ବହୁତ ହିଁ କମ ବୟସରେ ଦୁନିଆକୁ ଅଲବିଦା କହିଦେଲେ ଟିଭି ଇଣ୍ଡଷ୍ଟ୍ରିର ଏହି ସବୁ ଷ୍ଟାର, 4 ନଂ ଙ୍କ ବୟସ ଥିଲା ମାତ୍ର 14 ବର୍ଷ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ହେଲେ ବନ୍ଧୁଗଣ ଇଣ୍ଡଷ୍ଟ୍ରିରେ କିଛି ଏପରି କଳାକାର ମଧ୍ୟ ଅଛନ୍ତି ଯେଉଁ ମାନେ ବହୁତ କମ ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଥିଲେ ।

ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ । ପ୍ରିକସା ମେହେତା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପ୍ରିକସା ମେହେତା । ଆପଣ ମାନେ ସମସ୍ତେ ପ୍ରିକସାଙ୍କୁ ଅନେକ ଫିଲ୍ମ ଓ ସିରିଏଲରେ ନିଶ୍ଚୟ ଦେଖିଥିବେ ।

ସେ କରାଇମ ପେଟ୍ରୋଲ ସିରିଏଲରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ପ୍ରିକସା ୨୬ ମେ ୨୦୨୦ରେ ଆତମହତୟା କରି ସମସ୍ତଙ୍କୁ ଛାଡି ଚାଲିଯାଇ ଥିଲେ । ସେ ମାତ୍ର ୨୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।


ଶିବଲେଖ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶିବଲେଖ ସିଂହ । ଶିବଲେଖ ଥିଲେ ଜଣେ ଶିଶୁ କଳାକାର । ସେ ହିନ୍ଦୀ ଲୋକପ୍ରିୟ ସିରିଏଲ ‘ଶଶୁରାଲ ସୀମର କା’ରେ ନଜର ଆସିଥିଲେ । ହେଲେ ୧୯ ଜୁଲାଇ ୨୦୧୯ରେ ମାତ୍ର ୧୪ ବର୍ଷ ବୟସରେ ଏକ କାର ଦୁ-ର୍ଘଟଣାରେ ସେ ମୃତ୍ୟୁ ବରଣ କରିଥିଲେ ।

ଭିଜେ ଚିତ୍ରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଭିଜେ ଚିତ୍ରା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଚିତ୍ରାଙ୍କୁ ‘ପାଣ୍ଡିଆନ ଷ୍ଟୋରିସ’ରେ ନିଶ୍ଚୟ ଦେଖିଥିବେ । ୯ ଡିସେମ୍ବର ୨୦୨୦ରେ ଚିତ୍ରା ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ । ମାତ୍ର ୨୮ ବର୍ଷ ବୟସରେ ସେ ଆତମହତୟା କରି ଚାଲିଯାଇଥିଲେ ।

ସିଦ୍ଧାର୍ଥ ଶୁକ୍ଲା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସିଦ୍ଧାର୍ଥ ଶୁକ୍ଲା । ଆପଣ ମାନେ ସମସ୍ତେ ସିଦ୍ଧାର୍ଥଙ୍କୁ ଅନେକ ବଲିଉଡ ଫିଲ୍ମ ଓ ଟିଭି ରିଆଲିଟି ସୋରେ ନିଶ୍ଚୟ ଦେଖିଥିବେ । ସିଦ୍ଧାର୍ଥ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଥିଲା । ହେଲେ ୨ ସେପ୍ଟେମ୍ବର ୨୦୨୧ରେ ହାର୍ଟ ଆଟାକ କାରଣରୁ ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥ ମୃତ୍ୟୁ ବରଣ କରିଥିଲେ ।

ସୁଶାନ୍ତ ସିଂହ ରାଜପୁତ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଟିଭି ଇଣ୍ଡଷ୍ଟ୍ରିରୁ ବଲିଉଡରେ ପାଦ ଦେଇଥିବା ସୁଶାନ୍ତ ଆଜି ଏହି ଦୁନିଆରେ ନାହାନ୍ତି । ଅନେକ ସୁପର ହିଟ ଫିଲ୍ମ କରି ସେ ସୁନାମ ଅର୍ଜନ କରିଥିଲେ । ଗତ ବର୍ଷ ୧୪ ଜୁନରେ ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଆତମହତୟା କରିଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *