ନିଜ ବାହାଘର ପାଇଁ ଭାରତୀୟ କ୍ରିକେଟ ଟିମ ଛାଡିଲେ ଏହି ଖେଳାଳୀ ! ଅଷ୍ଟ୍ରେଲିଆଠୁ ହାରିଗଲା ଭାରତ !

ନିଜ ବାହାଘର ପାଇଁ ଭାରତୀୟ କ୍ରିକେଟ ଟିମ ଛାଡିଦେଲେ । ତାପରେ ଭାରତ ଅଷ୍ଟ୍ରେଲିଆ ଠାରୁ ହାରିଗଲା । କାରଣ ତାଙ୍କର ବୋଲିଂ ନକରିବା ପଡିଗଲା ମହଙ୍ଗା । ତାଙ୍କର ବୋଲିଂକୁ ଭୟ କରିଯାଉଥିଲେ କଙ୍ଗାରୁ ବ୍ୟାଟର । ସେ ନଥିବାରୁ ଭାରତୀୟ ଅନ୍ୟ କୌଣସି ବୋଲର ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମ୍ଯାକ୍ସୱେଲଙ୍କ ବିପକ୍ଷରେ ଏତେ ଭଲ ବୋଲିଂ କରିପାରିନଥିଲେ । ଗତ କାଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ t -20 ମ୍ଯାଚରେ ଭାରତ ପରାଜିତ ହୋଇଯାଇଛି ।

ଏହି ମ୍ଯାଚଟି ବହୁତ ରୋମାଞ୍ଚକର ଥିଲା । ଉଭୟ ଟିମ ପକ୍ଷରୁ ନିଜ ନିଜ ଟିମକୁ ଜିତେଇବା ପାଇଁ ଜୋରଦାର ପୂର୍ବ ପ୍ରସ୍ତୁତି ମଧ୍ୟ ରହିଥିଲା । ହେଲେ ମ୍ଯାଚରେ ଅଷ୍ଟ୍ରେଲିଆ ଜିତିଯାଇଥିବା ବେଳେ ଭାରତ ଗତ କାଲି ତୃତୀୟ t-20 ମ୍ଯାଚରେ ହାରି ଯାଇଛି । କଙ୍ଗାରୁ ଟିମ 5 ୱିକେଟରେ ମ୍ଯାଚରେ ବିଜୟ ହାସଲ କରିନେଇଥିଲା । ଯାହା ପରେ ଭାରତୀୟ କ୍ରିକେଟ ସମର୍ଥକଙ୍କର ମନ ଉଦାସ ହୋଇଯାଇଛି । ହେଲେ ଏହି ମ୍ଯାଚରେ ଭାରତୀୟ ଦଳରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।

ମୁକେଶ କୁମାରଙ୍କର ବଦଳରେ ଖେଳିଥିଲେ ଆବେଶ ଖାନ । ତେବେ ମୁକେଶଙ୍କର ବିବାହ ପାଇଁ ସେ ଏହି ମ୍ଯାଚଟି ଖେଳିପାରିବେ ନାହିଁ ବୋଲି ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦଭ କହିଥିଲେ । ତେଣୁ ମୁକେଶଙ୍କ ବଦଳରେ ଅବେଶ ଖାନ ଖେଳିଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି 222 ରନ କରିଥିଲା । ହେଲେ ଅଷ୍ଟ୍ରେଲିଆ ଟିମର ଜବରଦସ୍ତ ବ୍ୟାଟିଂ ପାଇଁ ଟିମ ଅଷ୍ଟ୍ରେଲିଆ ଭାରତକୁ ପଛରେ ପକାଇ ମ୍ଯାଚରେ ବାଜି ମାରିନେଇଥିଲା ।

ତେଣୁ ଏବେ ସମସ୍ତେ କହୁଛନ୍ତି । ଯେ ଯଦି ମୁକେଶ କୁମାର ବୋଲିଂ କରିଥାନ୍ତେ । ହୁଏତ ଭାରତ ଅଷ୍ଟ୍ରେଲିଆ ଠାରୁ ମ୍ଯାଚରେ ବିଜୟ ହାସଲ କରିନେଇଥିଲା । ହେଲେ ସେମିତି କିଛି ବି ହେଇନଥିଲା । ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ମ୍ଯାଚରେ ବିଜୟ ପାଇଯାଇଥିଲା । ଯାହାପରେ ଭାରତୀୟ କ୍ରିକେଟପ୍ରେମୀ ଭାରତର ହାରିବା ଦେଖି ଭାଙ୍ଗିପଡିଥିଲେ ।

ହେଲେ ବାକି ରହିଥିବା ଅନ୍ୟ 2 ଟି t-20 ମ୍ଯାଚ ପାଇଁ ଭାରତୀୟ ସମର୍ଥକ ଭାରତ ଭଲ କରିବ ବୋଲି ଆଶା ରଖିଛନ୍ତି । କ୍ରିକେଟ ଦୁନିଆର ଲାଟେଷ୍ଟ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *