ଝିଅ ଉପରେ ବାପାର ଥିଲା ଖରାପ ନଜର…ଝିଅ ସହ ବାରମ୍ବାର କଲା ଖରାପ କାମ…ଆଉ ତା ପରେ ଝିଅ ଏମିତି କଲା…

ଏମିତି କଲା ବାପା ତାପରେ ଝିଅ ସବୁଦିନ ପାଇଁ… ଖବର ମୁତାବିକ ଜଣେ ବାପା ନିଜ ଜନ୍ମ କରିଥିବା ଝିଅ ସହ ଖରାପ କାମ କରିଛି । ନିଜ ଝିଅ ସହ ସବୁବେଳେ ଅତ୍ୟାଚାର କରି ଆସୁଥିଲା । ଥରେ କି ଦୁଇ ଥର ନୁହେଁ । ଝିଅ ସହ ସବୁ ବେଳେ ଖରାପ କାମ କରିବା ପାଇଁ ବାପାଟି ପଛାଉ ନଥିଲା । ଝିଅର ବହୁ ବାରଣ ସତ୍ବେ ମଧ୍ୟ ବାପାଟି ନିଜ ଜନ୍ମ କଲା ଝିଅ ସହ ଦୁଷ୍କର୍ମ ଭଳି ଖରାପ କାର୍ଯ୍ୟ କରୁଥିଲା । ତାପରେ ଯାହାକୁ ଝିଅ ସହି ନପାରି ସବୁଦିନ ପାଇଁ ଏଭଳି କିଛି ଚରମ ନିଷ୍ପତ୍ତି ନେଇଗଲା ।

ଜଣେ ଝିଅକୁ ଜନ୍ମ କରିଥିବା ବାପାଟି କଣ ଏମିତି ଜଣେ ରାକ୍ଷସ ଭଳି କାମ କରିପାରେ । ଏ କଥା ଯିଏ ଶୁଣୁଛି ସେ ମଧ୍ୟ କାନରେ ହାତ ଦେଇଦେଉଛନ୍ତି । ତେବେ ପୁରୀ ଜିଲ୍ଲାର କୋଣାର୍କ ଥାନା ଅନ୍ତର୍ଗତ ମାଟିପଡା ଗ୍ରାମରୁ ଏଭଳି କିଛି ଘଟଣା ଶୁଣିବାକୁ ମିଳୁଛି । ଗତ କିଛି ଦିନ ଧରି ବାପା ମଳୟ ରଞ୍ଜନ ମହାନ୍ତି ନିଜ ବଡ ଝିଅ ଉପରେ ଖରାପ ନଜର ରଖିଥିଲେ । ତା’ ସହ ଦୁଷ୍କର୍ମ କରି ଆସୁଥିଲେ । ଏଭଳି ଲଜ୍ଜ୍ୟା ଜନକ କଥା ଝିଅଟି କାହାକୁ କହିପାରେନାହିଁ ।

ହେଲେ ନିଜ ମା’ ଆଗରେ ଆସି ଏହିସବୁ ବିଷୟରେ କୁହେ । ସ୍ତ୍ରୀ ନିଜ ସ୍ଵାମୀକୁ ବାରମ୍ବାର ତାଗିଦ କରିଲେ ମଧ୍ୟ ସ୍ଵାମୀ କୌଣସି କଥାକୁ ଖାତିର ନକରି ମଦ୍ୟପ ଅବସ୍ଥାରେ ନିଜ ଝିଅ ସହ ଖରାପ କରେ । ବାପାକୁ ଝିଅ ଯେତେ ମନା କରିଲେ ମଧ୍ୟ ବାପା ନିଜର କର୍ତ୍ତବ୍ୟ ଓ ହିତାହିତ ଜ୍ଞାନକୁ ଭୁଲିଯାଇଥାଏ । ତାପରେ ଯେଉଁ ଖରାପ କରିବା କଥା ନୁହେଁ ପୁଣି ଥରେ ସେହି କାମ ହିଁ କରିଦିଏ । ଯାହାକୁ ସହି ନପାରି ଝିଅଟି ଆତ୍ମହ-ତ୍ୟା କରିଦେଲା । ତାପରେ ଝିଅର ଏଭଳି ଅବସ୍ଥା ଦେଖି ମା’ ଟି କାନ୍ଦି କାନ୍ଦି ଭାଙ୍ଗିପଡିଛି ।

ଏଥିସହ ନିଜ ରାକ୍ଷସରୂପୀ ସ୍ଵାମୀ ନାଁରେ ଥାନାରେ ଅଭିଯୋଗ କରିବାକୁ ଧାଇଁ ଆସିଛି । ନିଜ ଝିଅ ସହ ଏଭଳି କାମ କରିଥିବା ଅଭିଯୋଗରେ ସବୁଦିନ ପାଇଁ ଜେଲ୍ ର ହାଜତରେ ରଖି ସ୍ଵାମୀକୁ କଡା ଦଣ୍ଡ ଦିଆଯାଉ ବୋଲି ମୃ-ତ ଝିଅଟିର ମା’ ଥାନାରେ ନିଜର ଗୁହାରୀ ଶୁଣାଇଛନ୍ତି । ଖବରର ଅପଡେଟ ପାଇବା ଲାଗି ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *