ବହୁତ ହିଁ ଆଲିଶାନ ଘରେ ରହୁଥିଲେ Bappi Lahiri, ପତ୍ନୀ ଓ ପୁଅ ମାନଙ୍କ ସହିତ ବଞ୍ଚୁଥିଲେ ଏମିତି ଆଲିଶାନ ଜୀବନ, ଦେଖିଲେ ଆଖି ଖୋସି ହେଇଯିବ !

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ବପି ଲେହେରି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କିଛି ସମୟ ପୂର୍ବରୁ ତାଙ୍କର ପରଲୋକ ଘଟିଛି । ବପି ଯିବା ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଆଉ ଏକ ବଡ ଝଟକା ଲାଗିଛି କାରଣ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ବିୟୋଗକୁ ମାତ୍ର କିଛି ଦିନ ହୋଇଛି ଆଉ ଏବେ ବଲିଉଡ ଆଉ ଏକ ସିଙ୍ଗରକୁ ହରାଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।

ତେବେ ବନ୍ଧୁଗଣ ବିଭିନ୍ନ ରୋଗରେ ପୀଡିତ ଥିବା ବାପି ଲେହେରିଙ୍କ ଚିକିତ୍ସା ଦୀର୍ଘ ଅନେକ ଦିନ ଧରି ଚାଲିଥିଲା । ଆଉ ଶେଷରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ସେ ଥିଲେ ଡୋସ୍କୋ ମ୍ୟୁଜିକର ବେତାଜ ବାଦଶାହ । ବନ୍ଧୁଗଣ ବପି ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି ।

ବପି ସବୁବେଳେ ନିଜ ହାତ ଓ ବେକରେ ସୁନା ପିନ୍ଧୁ ଥିଲେ । ତାଙ୍କର ଏହି ସୁନା ସଉକକୁ ଅନେକ ଲୋକ ବେସ ପସନ୍ଦ ମଧ୍ୟ କରୁଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବପି ଲେହେରିଙ୍କ ଆଲିଶାନ ଘର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବପିଙ୍କ ଅସଲ ନାମ ହେଉଛି ଆଲୋକେଶ ବପି ଲେହେରି ।

ତାଙ୍କ ନିକ ନେମ ହେଉଛି ବପି ଦା ବପି ଜଣେ ସିଙ୍ଗର, ମୁଜିକ କମ୍ପୋଜର ଓ ଜଣେ ରାଜନୀତିଜ୍ଞ ମଧ୍ୟ ଥିଲେ । ବପିଙ୍କ ଜନ୍ମ ୨୭ ନଭେମ୍ବର ୧୯୫୨ ମସିହାରେ ୱେଷ୍ଟ ବଙ୍ଗାଳର କଲିକତାରେ ହୋଇଥିଲା । ବନ୍ଧୁଗଣ ବପି ନିଜ କାରିୟରର ଆରମ୍ଭ ୧୯୭୩ ମସିହାରେ ମ୍ୟୁଜିକ କମ୍ପୋଜର ରୂପେ ହିନ୍ଦୀ ଫିଲ୍ମ ‘ନହନା ଶିକାରୀ’ରୁ କରିଥିଲେ । ଏହା ପରେ ବପି ଗୋଟେ ପରେ ଗୋଟେ ହିନ୍ଦୀ ଫିଲ୍ମ ମ୍ୟୁଜିକକୁ କମ୍ପୋଜ କରିଥିଲେ ଓ ଅନେକ ଗୀତରେ କଣ୍ଠଦାନ ମଧ୍ୟ କରିଥିଲେ ।

ବପି ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ବପିଙ୍କ ସ୍ତ୍ରୀଙ୍କ ନାମ ହେଉଛି ଚିତ୍ରାନୀ ଲେହେରି ଓ ତାଙ୍କ ପୁଅର ନାମ ହେଉଛି ବପା ଲେହେରି ବପା ମଧ୍ୟ ଜଣେ ସିଙ୍ଗର ଅଟନ୍ତି । ତାଙ୍କ ଝିଅର ନାମ ହେଉଛି ରିନା ଲେହେରି ରିନା ମଧ୍ୟ ଜଣେ ସିଙ୍ଗର ଅଟନ୍ତି ।

ବନ୍ଧୁଗଣ ବପି ଏକ ଆଲିଶାନ ଜୀବନ ଅତିବାହିତ କରୁଥିଲେ । ତାଙ୍କ ପାଖରେ ଅନେକ ଲକ୍ଜରି କାର୍ସ ଅଛି । ତାଙ୍କ ପାଖରେ ଅଡି ଓ ବିଏମଡବ୍ଲୁ ଭଳି ଅନେକ କାର ଅଛି । ବନ୍ଧୁଗଣ ବପିଙ୍କର ଏକ ଆଲିଶାନ ଘର ଅଛି ଯେଉଁଠି ସେ ନିଜ ପରିବାର ସହ ରହୁଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବପି ଲେହେରି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *