ବହୁତ ହିଁ କମ ବୟସରେ ମା ହୋଇ ଯାଇଥିଲେ TV ର ଏହି 5 ଜଣ Actress, 2 ନମ୍ବର Actress ଙ୍କୁ ଦେଖିଲେ ଆପଣ ବିଶ୍ଵାସ କରି ପାରିବେନି ସେ ଜଣେ ମା’ ବୋଲି

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ଧାରବାହିକ ରେ ଥିବା ନାୟକ ନାୟିକା ଙ୍କ ଯୋଡି କୁ ମଧ୍ୟ ଦର୍ଶକ ମାନେ ଭଲ ପାଇବା ପ୍ରଦାନ କରୁଛନ୍ତି । ନିଜର ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ମଧ୍ୟ ରଖୁଛନ୍ତି । ସେମାନଙ୍କ ବାସ୍ତବ ଜୀବନରେ ଘଟୁଥିବା ସମସ୍ତ ଘଟଣା କୁ ସେମାନେ ଜାଣିବାକୁ ଚାହିଁ ଥାନ୍ତି । ସେମାନଙ୍କ ଜୀଵନ ଶୈଳୀ ସେମାନଙ୍କ ର କାର୍ଯ୍ୟ କଳାପ ଆଦି । ତେବେ ଆଜି ଆମେ ଛୋଟ ପରଦାର କିଛି ଏପରି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା କି କେଉଁ ଅଭିନେତ୍ରୀ ମାନେ ବହୁତ କମ ବୟସ ରେ ମାଆ ବନିଗଲେ । ତେବେ ଆସନ୍ତୁ ଜାଣିନେବା ।


୧- ପ୍ରଥମରେ ହେଉଛନ୍ତି ଦୀପିକା ସିଂହ । ତେବେ ଦିୟା ଓର ବାତି ଧାରାବାହିକ ରେ ସନ୍ଧ୍ୟା ଚରିତ୍ର ରେ ଅଭିନୟ କରି ଲୋକ ପ୍ରିୟତା ହାସଲ କରିଥିଲେ ଦୀପିକା । ତେବେ ସେ ଟିଭି ଜଗତର ସବୁଠାରୁ ଲୋକପ୍ରିୟ ବୋହୁ ମଧ୍ୟ । ସେ ଏହି ଧାରାବାହିକ ର ଡ଼ାଇରେକ୍ଟର ରୋହିତ ରାଜ ଙ୍କ ସହିତ ସେ ୨୦୧୪ ରେ ବିବାହ କରି ନେଲେ ଏବଂ ୨୦୧୭ ରେ ତାଙ୍କର ଏକ ପୁଅ ମଧ୍ୟ ହେଲା ଯାହାର ନାମ ସୋହାମ । ତେବେ ଦୀପିକା ଙ୍କୁ ଦେଖି ଲାଗିବ ନାହିଁ କି ସେ ଗୋଟିଏ ପିଲାର ମାଆ ବୋଲି ।

୨. ଜେନିଫର ୱିଙ୍ଗେଟ- ଜେନିଫର ଟିଭି ଇଣ୍ଡଷ୍ଟ୍ରିରେ ନିଜର ସଫଳତାକୁ ହାସଲ କରିସାରିଛନ୍ତି । ସେ କରନ ସିଂହ ଗ୍ରୋବରଙ୍କୁ ବିବାହ କରି ଲାଇମ ଲାଇଟରେ ବହୁତ ସମୟ ପର୍ଯ୍ୟନ୍ତ ରହିଥିଲେ । ହେଲେ ବିବାହର ୨ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲା । ଖବର ଅନୁସାରେ ଜଣା ପଡିଛି ଜେନିଫର ଏକ ପୁଅକୁ ଆଡପ୍ଟ କରିଛନ୍ତି । ହେଲେ ଏହି କଥାର ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ ଜେନିଫର କରି ନାହାନ୍ତି ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି କାମ୍ୟ ପଞ୍ଜାବୀ । ତେବେ ଖଳନାୟିକା ଭୂମିକା ରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ତେବେ ବର୍ତ୍ତମାନ ସେ ଧାରାବାହିକ ଶକ୍ତି ରେ କାମ କରୁଛନ୍ତି ତେବେ ସେ ଦେଖୁବାକୁ ସୁନ୍ଦର ଏବଂ ଆକର୍ଷକ ଏବଂ ତାଙ୍କର ଗୋଟିଏ ଝିଅ ଅଛି ଯିଏ କି ନଅ ବର୍ଷ ର ହୋଇଗଲାଣି । ତେବେ କାମ୍ୟ ଙ୍କୁ ଦେଖି କେହି ବି ବିଶ୍ୱାସ କରିବେ ନାହିଁ କି ଏ ଜଣେ ଝିଅ ର ମାଆ ବୋଲି ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ନି-ଶା ରାବଲ । ତେବେ ନି-ଶା ହେଉଛନ୍ତି କରନ ମେହେର ଯିଏ କି ୟେ ରିସ୍ତା କୟା କହଲାତା ଧାରାବାହିକ ରେ ନୈତିକ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ତେବେ ନିଶା ମଧ୍ୟ ଜଣେ ଅଭିନେତ୍ରୀ କିନ୍ତୁ ସେ କରନ ଙ୍କ ଭଳି ଏତେ ଲୋକପ୍ରିୟ ନୁହେଁ ତେବେ ନି-ଶା ଜଣେ ପୁଅ ର ମାଆ ଯାହାର ନାମ କବିଶ । ତେବେ ନି-ଶା ଙ୍କୁ ଦେଖିଲେ କେବେବି ଜାଣି ପାରିବେ ନାହିଁ କି ସେ ଜଣେ ପୁଅ ର ମାଆ ବୋଲି ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ସୌମ୍ୟା ସେଠ । ତେବେ ଆପଣ ଷ୍ଟାର ପ୍ଲସ ର ଲୋକପ୍ରିୟ ଧାରାବାହିକ ନବ୍ୟା କୁ ଦେଖିଥିବେ ତାର ଟାଇଟଲ ସଙ୍ଗ ଆଜି ବି ଲୋକମାନେ ପସନ୍ଦ କରନ୍ତି ତେବେ ସେ ଏହି ଧାରାବାହିକ ପରେ ଅରୁଣ କପୂର ଙ୍କ ସହ ବିବାହ କରି ନେଲେ ଏବଂ ବର୍ତ୍ତମାନ ଗୋଟିଏ ପୁତ୍ର ସନ୍ତାନ ର ମାଆ ମଧ୍ୟ ତେବେ ସେ ଏତେ ଫିଟ ଆଉ ସୁନ୍ଦର ଦେଖାଯାଆନ୍ତି ଯେ କେହି ଭାବି ପାରିବେନି ଏ ଜଣେ ପୁତ୍ର ର ମାଆ ବୋଲି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *