ବାପଘରେ ସ୍ବାମୀଙ୍କ ସହ Somalin କଲେ ରୋମାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋମାଲିନ । ଆପଣ ମାନେ ସମସ୍ତେ ସୋମାଲିନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ।

ସୋମାଲିନ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ସୋମାଲିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।  ସୋମାଲିନ୍ ନିଶୀଥ ନାୟକ ନାମକ ଏକ ଯୁବକଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ବିବାହ ପୂର୍ବରୁ ବି ସୋମାଲିନ ନିଜ ସ୍ଵାମୀଙ୍କ ସହ ଅନେକ ଥର ସୋସିଆଲ ମିଡିଆରେ ନଜର ଆସିଛନ୍ତି ।

ବିବାହ ପୂର୍ବରୁ ସୋମାଲିନ୍ ନିଜ ସ୍ଵାମୀଙ୍କ ସହ ମିଶି ସର୍ଟ ଭିଡିଓ ଅପଲୋଡ କରୁଥିଲେ । ତାଙ୍କର ଏହି ସମସ୍ତ ଭିଡିଓ ଫ୍ୟାନ୍ସ ମାନଙ୍କୁ ବେସ ଅଧିକ ପସନ୍ଦ ଆସିଥିଲା । ତେବେ ବନ୍ଧୁଗଣ ବିବାହ ପରଠାରୁ ମଧ୍ୟ ସୋମାଲିନ୍ ନିଜ ଶାଶୁ ଘର ଲୋକ ଓ ନିଜ ସ୍ଵାମୀଙ୍କ ସହ ଅନେକ ସର୍ଟ ଭିଡିଓ ଅପଲୋଡ କରି ଚର୍ଚାକୁ ଆସୁଛନ୍ତି । ଗତ କିଛି ସମୟ ହେବ ସୋମାଲିନ୍ ଓ ତାଙ୍କ ସ୍ଵାମୀ ନିଶୀଥଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସୋମାଲିନ୍ ତାଙ୍କ ସ୍ଵାମୀଙ୍କ ସହ ନିଜ ଶାଶୁ ଘରେ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ରୋମାନ୍ସ ଭିଡିଓରେ ଉଭୟ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନ୍ ଓ ନିଶୀଥ ଙ୍କ ଏହି ନୂଆ ରୋମାନ୍ସ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *