Odia Jokes- ପପୁ କହିଲା ମମ୍ମୀ, କାଲି ପାପା କାମବାଲି ସହିତ ସୋଫା ଉପରେ, ମମ୍ମୀ- ଏବେ ନୁହଁ ପୁଅ, ଯେତେବେଳେ ରାତିରେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥିପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିଲେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଜ୍ଵାଇଁ ଶଶୁରକୁ କହିଲା… ଜ୍ଵାଇଁ- ବୁଝିଲ ବାପା, ତମ ଝିଅ ମତେ ବହୁତ ଟେନସନ ଦେଉଛି । ଶଶୁର- ତା ହେଲେ ପୁଅ ମୋ ବିଷୟରେ ଟିକେ ଚିନ୍ତା କର ମୋ ପାଖରେ ତାର ମା ଅଛି । ଭାବ ମୁ କେତେ ଟେନସନରେ ରହୁ ଥିବି …!!

୨. ପୋଲିସ- ତମର ସବୁ କାଗଜ ପତ୍ର ଠିକ ଅଛି ହେଲେ ଚାଲାଣ କାଟିବା ପାଇଁ ୨୦୦୦ ଟଙ୍କା ଦିଅ, ଲୋକ- ହେଲେ କଣ ପାଇଁ ଚାଲାଣ କାଟିବ ?

ପୋଲିସ- କାରଣ ତମେ ନିଜର ସମସ୍ତ କାଗଜ ପତ୍ରକୁ ବାନ୍ଧି ପଲିଥିନରେ ରଖିଥିଲ ଓ ପଲିଥିନ ବ୍ୟାନ ହୋଇଯାଇଛି

ତେଣୁ ତୁମକୁ ଚାଲାଣ କାଟିବାକୁ ହେବ ।

୩. ସୁନ୍ଦର ସେକ୍ରେଟେରୀ ରାଗିକି ଗାଳି ଦେଇ ନିଜ ବସ୍ ର କେବିନରୁ ବାହାରୁଥିଲା ।

ସାଙ୍ଗ ମାନେ ପଚାରିଲେ- ଆରେ କଣ ହେଲା ?

ସେକ୍ରେଟେରୀ- ଛତରା ପଚାରୁଥିଲା, ସନ୍ଧ୍ୟାରେ ଫାଙ୍କା ଅଛ ?

ହେଲେ ମୁ କହିଲି ହଁ, ହେଲେ ସେ ମତେ ୬୦ ପେଜର ଟାଇପିଙ୍ଗ କରିବା ପାଇଁ କାମ ଦେଇଦେଲା

୪. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ମୁ ଶୁଣିଛି ସ୍ଵର୍ଗରେ ସ୍ଵାମୀ ସ୍ତ୍ରୀଙ୍କୁ ଏକା ସହ ରହିବା ପାଇଁ ଦେବେ ନାହିଁ

ସ୍ଵାମୀ- ବିଲକୁଲ ଠିକ ଶୁଣିଛ ତମେ

ସ୍ତ୍ରୀ- ଏମିତି ନିୟମ କାହିଁକି ?

ସ୍ଵାମୀ- ଆରେ ତମେ କଣ ଜାଣିନ, ସେଥିପାଇଁ ତ ତାକୁ ସ୍ଵର୍ଗ କୁହନ୍ତି

୫. ଜ୍ଵାଇଁ ୧୪ ଦିନ ପର୍ଯ୍ୟନ୍ତ ଶଶୁର ଘରେ…

ଶାଶୁ- ଆଉ ଜ୍ଵାଇଁ ପୁଅ କେବେ ଘରକୁ ଯିବ ?

ଜ୍ଵାଇଁ- ହେଲେ କାହିଁକି ଯିବି ?

ଶାଶୁ- ବହୁତ ଦିନ ହେଇଗଲାଣି ତ ସେଥିପାଇଁ ପଚାରିଦେଲି

ଜ୍ଵାଇଁ- ଆପଣଙ୍କ ଝିଅ ତ ମୋ ଘରେ ୬ ମାସ ଧରି ରହୁଛି କାହିଁ ମୁ ତ କିଛି କହୁନି

ଶାଶୁ- ଆରେ ସେ ପରା ସେଠି ବିବାହ କରି ଯାଇଛି

ଜ୍ଵାଇଁ- ତ ମୁଁ ବି ଏଠିକି ବିବାହ କରି କି ଆସିଛି

୬. କିଛି ଦିନ ପୂର୍ବରୁ ପପୁର ଜଣେ ସାଙ୍ଗ ତାକୁ କହିଥିଲା ଯେ, ଯଦି ସ୍ତ୍ରୀର କୋପରୁ ବଞ୍ଚିବା ପାଇଁ ଚାହୁଁଛ ତା ହେଲେ ରୋଟି ମେକର ନେଇ ଆସ…

ସାଙ୍ଗ କଥା ଶୁଣି ପପୁ ରୋଟି ମେକର ନେଇ ଆସିଲା

ଏହା ପରେ ବହୁତ ଦିନ ପର୍ଯ୍ୟନ୍ତ ପପୁ ଖୁସିରେ ରହିଲା ହେଲେ ୪ ସପ୍ତାହ ପରେ ପପୁ ତାର ସାଙ୍ଗକୁ ଫୋନ କରି ପଚାରିଲା…

ପପୁ- ଭାଇ ୱାସିଙ୍ଗ ମେସିନ କେତେ ପଡିବ ?

୭. ପପୁ- ମମ୍ମୀ, କାଲି ପାପା କାମବାଲି ସହିତ ସୋଫା ଉପରେ….

ମମ୍ମୀ- ଏବେ ନୁହଁ ପୁଅ,

ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ

ପାପା ଆସିବା ମାତ୍ରେ

ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???

ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ

ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *