ବାହାଘର ପୂର୍ବରୁ Gungun ଙ୍କୁ ଆଣ୍ଠେଇ କି ପ୍ରପୋଜ୍ କଲେ ତାଙ୍କ ସ୍ଵାମୀ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଗୁନଗୁନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଗୁନଗୁନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ନିଜ ସୁନ୍ଦର ଅଭିନୟ ପାଇଁ ଗୁନଗୁନ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ସମୟ ହେବ ଗୁନଗୁନ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ବିବାହ ପୂର୍ବରୁ ତାଙ୍କ ମେହେନ୍ଦି ସେରିମୋନିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ନିର୍ବନ୍ଧ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ତାଙ୍କର ଏହି ନିର୍ବନ୍ଧ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗୁନଗୁନଙ୍କ ନିର୍ବନ୍ଧ ବହୁତ ଦମଦାର ହୋଇଥିଲା ।

ଭାଇରାଲ ହେଉଥିବା ଭିଡିଓରେ ଅନେକ ଓଡିଆ କଳାକାର ମାନେ ତାଙ୍କ ନିର୍ବନ୍ଧରେ ଯୋଗ ଦେଇଥିଲେ । ନିର୍ବନ୍ଧରେ ଗୁନଗୁନଙ୍କ ସ୍ଵାମୀ ତାଙ୍କୁ ଆଣ୍ଠେଇକୁ ମୁଦି ପିନ୍ଧାଉ ଥିବାର ମଧ୍ୟ ନଜର ଆସିଛନ୍ତି ଯାହାକୁ ନେଇ ଏବେ ଚର୍ଚା ଜୋର ସୋର ଧରିଛି । ଗୁନଗୁନଙ୍କ ସ୍ଵାମୀ ପ୍ରଥମେ ଆଣ୍ଠେଇକୁ ପ୍ରପୋଜ୍ କରିଥିଲେ ଓ ଗୁନଗୁନ ହଁ କରିବା ପରେ ସେ ତାଙ୍କ ହାତରେ ମୁଦି ପିନ୍ଧାଇ ଥିଲେ ।

ବନ୍ଧୁଗଣ ଏହି ଭିଡିଓଟି ଗୁନଗୁନଙ୍କ ଫ୍ୟାନ୍ସ ମାନଙ୍କୁ ବେସ ଅଧିକ ପସନ୍ଦ ଆସିଛି । ତେବେ ତାଙ୍କ ନିର୍ବନ୍ଧରେ ଓଡିଆ କଳାକାର ମାନଙ୍କ ଜବରଦସ୍ତ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୁନଗୁନଙ୍କ ନିର୍ବନ୍ଧ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *