ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋତେ ଭୟ ଲାଗୁଛି, ମୁଁ ଡରିକି ବାହାରକୁ ମଧ୍ୟ ଆସୁ ନାହିଁ । ତେବେ ହଁ ବନ୍ଧୁଗଣ ବାହାନଗା ଟ୍ରେନ ଦୁର୍ଘଟଣା ପରେ ଶହ ଶହ ମୃ-ତ ଯାତ୍ରୀମାନଙ୍କୁ ଆଣି ବାହାନଗା ହାଇସ୍କୁଲରେ ରଖା ଯାଇଥିଲା । ତେବେ ଘଟଣାକୁ କିଛି ଦିନ ବିତିଯାଇଥିଲେ ,ଆଢ୍ୟ ଘଟଣା ପରର ବର୍ତ୍ତମାନ କିଛି ଛାତିଥରା କଥା ଶୁଣିବାକୁ ମିଳିଛି । ଯାହାକୁ ଶୁଣିଲେ ଆପଣଙ୍କ ମନରେ ମଧ୍ୟ ଛନକା ପଶିଜୀବ । ତେବେ ଏହା ଆମେ କହୁ ନାହୁଁ ।
ବାହାନଗା ସ୍କୁଲର ୱାଚମ୍ୟାନ ଜିଏକି ଜଣେ ପ୍ରତ୍ଯେକ୍ଷଦର୍ଶୀ ସେହି ହିଁ ମିଡିଆ ସାମ୍ନାରେ ନିଜର ଭୟର କଥାକୁ ବଖାଣୀଛନ୍ତି । ତେବେ ୱାଚମ୍ୟାନଙ୍କ କହିବା ଅନୁଯାଇ ମୁଁ ଏହି ସ୍କୁଲରେ ରାତିରେ ଏକାକୀ ରହିଥାଏ । ଆଗରୁ ରାତି ସମୟରେ ମଧ୍ୟ ସ୍କୁଲ ପରିସର ଆସି ବୁଲାବୁଲି କରିଥାଏ । ହେଲେ ଯେଉଁଦିନ ଠାରୁ ସ୍କୁଲରେ ଶହ ଶହ ଲୋକଙ୍କର ମୃ-ତଦେହ ଆଣି ରଖା ଯାଇଥିଲା । ତାପର ଠାରୁ ମନରେ ସବୁବେଳେ ଭଲ ଲାଗି କରି ରହୁଛି ।
ଏହା ସହିତ ରାତିରେ ସବୁଆଡେ ଶୁନଶାନ ହୋଇଗଲା ପରେ ଯେମିତି କିଏ କାନ୍ଦୁଛି । ସେଭଳି କିଛି ଶବ୍ଦ ମଧ୍ୟ ଶୁଭୁଛି । ତେଣୁ ରାତି ହେଲେ ମୁଁ ଭୁଲରେ ବି ପଦାକୁ ବାହାରିକି ଆସିପାରୁନାହିଁ । ସ୍କୁଲ ସାର ମାନେ ମଧ୍ୟ ମୋତେ ରାତିରେ ଫୋନ କରିକି ମୋର ଭଲମନ୍ଦ କଥା ବୁଝୁଛନ୍ତି । ଖାଲି ଠାକୁରଙ୍କ ଡାକି ଡାକି ସ୍କୁଲ ଘରେ ମଧ୍ୟରେ ରହିବାକୁ ପଡୁଛି । ତେବେ ଖାଲି ସ୍କୁଲର ୱାଚ ମ୍ୟାନ କାହିଁକି ବାହାନାଗା ସ୍ଥାନୀୟ ଲୋକ ମାନେ ବାହାନଗା ହାଇସ୍କୁଲକୁ ନେଇ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ।
ତେବେ ଗାଁର ଜଣେ ଲୋକଙ୍କ କହିବା ମୁତାବକ ଯେହେତୁ ଅକାଳରେ ଅନେକ ଲୋକଙ୍କର ପ୍ରାଣ ଚାଲି ଯାଇଛି । ତେଣୁ ସେମାନେ ସ୍କୁଲ ପରିସର ମଧ୍ୟରେ ରହୁଛନ୍ତି । ଆଉ କିଛି ଦିନ ଗଲା ପରେ ମଧ୍ୟ ସ୍କୁଲ ଖୋଲିଯିବ । ଛୋଟ ଛୋଟ ପିଲା ମଧ୍ୟ ସ୍କୁଲକୁ ଆସିବାକୁ ଡରିବେ । ଯଦି ସ୍କୁଲ ଖୋଲିବା ପୂର୍ବରୁ କିଛି ଗୋଟେ ପୂଜା ପାଠ ଭଳି ଧାର୍ମିକ ଆୟୋଜନ ସ୍କୁଲରେ କରାଯିବ । ତେବେ ସ୍କୁଲରୁ ସମସ୍ତ ନକରାତ୍ମକ ଶକ୍ତି ବାହାରିଯିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ