ବନିଶି କଣ୍ଟାରେ ମାଛ ବଦଳରେ ଆସି ଲାଗିଥିଲେ ଚନ୍ଦନ ! ହେଲେ ଚନ୍ଦନଙ୍କୁ ପାଇଲେ ଆଉ କୁନି ଝିଅ କୁଆଡେ ଗଲା…

ବନିଶି କଣ୍ଟାରେ ଲାଗିଲା କୁନି ଝିଅର ବାପା ଚନ୍ଦନ ! ହଁ ଅଜ୍ଞା ନିକଟରେ ଚର୍ଚାର ପରିସରକୁ ଆସିଥିବା ଚନ୍ଦନଙ୍କ ଖବର ଅନୁସାରେ ଚନ୍ଦନଙ୍କର ନଦୀ ମଧ୍ୟରୁ ମୃ-ତ ଦେହ ଉଦ୍ଧାର କରାଯାଇଛି । ତେବେ ସ୍ତ୍ରୀ ଚାଲିଯିବା ପରେ ଦୁଃଖରେ ଭାଙ୍ଗି ପଡିଥିବା ଚନ୍ଦନ ନିଜ ଝିଅକୁ ନେଇ ନଦୀକୁ ଡେଇଁ ପଡିଥିଲେ । ଏଥିସହ ନଦୀରେ ଡେଇଁବା ପୂର୍ବରୁ ଝିଅକୁ ମଧ୍ୟ ମା’ ପାଖକୁ ଯିବା ବୋଲି ମରିବାକୁ ପ୍ରସ୍ତୁତ କରିଦେଇଥିଲେ । ଶେଷ ଥର ପାଇଁ ଚନ୍ଦନ ତାଙ୍କ ମା’ ଙ୍କ ସହ ମଧ୍ୟ କଥା ହୋଇଥିଲେ ।

ହେଲେ ସବୁ କିଛିକୁ ପଛରେ ପକାଇ ନଦୀ ମଧ୍ୟକୁ ଚନ୍ଦନ ତାଙ୍କ କୁନି ଝିଅ ସହ ଡେଇଁ ପଡିଥିଲେ । ଏହାପରେ ଖବର ପାଇଁ ଉଦ୍ଧାରକାରୀ ଟିମ ଚନ୍ଦନଙ୍କୁ ଯେତେ ବି ଖୋଜାଖୋଜି କରିଥିଲା । ଆଉ ଚନ୍ଦନ କି ତାଙ୍କ ଝିଅକୁ ଉଦ୍ଧାରକାର ଟିମ ଖୋଜି ପାଇ ନଥିଲେ । ହେଲେ ସେହି ନଦୀରେ ମାଛ ଧରିବା ପାଇଁ କିଛି ଲୋକ ଯାଇଥିଲେ । ଯେତେବେଳେ ବନିଶି କଣ୍ଟା ନଦୀ ମଧ୍ୟକୁ ମାଛ ଧରିବା ପାଇଁ ପକାଇ ଥିଲେ ।

ସେତେବେଳେ ମାଛ ବଦଳରେ ବନିଶିରେ ଆସି ମାଛ ନୁହେଁ, ବଂର ଚନ୍ଦନ ଆସି ଲାଗିଥିଲା । ହେଲେ ଚନଦ୍ନର ମୃତ ଦେହ ପାଣି ମଧ୍ୟରେ ଏତେ ଦିନ ରହିବା ପରେ ତାହା ପାଚିଯାଇଥିବାରୁ ଲୋକେ ଜାଣି ପାରିନଥିଲେ । ପରେ ଚନ୍ଦନଙ୍କର ଭିଣେଇ ଚନ୍ଦନକୁ ଦେଖି ଚିହ୍ନି ପାରିଥିଲେ । ଏହାପରେ ଚନ୍ଦନଙ୍କର ମୃତ ଦେହକୁ ପାଣି ମଧ୍ୟରୁ ଉଦ୍ଧାର କରଯାଇଥିଲା । ହେଲେ ନଦୀ ମଧ୍ୟରୁ ଚନ୍ଦନଙ୍କୁ ଯଦିଓ ଉଦ୍ଧାର କରାଯାଇଥିଲା । ହେଲେ ଚନ୍ଦନଙ୍କ କୁନି ଝିଅକୁ କିନ୍ତୁ ପାଣି ମଧ୍ୟରୁ ଏବେ ପର୍ଯ୍ୟନ୍ତ ମଧ୍ୟ ଖୋଜା ଯାଇ ପାରିନାହିଁ ।

ତେବେ ପାରିବାରିକ କଳହ ପାଇଁ ଚନ୍ଦନଙ୍କ ସ୍ତ୍ରୀ ମାସେ ପୂର୍ବେ ଆତ୍ମହତ୍ୟା କରିଦେଇଥିଲେ । ଏହାପରେ ସ୍ତ୍ରୀ ଚାଲିଯିବା ପରେ ଚନ୍ଦନ ବହୁତ ମାନସିକ ବିଷାଦରେ ରହୁଥିଲେ। ଏହାପରେ ନିଜ ସ୍ତ୍ରୀ ଲକ୍ଷ୍ମୀକୁ ଝୁରି ଝୁରି ନିଜ ସ୍ତ୍ରୀ ପାଖକୁ ନିଜ ଝିଅକୁ ନେଇକି ଯିବା ପାଇଁ ଚନ୍ଦନ ବୈତରଣୀ ନଦୀରେ ଆତ୍ମହତ୍ୟା କରିଦେଇଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *