ବନ୍ଧୁଗଣ, ଆପଣ ମାନେ ପ୍ରାଏ କେତେକ ସାଧାରଣ ପ୍ରଶ୍ନ ଉତ୍ତର ଜାଣିଥିବେ ମାତ୍ର କେହି କେହି ଯଦି ଆପଣଙ୍କୁ ଏହି ପ୍ରଶ୍ନ ପଚାରି ଦିଅନ୍ତି ତେବେ ଆପଣ ଉତ୍ତର ଦେବାକୁ ଚିନ୍ତା କରିଥାନ୍ତି ଯେ ଏହାର ଉତ୍ତର କଣ ହୋଇଥିବ ? ତେବେ ଏହିଭଳି ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଅବଗତ କରାଇବାକୁ ଯାଉଅଛୁ । ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।
୧;- କେଉଁ ଗଛରେ ଫୁଲ ହୁଏ ନାହିଁ ?
ଉତ୍ତର;- ପଣସ ଗଛ ।
୨;- ଜୀବନ କାଳ ମଧ୍ୟରେ ଗୋଟିଏ ଥର ଫଳ ହେଉଥିବା ଗଛ କିଏ ?
ଉତ୍ତର;- କଦଳୀ ଗଛ ।
୩;- କିଏ ଜିଭରେ ଚାଟି ଚାଟି ଖାଏ ?
ଉତ୍ତର;- କୁକୁର ।
୪;- ଏକ ବର୍ଷ ରୁ କମ ବଞ୍ଚୁଥିବା ଗଛ ଟି କିଏ ?
ଉତ୍ତର;- କାକୁଡି ।
୫;- କେଉଁ ଜୀବଟିର ଗୋଟିଏ ଶିଙ୍ଘ ଥାଏ ?
ଉତ୍ତର;- ଗଣ୍ଡା ।
୬;- ଦୁର୍ବଳ କାଣ୍ଡଯୁକ୍ତ ଉଦ୍ଭିଦ କୁ କଣ କୁହାଯାଏ ?
ଉତ୍ତର;- ଲତା ।
୭;- କେଉଁଟି ତୈଳବୀଜ ନୁହେଁ ?
ଉତ୍ତର;- ଗହମ ।
୮;- ଉଭୟ ଜଳ ଓ ସ୍ଥଳରେ ବାସ କରୁଥିବା ପ୍ରାଣୀ କିଏ ?
ଉତ୍ତର;- ବେଙ୍ଗ ।
୯;- ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ୟାସ ଗ୍ରହଣ କରେ ?
ଉତ୍ତର;- ଅଙ୍ଗାରକାମ୍ଳ ।
୧୦;- ଅଦାର କେଉଁ ଅଂଶଟି ଆମ୍ଭେ ଖାଉ ?
ଉତ୍ତର;- ଚେର ।
୧୧;- ଶରୀରର କେଉଁ ଭିତରେ ଅଙ୍ଗ ର-କ୍ତ ସଞ୍ଚାଳନରେ ମୁଖ୍ୟ ଭୂମିକା ନିଏ ?
ଉତ୍ତର;- ହୃତପିଣ୍ଡ ।
୧୨;- କେଉଁ ଜୀବଟିର ଚଳନ ଶକ୍ତି ନାହିଁ ?
ଉତ୍ତର;- ଉଦ୍ଭିଦ ।
୧୩;- ଭାରତର ଜାତୀୟନୀତି କଣ ?
ଉତ୍ତର;- ଅହିଂସା ।
୧୪;- ସଦାକୋଟ କାହିଁକି ପ୍ରସିଦ୍ଧ ?
ଉତ୍ତର;- ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ ।
୧୫;- ସୁରଟ କାହିଁକି ପ୍ରସିଦ୍ଧ ?
ଉତ୍ତର;- ଲୁଗାକଳ ।
୧୬;- ପ୍ରଥମ ଇଲେକ୍ଟ୍ରିକ ଟ୍ରେନ ର ନାମ କଣ ?
ଉତ୍ତର;- ଡେକାନ କୁଇନ ।
୧୭;- କମ୍ପାସ ରେ କେଉଁ ଚୁମ୍ବକ ରହିଥାଏ ?
ଉତ୍ତର;- ସୂଚୀ ଚୁମ୍ବକ ।
୧୮;- ଭାରତର କେଉଁ ରାଜ୍ୟରେ ପୁରୁଷ ଙ୍କ ଅପେକ୍ଷା ସ୍ତ୍ରୀ ସଂଖ୍ୟା ଅଧିକ ?
ଉତ୍ତର;- କେରଳ ।
୧୯;- ଟ୍ରେନ ରେ ଶେଷ ବଗିର ପଛପଟେ X କାହିଁକି ଲେଖାଯାଇଥାଏ ?
ଉତ୍ତର;- ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣି ପାରିବେ ସେ ଟ୍ରେନ ରେ ସବୁ ବଗି ଷ୍ଟେସନ ଅତିକ୍ରମ କଲାବୋଲି ।
୨୦;- ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ?
ଉତ୍ତର;- ଆଶା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।