ଆମ ଦୀପା ଓ ବାବୁକୁ ପଚାରିଲି, ସେମାନେ କହିଲେ ବାହାଘର ପୂର୍ବରୁ ମନ୍ଦିରରେ ଲୁଚିକି ସିନ୍ଦୁର ଦେଇ ଦେଇଥିଲି…

ଦୀପା ଆଉ ବାବୁଆକୁ ପଚାରିଲି, ସେମାନେ କହିଲେ ଆମେ ମନ୍ଦିରରୁ ଆଗରୁ ସିନ୍ଦୁର ଦେଇ ବାହା ହେଇଯାଇଥିଲୁ । ହଁ ଆଜ୍ଞା ନିକଟର ଏକ ବହୁ ଚର୍ଚିତ ଖବର ଗୋଟିଏ ପରେ ବାହାଘର ଅନ୍ୟ ପଟେ ତାହାର ହେଉଛି ଶୁଦ୍ଧିଘର ବିଷୟ ତ ବହୁତ ଭାଇରାଲ ହୋଇଥିଲା । ତେବେ ତେବେ ଭଲ ପାଇ ନିଜ ବାପା, ମାଆକୁ ଛାଡି ନିଜ ପ୍ରେମିକ ସହ ବାହା ହୋଇଯାଇଥିବା କାରଣରୁ ଝିଅର ପରିବାର ଲୋକ ଝିଅକୁ ଶୁଦ୍ଧି ମଧ୍ୟ କରିଦେଇଥିଲେ ।

ଯାହାକୁ ନେଇ ଅନେକ ପ୍ରକାର ଲୋକଙ୍କର ଅନେକ ଭିନ୍ନ ଭିନ୍ନ ମତ ମଧ୍ୟ ଶୁଣିବାକୁ ମିଳିଥିଲା । ତେବେ ରାଜେନ୍ଦ୍ରଙ୍କରର ଜେଜେ ମା’ ମିଡିଆ ସାମ୍ନାରେ ଏଭଳି କିଛି ରାଜେନ୍ଦ୍ର ଓ ଦୀପାଙ୍କୁ ନେଇ କହିଛନ୍ତି । ତାଙ୍କ କହିବା ଆଧାରରେ ଯେତେବେଳେ ଦୀପାକୁ ଆଣି ଆମ ଘରେ ତା’ ବାହାଘର କରେଇ ସାରିଲୁ । ତାପରେ ମୁଁ ତାଙ୍କ ମାନଙ୍କୁ ପଚାରିଥିଲି । ଆରେ ବାବୁଆ ଆଉ ଦୀପା ତମେ ଦୁହେଁ ଦୁହିଙ୍କୁ ଏତେ ଭଲ କେମିତି ପାଇଗଲ ।

ସେମାନେ କହିଥିଲେ ଆମେ ଦୁହେଁ ଦୁହିଙ୍କୁ ବହୁତ ଭଲ ପାଉଥିଲୁ । ସେଥିପାଇଁ ଘରେକାହାକୁ ନଜଣାଇ ଆଗରୁ ଲୁଚିକି ଥରେ ମନ୍ଦିରରେ ବାହା ମଧ୍ୟ ହୋଇଯାଇଥିଲୁ । ତାପରେ ମୁଁ ତାଙ୍କୁ କହିଥିଲି। ତମେ 2 ଜଣଙ୍କର ଏତେ ବୟସ ବି ହେଇନି । ତମେ ବହୁତ କମ୍ ବୟସର ପୁଅ ଓ ଝିଅ । ହେଲେ ବାହାଘର ଭଳି ଏତେ ବଡ ନିଷ୍ପତ୍ତି ଏତେ କମ୍ ବହାୟରୁ କେମିତି ନେଇଗଲ । ହେଲେ ସେ ଯାହା ବି ହେଉ । ଆମେ ଦୀପା ଭଳି ବୋହୁଟିଏ ପାଇ ବହୁତ ଖୁସିରେ ଅଛୁ ।

ଭଲରେ ଭଲରେ ଆମ ପୁଅ ରାଜେନ୍ଦ୍ର ସହିତ ଦୀପାର ବାହାଘର ମଧ୍ୟ ହୋଇଗଲା । ହେଲେ ଝିଅର ବାହାଘରରେ ଝିଆର ବାପା, ମା’ ତା’ ର ପରିବାର ଲୋକ ଖୁସିରେ ନାହାନ୍ତି । ତେଣୁ ସେତିକି ଆମ ସମସ୍ତଙ୍କୁ ବହୁତ କଷ୍ଟ ହେଉଛି । ଆମେ ବି ଚାହୁଁଛୁ ।

ଝିଅର ପରିବାର ଲୋକ ସବୁ ଘୃଣାମନୋଭାବ ଆମ ପରିବାର ପ୍ରତି ଥିବା ରାଗରୁଷାକୁ ଭୁଲି ତାଙ୍କ ଝିଅ ଓ ଜ୍ଵାଇଁକୁ ଗ୍ରହଣ କରନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *