ନମସ୍କାର ବନ୍ଧୁଗଣ ତେବେ ଆମ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ କ୍ୟାରିୟର ସମୟରେ ଉଭୟ ବାପା ଏବଂ ପୁଅ ଙ୍କ ସହ ରୋମାନ୍ସ କରିଛନ୍ତି ଏବଂ ଅନସ୍କ୍ରିନ ରେ ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି। ତେବେ ଆସନ୍ତୁ ସେହିଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରି ନେବା ଯେଉଁମାନେ ଉଭୟ ବାପା ଏବଂ ପୁଅ ଙ୍କ ସହ ରୋମାନ୍ସ କରିଛନ୍ତି।
୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଜୟପ୍ରଦା। ନିଜ ଜମାନରେ ଜୟପ୍ରଦା ଥିଲେ ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ ଏଵଂ ସେ ଅନେକ ହିଟ ସିନେମା ମଧ୍ୟ ପ୍ରଦାନ କରିଛନ୍ତି। ତେବେ ସେ ଧର୍ମେନ୍ଦ୍ର ଙ୍କ ସହିତ ଅନେକ ସିନେମା ରେ କାମ କରିଛନ୍ତି ଯେମିତିକି ଗଙ୍ଗା ତେରେ ଦେଶ ମେ, ଶହଜାଦେ,ଫରିସ୍ତେ। ତେବେ ଜୟପ୍ରଦା ଶନି ଦେବଲ ଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି ଏବଂ ହିଟ ସିନେମା ପ୍ରଦାନ କରିଛନ୍ତି ଯେପରି ବିରତା, ଜବରଦସ୍ତ। ତେବେ ଦୁହେଁ ବାପ ପୁଅ ଙ୍କ ସହ ରୋମାନ୍ସ କରିଛନ୍ତି।
୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଡ଼ିମ୍ପଲ କପାଡ଼ିଆ। ତେବେ ୧୯୭୩ ମସିହାରେ ଡ଼ିମ୍ଫଲ ଡେବ୍ୟୁ କରିଥିଲେ ଏବଂ ସେ ନିଜ ଯୁଗର ହଟ ଏବଂ ଗ୍ଲାମର ଅଭିନେତ୍ରୀ ମଧ୍ୟ ଥିଲେ। ତେବେ ସେ ଉଭୟ ବାପା ପୁଅ ଅର୍ଥାତ ବିନୋଦ ଖନନା ଏବଂ ଅକ୍ଷୟ ଖାନ୍ନା ଙ୍କ ସହ ରୋମାନ୍ସ କରିଛନ୍ତି।
୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଶ୍ରୀଦେବୀ। ଶ୍ରୀ ଦେବୀ ହେଉଛନ୍ତି ବଲିଉଡ ର ଜଣେ ସୁନ୍ଦର ଏବଂ ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ। ତେବେ ତାଙ୍କୁ ପ୍ରଥମ ମହିଳା ସୁପରଷ୍ଟାର ମଧ୍ୟ କୁହାଯାଏ ତେବେ ସେ ସିନେମା ନାକାବନ୍ଦୀ ରେ କାମ କରିଛନ୍ତି ଏବଂ ପୁଅ ସନି ଙ୍କ ସହ ରାମ ଅବତାର ରେ ମଧ୍ୟ କାମ କରିଛନ୍ତି।
୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ମାଧୁରୀ ଦୀକ୍ଷିତ। ତେବେ ମାଧୁରୀ ଙ୍କୁ ଡ୍ୟାନ୍ସିଂ କୁଇନ ମଧ୍ୟ କୁହାଯାଏ। ତେବେ ତାଙ୍କର ଏକ୍ସପ୍ରେସନ ରେ ଲୋକମାନେ ପାଗଳ ହୋଇ ଯାଆନ୍ତି। ତେବେ ମାଧୁରୀ ମଧ୍ୟ ସିନେମା ଦୟାବାନ ର୍ର ବିନୋଦ ଖାନା ଙ୍କ ସହ କାମ କରିଥିବା ବେଳେ ସିନେମା ଆଜ ଫିର ତୁମ ପେ ପ୍ୟାର ଆୟା ରେ ଅକ୍ଷୟ ଙ୍କ ସହ ରୋମନ୍ସ କରିଛନ୍ତି।
୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ହେମା ମାଳିନୀ। ତେବେ ହେମା ମାଳିନୀ ହେଉଛନ୍ତି ଡ୍ରିମ ଗର୍ଲ ଏବଂ ସେ ଡ୍ୟାନ୍ସିଂ କୁଇନ ମଧ୍ୟ ତେବେ ତାଙ୍କର ସବୁ ସିନେମା ଖୁବ ହିଟ ହୁଏ ତେବେ ସେ ସିନେମା ସପନୋ କା ସୌଦାଗର ରେ କାମ କରିଥିବା ବେଳେ ହାତ କି ସଫାଇ ସିନେମା ରେ ଋଷି କପୁରଙ୍କ ସହ ମଧ୍ୟ କାମ କରିଛନ୍ତି।
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।