ବନ୍ଧୁଗଣ ଏବେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କର ଅନ୍ତିମ ସଂସ୍କାର ସରିଛି । ଅନ୍ତିମ ସଂସ୍କାର ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣ ମାନେ ଦେଖିଲେ ଆପଣ ନିଜ ଆଖିରୁ ଲୁହ ରୋକିପାରିବେ ନାହିଁ । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ପିଣ୍ଟୁ ନନ୍ଦଙ୍କର ଅନ୍ତିମ ସଂସ୍କାର ହେଉଛି । ଏଠାରେ ପିଣ୍ଟୁ ନନ୍ଦ ଚିତାରେ ଶୋଇ ଛନ୍ତି । ପିଣ୍ଟୁଙ୍କ ମୁହଁ ଦେଖି ସମସ୍ତେ କାନ୍ଦି ପକାଉ ଛନ୍ତି । ଚିତାରେ ଶୋଇବା ପରେ ପିଣ୍ଟୁଙ୍କ ବଡ ପୁଅ ଆସି ମୁଖାଗ୍ନି ଦେଉଛନ୍ତି ।
ମୁଖାଗ୍ନି ଦେଇ ସାରିବା ପରେ ତାଙ୍କ ବଡ ପୁଅ ଭୋ ଭୋ ହେଇ କାନ୍ଦୁ ଛନ୍ତି । ସେଠାରେ ପିଣ୍ଟୁଙ୍କ ବଡ ଭାଇ ତାଙ୍କ ପୁଅକୁ ବୁଝାଉ ଥିବାର ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଏଠି ଆମେ କହି ରଖିବାକୁ ଚାହୁଁ ଯେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ଲିଭର ଶିରୋସିସ ରୋଗ ପାଇଁ ହୋଇଛି ।
ଏହି ରୋଗଟି ଏତେ ଘାତକ ଯେ ପିଣ୍ଟୁଙ୍କ ଜୀବନ ନେଇ ଯାଇଛି । ତେବେ ଦୀର୍ଘ ଦିନ ଧରି ପିଣ୍ଟୁ ଚିକିତ୍ସାଧିନ ଅବସ୍ଥାରେ ଥିଲେ । ପ୍ରଥମେ ଦିଲ୍ଲୀ ଆଉ ପରେ ହାଇଦ୍ରାବାଦର ଯଶୋଦା ମେଡିକାଲରେ ତାଙ୍କର ଚିକିତ୍ସା ଚାଲି ଥିଲା । ହେଲେ ସେଠାରେ ପିଣ୍ଟୁଙ୍କ ଯନ୍ତ୍ରଣା ବଢିବାରେ ଲାଗିଥିଲା ଅନ୍ୟ ପକ୍ଷେ ପିଣ୍ଟୁଙ୍କୁ ଲିଭର ଡୋନର ବି ମିଳିଲେ ନାହିଁ । ଲିଭର ଡୋନର ନ ମିଳିବା ହେତୁ ପିଣ୍ଟୁ ଆଉ ଯନ୍ତ୍ରଣା ସହି ନପାରି ଗତ ପହଡଦିନ ଆର ପାରିକୁ ଚାଲି ଗଲେ ।
ଦର୍ଶକ ବନ୍ଧୁ ଗତ କାଲି ପିଣ୍ଟୁଙ୍କ ମୃତ ଶରୀରକୁ ହାଇଦ୍ରାବାଦରୁ ଭୁବନେଶ୍ଵର ଅଣା ଯାଇଥିଲା ହେଲେ ସେଠାରେ ତାଙ୍କର ଶେଷ କୃତ୍ୟ ହେଲା ନାହିଁ । ଆଜି ସକାଳେ ତାଙ୍କୁ ପୁରୀ ସ୍ଵର୍ଗଦ୍ଵାର ଅଣା ଗଲା ଆଉ ଏବେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ପିଣ୍ଟୁଙ୍କୁ ହରାଇ ସାରା ଓଡିଶାବାସୀ ମର୍ମାହତ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।