ବାହାନଗା Train Tragedy: ଶବ ଭାବି ଶବଗଦା ଟ୍ରକରେ ଫିଙ୍ଗି ଦେଇଥିଲେ ଜୀବିତ ଯୁବକଙ୍କୁ, ଏମିତି ବଞ୍ଚିଲା ଜୀବନ ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରେଳ ଦୁର୍ଘଟଣା ପରେ ମୃ-ତ ଭାବେ ଶବଗଦା ଭର୍ତ୍ତି ଟ୍ରକକୁ ଫିଙ୍ଗି ଦେଇଥିଲେ । ତେବେ ଖବର ଅନୁଯାଇ ବାହାନଗା ରେଳ ଦୁର୍ଘଟଣାରେ ଶତାଧିକ ଯାତ୍ରୀଙ୍କର ଜୀବନ ଚାଲି ଯାଇଛି । ତେବେ ଏକ ଶବ ଭର୍ତ୍ତି ଗାଡିରେ ସ୍ଵେଚ୍ଛାସେବୀ ମାନେ ଜଣେ ଜୀବିତ ଯୁବକକୁ ଭୁଲରେ ଶବ ଭାବି ଫିଙ୍ଗି ଦେଇଥିଲେ । ତାପରେ ଯେତେବେଳେ ଯୁବକ ଜଣଙ୍କର ହୋସ୍ ଆସିଥିଲା ।

ସେତେବେଳେ ଯୁବକ ଜଣଙ୍କ ନିଜର ହାତକୁ ଉପରକୁ ଟେକି ଠାରିବାକୁ ଆରମ୍ଭ କରିଥିଲା । ଏହା ଦେଖି ସ୍ଵେଚ୍ଛାସେବୀ ଶବ ଗଦା ମଧ୍ୟରେ କେହି ଜଣେ ଜୀବିତ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସେହି ଶବ ଗଦା ମଧ୍ୟରୁ ଜୀବିତ ଯୁବକଙ୍କୁ ଉଦ୍ଧାର କରିଥିଲେ । ତେବେ ତାପରେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ଏହାପରେ ସେଠାରେ ତାଙ୍କର ସ୍ଵାସ୍ଥବସ୍ତାରେ କିଛି ସୁଧାର ନଆସିବାରୁ ତାଙ୍କୁ ଅନ୍ୟ ଏକ ମେଡିକାଳକୁ ନିଆଯାଇଥିଲା ।

ତେବେ ଯୁବକ ଜଣଙ୍କଟି ହେଉଛନ୍ତି ପଶ୍ଚିମବଂ ହାୱୋଡାର ୨୪ ବର୍ଷୀୟ ଯୁବକ ଜଣଙ୍କ ହେଉଛନ୍ତି ବିଶ୍ଵଜିତ ମଲିକ । ତେବେ ବର୍ତ୍ତମାନ ସମୟରେ ତାଙ୍କୁ କଲିକତାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରକ୍ଷା ଯାଇଛି । ତେବେ ବିଶ୍ଵଜିତ ମଲିକ ନିଜର ଅନ୍ୟ ୪ ଜଣ ସାଙ୍ଗଙ୍କ ସହିତ ମିଶି କାମ କରିବା ପାଇଁ କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବା ପାଇଁ ଟ୍ରେନରେ ବସିଥିଲେ । ତେବେ ଅଚାନକ ଭାବରେ ଏତେ ବଡ ଯେଉଁ ରେଳ ଦୁର୍ଘଟଣାଟି ଘଟି ଯାଇଥିଲା ।

ତାପରେ ବିଶ୍ଵଜିତ ସେହି ଦୁର୍ଘଟଣା ପରେ ହଟାତ ଅଚେତ ଚାଲି ଯାଇଥିଲେ । ହେଲେ ସ୍ଵେଛାସେବୀ ମାନେ ତାଙ୍କୁ ଭୁଲରେ ଶବ ଭାବିକି ତାଙ୍କୁ ଘଟଣା ସ୍ତଳରୁ କାଢିକି ନେବା ପାଇଁ ଶବ ଗଦା ଟ୍ରକରେ ରଖି ଦେଇଥିଲେ । ବିଶ୍ଵଜିତ ୭ ରୁ ୮ ଜଣ ଶବଙ୍କ ମଝିରେ କିଛି ସମୟ ପାଇଁ ଅଚେତ ଅବସ୍ଥାରେ ପଡି ରହିଥିଲେ । ତାପରେ ତାଙ୍କର ଟିକେ ଚେତା ଆସିବା ପରେ ସେ ହାତ ଠାରି ମୁଁ ବଞ୍ଚିଛି ।

ବୋଲି ପାଖରେ ଥିବା ଲୋକଙ୍କୁ ଜଣାଇଥିଲେ । ତାପରେ ସ୍ଵେଚ୍ଛାସେବୀ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ସେହି ଶବ ଗଦାରୁ ଉଦ୍ଧାର କରି ଆଣିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *