସି ବିପଦ କୁ ଡରି ନଥାନ୍ତି ।
ସମସ୍ତ ବିପଦ ର ସାମ୍ନା କରିବାକୁ ଏମାନେ ପସନ୍ଦ କରିଥାନ୍ତି । ଏମାନେ ବିପଦ ସମୟରେ ମାତା କାଳୀ ଙ୍କ ର ନାମ ନେଇ କାର୍ଯ୍ୟ କରିଥାନ୍ତି ଓ ସଫଳ ହୋଇଥାନ୍ତି । ଯଦି ଆପଣଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି । ଏହି ନାମ ର ବ୍ୟକ୍ତି ମାନେ ସମାଜର କଲ୍ୟାଣ ପାଇଁ ବହୁତ କିଛି କରିଥାନ୍ତି । ଯେହେତୁ ଏମାନେ ମାଆ କାଳୀଙ୍କ ର ଅଂଶ ହୋଇଥାନ୍ତି ତାଙ୍କୁ ମାତା କାଳୀଙ୍କ ର ଆଶୀର୍ବାଦ ରହିଥାଏ ।
ତେବେ ଏମାନେ ସବୁ କାମ କୁ ବିରତ୍ୱ ର ସହିତ କରିଥାନ୍ତି । ଏମାନେ ସ୍ଵଭାଵ ରେ ବହୁତ ନମ୍ର ଓ ଭଦ୍ର ହୋଇଥାନ୍ତି କିନ୍ତି ଯିଏ ଏମାନଙ୍କ ସହିତ ଶତ୍ରୁତା କରିଥାଏ ତାଙ୍କ ଉପରେ ବହୁତ ମହଙ୍ଗା ପଡ଼ିଥାନ୍ତି । ଯଦି ଆପଣଙ୍କ ର ନାମ ଏହି ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଆପଣ ମଧ୍ୟ ବହୁତ ଭାଗ୍ୟବାନ ଅଟନ୍ତି । ତେବେ ସେହି ଅକ୍ଷର ଗୁଡିକ ହେଉଛି R,M,P,V,S,A,B,C,JD,H ଏବଂ L ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।