ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ବପି ଲେହେରି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ପରଲୋକ ଘଟିଛି । ବପି ଯିବା ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଆଉ ଏକ ବଡ ଝଟକା ଲାଗିଛି କାରଣ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ବିୟୋଗକୁ ମାତ୍ର କିଛି ଦିନ ହୋଇଛି ଆଉ ଏବେ ବଲିଉଡ ଆଉ ଏକ ସିଙ୍ଗରକୁ ହରାଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।
ତେବେ ବନ୍ଧୁଗଣ ବିଭିନ୍ନ ରୋଗରେ ପୀଡିତ ଥିବା ବପ୍ପି ଲେହେରିଙ୍କ ଚିକିତ୍ସା ଦୀର୍ଘ ଅନେକ ଦିନ ଧରି ଚାଲିଥିଲା । ଆଉ ଶେଷରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ବନ୍ଧୁଗଣ ବପ୍ପି ଥିଲେ ଡୋସ୍କୋ ମ୍ୟୁଜିକର ବେତାଜ ବାଦଶାହ । ବନ୍ଧୁଗଣ ବପି ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି ।ବନ୍ଧୁଗଣ ଗତ କିଛି ସମୟ ହେବ ବପ୍ପିଙ୍କ ଶେଷ ଯାତ୍ରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଭାବ ବହୁଳ ହୋଇଯିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ବପ୍ପିଙ୍କ ଶେଷ ଯାତ୍ରା ଭିଡିଓ ବିଷୟରେ । ବନ୍ଧୁଗଣ ବପ୍ପି ଥିଲେ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଦିଗଜ କଳାକାର । ସେ ଜଣେ ଗାୟକ ହେବା ସହ ଜଣେ ମ୍ୟୁଜିକ କମ୍ପୋଜର ମଧ୍ୟ ଥିଲେ ।
ବପ୍ପି ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଗୀତ ଦେଇଛନ୍ତି । ବପ୍ପି ନିଜ ଗୀତ ଗୁଡିକ ବ୍ଯତୀତ ନିଜ ସୁନା ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ବପ୍ପି ହେଉଛନ୍ତି ଏକ ମାତ୍ର କଳାକାର ଯିଏ ପୁଳା ପୁଳା ସୁନା ଧାରଣ କରୁଥିଲେ । ତେବେ ବନ୍ଧୁଗଣ ଗତ କାଲି ବପ୍ପିଙ୍କ ପରଲୋକ ହେବା ପରେ ଆଜି ତାଙ୍କର ଶେଷ ଯାତ୍ରା ସମ୍ପନ୍ନ ହୋଇଛି । ଶେଷ ଯାତ୍ରା ଭିଡିଓରେ ତାଙ୍କ ପୁଅ ବପ୍ପା ଲେହେରି ବପ୍ପିଙ୍କୁ କାନ୍ଧେଇ ଥିବାର ନଜର ଆସୁଛନ୍ତି ।
ଭିଡିଓରେ ବପ୍ପିଙ୍କ ପତ୍ନୀ ମଧ୍ୟ ଜୋର ଜୋରରେ କାନ୍ଦୁ ଥିବାର ନଜର ଆସୁଛନ୍ତି । ବପ୍ପାଙ୍କ ଆଖିରୁ ମଧ୍ୟ ଲୁହ ଝରୁଛି । ବନ୍ଧୁଗଣ ବପ୍ପିଙ୍କ ଶେଷ ଯାତ୍ରାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।