ବାହାନଗା ରେଳ ଦୁର୍ଘଟଣା ଯେତେବେଳେ ଘଟିଲା, ମୁଁ ସେତେବେଳେ ପ୍ରଥମେ ଦେଖିଥିଲି, ବର୍ତ୍ତମାନ ସେହି ସ୍ଥାନରେ ଆତ୍ମା ଘୁରି ବୁଲୁଛନ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟ୍ରେନ ଦୁର୍ଘଟଣା ସର୍ବପ୍ରଥମେ ମୁଁ ହିଁ ଦେଖିଛି । ତେବେ ଖବର ଅନୁଯାଇ ବହୁ ଚର୍ଚିତ ବାଲେଶ୍ଵର ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚା ହେଉଛି । ତେବେ ଦିନକୁ ଦିନ ଏହି ଟ୍ରେନ ଟ୍ରାଜେଡିକୁ ନେଇ କିଛି ନା କିଛି ନୂଆ ନୂଆ ତଥ୍ୟ ମିଳିବାରେ ଲାଗୁଛି । ତେବେ ବାହାନଗା ଠାରେ ଦୋକାନ ଦେଇଥିବା ଜଣେ ପ୍ରତ୍ଯେକ୍ଷଦର୍ଶୀ ବ୍ୟକ୍ତି ଜଣଙ୍କ ମିଡିଆ ସାମ୍ନାରେ ରେଳ ଦୁର୍ଘଟଣାକୁ ନେଇ କିଛି ଏପରି ମନ୍ତବ୍ୟ ରଖିଛନ୍ତି।

ତେବେ ବ୍ୟକ୍ତିଙ୍କ କହିବା ଅନୁଯାଇ ଯେତେବେଳେ ପ୍ରଥମେ ରେଳ ଦୁର୍ଘଟଣାଟି ଘଟିଲା । ସେତେବେଳେ ବହୁତ ଜୋରସେ ଆବାଜ ହୋଇଥିଲା । ଯେହେତୁ ସେହି ସ୍ଥାନରେ ମୋ ଦୋକାନ ଥିଲା । ମୁଁ ସଙ୍ଗେ ସଙ୍ଗେ ସେଠାକୁ ଯାଇ ଦେଖିଲି । ଜେ ଏପରି ଅଭାବନୀୟ ଘଟଣା ଘଟି ଯାଇଛି । ଏହି ଟ୍ରେନ ଦୁର୍ଘଟଣା ଏତେ ଭାନାୟକ ଥିଲା । ଜେ ଏଥିରେ ୧୦୦୦ ରୁ ଅଧିକ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ବୋଲି ଜଣା ପଡୁଥିଲା ।

ଆଉ ହଜାର  ହଜାର ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି । ହେଲେ ସରକାର ଯେଉଁ ମୃତାହତର ସଂଖ୍ୟା ରିପୋର୍ଟ ଦେଉଛନ୍ତି । ତାହା ପ୍ରକୃତ ସଂଖ୍ୟା ତୁଳନାରେ ବହୁତ କମ୍ ରହିଛି । କାରଣ ଦୁର୍ଘଟଣା ପରେ ଡେଡବଡି ଗୁଡିକୁ ସଙ୍ଗେ ସଙ୍ଗେ ଯେଉଁ ଯେଉଁ ଜାଗାରେ ଡେଡପଏଣ୍ଟ କରଯାଇଥିଲା । ସେଠାକୁ ନେଇଯାଇଥିଲେ । ଏବେ ମଧ୍ୟ କିଛି ଲୋକ ସେହି ଦୁର୍ଘଟଣାଗ୍ରସ୍ତ ଟ୍ରେନ ବଗୀ ତଳେ ଚାପି ହୋଇ ରହିଥିବେ ବୋଲି ଦୃଢ ଅନୁମାନ କରାଯାଉଛି ।

କାରଣ ଅନେକ ପରିବାର ଆଜି ପର୍ଯ୍ୟନ୍ତ ମଧ୍ୟ ନିଜ ନିଜର ଆତ୍ମୀୟ ସ୍ଵଜନଙ୍କୁ ଖୋଜୁଛନ୍ତି । ହେଲେ ତାଙ୍କ ଡେଡବାଡି ତାଙ୍କୁ ମିଳୁନି ।ଯେହେତୁ ଲୋକଙ୍କର ରେଳ ଦୁର୍ଘଟଣାରେ ଅକାଳ ମୃ-ତ୍ୟୁ ହୋଇଯାଇଛି । ତେଣୁ ବାହାନଗାରେ ବହୁତ ଆତ୍ମା ଅଶାନ୍ତି ହୋଇ ଘୁରିବୁଲୁଛନ୍ତି । କାରଣ ଯେହେତୁ ସେହିଠାରେ ତାଙ୍କର ଏପରି ଭାବେ ମୃ-ତ୍ୟୁ ହୋଇଗଲା ।

ତେଣୁ ପ୍ରତ୍ଯେକଙ୍କ ଆତ୍ମା ସେହି ସ୍ଥାନରେ ହିଁ ଘୁରୁ ବୁଲୁଛି । ସେଥିପାଇଁ ସ୍ଥାନୀୟ ଲୋକେ ମଧ୍ୟ ବହୁତ ଭୟଭୀତ ହୋଇପଡୁଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *