ନମସ୍କାର ବନ୍ଧୁଗଣ ତେବେ ଓଜନ ବଢେଇବା ମହିଳା ମାନଙ୍କ ର ସବୁଠାର ବଡ ସମସ୍ୟା ଏବଂ ବିବାହ ପରେ ମୋଟା ହେବା ସବୁଠାରୁ ବଡ ସମସ୍ୟା ହୋଇ ଛିଡା ହୋଇଥାଏ । ଆପଣ ମାନେ ନିଶ୍ଚିନ୍ତ କାହାଠାରୁ ନାଁ କାହାଠାରୁ ଶୁଣିଥିବେ କି ତାହାର ବାହାଘର ପରେ ଓଜନ ବଢିଗଲା । ଏହା ଏକ ଅଧ୍ୟୟନ ଅନୁସାରେ ଜଣା ପଡିଛିକି ଯେତିକି ଆମ ଦେଶର ଲୋକ ଅଛନ୍ତି ସେମାନଙ୍କ ମଧ୍ୟରୁୂ ୮୦ ପ୍ରତିଶତ ଦମ୍ପତି ମାନେଙ୍କର ଓଜନ ବଢିଥାଏ ।
ଏହି ଓଜନ ବଢିବା ବିଶେଷ କରି ମହିଳା ମାନଙ୍କ ପାଖରେ ଦେଖା ଦେଇଥାଏ । ତେବେ ସମସ୍ତେ କୁହନ୍ତିକି ବାହାଘର ପରେ ଓଜନ ବଢି ଜାଇଥାଏ । କିନ୍ତୁ ଆପଣ ମାନେ ଏହା ପଛର କାରଣ କଣ ଜାଣିଛନ୍ତି କି । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କଣ । ପ୍ରଥମରେ ହେଉଛି ଦାଇତ୍ୟ ହିନତା ବାହାଘର ପୃବରୁ ଝିଅ ମାନେ ନିଜର ସନ୍ଦର ଏବଂ ଓଜନ ଉପରେ ବିଶେଷ ଭାବରେ ଧ୍ୟାନ ଦେଇଥାନ୍ତି ।
ଏଥି ପାଇଁ ନିୟମିତ ଭାବରେ ସେମାନେ ବାୟାମ । ମଧ୍ୟ କରିଥାନ୍ତି । କିନ୍ତୁ ବାହାଘର ପରେ ସେମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାନ୍ତି କି ଯେମିତି ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଏବଂ ବାୟାମ ମଧ୍ୟ କରନ୍ତି ନାହିଁ ଏହା ଦ୍ୱାରା ସେମାନଙ୍କର ଓଜନ ଧିରେ ଧିରେ ବଢି ଯାଇଥାଏ । ତେବେ ଏହା ଉପରେ ହଉଚି ନ ଶୋଇବା ବାହାଘର ପରେ ଶୋଇବାର ସମୟ ମଧ୍ୟ ବଦଳି ଯାଇଥାଏ ।
କେତେ ଜଣ ଠିକ ଭାବରେ ମହିଳା ମାନେ ଶୋଇପାରି ନଥାନ୍ତି ଏହା ହଉଚି ମହିଳା ମାନଙ୍କର ଓଜନ ବଢିବାର ସବୁଠାରୁ ଏକ ମୁଖ୍ୟ କାରଣ ହୋଇଥାଏ ଏହାପରେ ହେଉଛି ପ୍ରାଥମିକତା ବଦେଳେଇବା ବାହାଘର ପରେ ଝିଅ ମାନଙ୍କର ପ୍ରାଥମିକତା ବଦଳି ଯାଇଥାଏ ଝିଅମାନେ ବିବାହ କରିବା ପରେ ନିଜର ସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କର ଅନୁସାରେ ନିଜର ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ ରୁଟିନ ବଦଳେଇ ଦେଇଥାନ୍ତି ।
ତେବେ ଏଥିପାଇଁ ତାଙ୍କ ନିଜ ଶରୀରକୁ ସମୟ ଦେବା ପାଇଁ ସମୟ ମିଳିନଥାଏ ଏଥିପାଇଁ ମହିଳା ମାନଙ୍କର ଓଜନ ଧୀରେ ଧୀରେ ବଢିବା ପାଇଁ ଲାଗିଥାଏ ଏହାପରେ ହେଉଛି ହରମୋନ ବଦଳି ଯିବା ବିବାହିତ ଜୀବନର ଆରମ୍ବ ସହିତ ମହିଳାମାନଙ୍କର ହରମୋନ ମଧ୍ୟ ବଦଳି ଥାଏ ବିବାହିତ ମହିଳା ମାନେ ସମ୍ବଦ୍ଧ ରଖିଲେ ମଧ୍ୟ ଓଜନ ବଢିବାର ବହୁତ ଚାନ୍ସ ରହିଥାଏ ।
ଏହାଛଡା ଆପଣଯେ ସୁରକ୍ଷିତ ରହିବା ପାଇଁ ବହୁତ ଔଷଧ ମଧ୍ୟ ବ୍ୟବହାର କରିଥାନ୍ତି ଯାହା ଅପାଙ୍କର ଶରୀରର ଓଜନ ବଢ଼େଇବାରେ ସହାୟକ ହୋଇଥାଏ । ଏହାପରେ ହେଉଛି ବାହାରର ଖାଦ୍ୟ ଖାଇବା ନୂଆ ବିବାହିତ କରିଥିବା ଦମ୍ପତି ମାନେ ପ୍ରାୟତଃ ହୋଟେଲରେ ଖାଦ୍ୟ ଖାଇଥାନ୍ତି ଏବଂ ଅଧିକ କ୍ୟାଲୋରି ଯୁକ୍ତ ଗ୍ରହଣ କରିବାରୁ ସେମାନଙ୍କର ଓଜନ ଧୀରେ ଧୀରେ ବଢିଥିବାର ଲାଗିଥାଏ ।
ତେବେ ଏହାପରେ ହେଉଛି ବୟସ ବର୍ତ୍ତମାନ ସମୟରେ ୨୮ ରୁ ୩୦ ବର୍ଷ ସମୟରେ ପ୍ରାୟ ଲୋକ ମାନେ ବିବାହ କରିପାରନ୍ତି ଏକ ଅଧୟନ ଅନୁସାରେ ଜଣା ପଡିଛିକି ତିରିଶ ବର୍ଷ ବୟସ ଏବଂ ତିରିଶ ବର୍ଷ ବୟସ ପରେ ଲୋ କମାନଙ୍କର ଶରୀରରେ ମେଟାବୋଲିଜିମ କମି ଯାଇଥାଏ ଏଥିପାଇଁ ତିରିଶ ବୟସ ପାର ହେବା ପରେ ଆପଣଙ୍କ ଶରୀରର ଓଜନ ଧୀରେ ଧୀରେ ବଢିଥିବାର ମଧ୍ୟ ଲାଗିଥାଏ |
ଏହା ଉପରେ ହେଉଛି ଗର୍ଭବତୀ ହେବା ଏହା ମଧ୍ୟ ଓଜନ ବଢିବାର ମଧ୍ୟ ମୁଖ୍ୟ କାରଣ ହୋଇଥାଏ ଅଧିକାଂଶ ଦମ୍ପତି ବିବାହର ଏକ ବର୍ଷ କିମ୍ଵା ଦୁଇବର୍ଷ ପରେ ନିଜର ଫାମିଲି ପ୍ଲାନିଂ କରିଥାନ୍ତି ପିଲା ମାନଙ୍କୁ ଜନ୍ମ ଦେଲା ପରେ ଅଧିକାଂଶ ମହିଳା ମାନଙ୍କ ଓଜନ ଧୀରେ ଧୀରେ ବଢ଼ିଥାଏ ଏହାକୁ ମଧ୍ୟ ସେମାନେ କମ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ ଯାହାଦ୍ୱାରା କି ସେମାନଙ୍କର ଓଜନ ମଧ୍ୟ ବଢି ଯାଇଥାଏ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।