ବାହାଘରକୁ ୩ ମାସ ପୂରିବା ଦିନ ଚାଲିଗଲା ସ୍ଵାମୀର ଜୀବନ, ୨୮ ରେ ସଧବା ଓ ୨୮ ରେ ବିଧବା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୮ ରେ ସଧବା ଓ ୨୮ ରେ ବିଧବା । ତେବେ ସୂଚନା ମୁତାବିକ ବାହାଘରକୁ ମାତ୍ର ୩ ମାସ ପୁରିଲା । ବେଶ ଖୁସି ଥିଲେ ସ୍ଵାମୀ ଓ ସ୍ତ୍ରୀ । ନିଜ ଧର୍ମପତ୍ନୀଙ୍କୁ ଶୁଭେଚ୍ଛା ଜଣାଇବାକୁ ସ୍ଵାମୀ ବାହାରିଥିଲେ । ହେଲେ କାଳର ଏହି କରାଳ ରୂପ କିଛି ଏପରି କରିଦେବ କେହି ମଧ୍ୟ କେବେବି ସ୍ଵପ୍ନରେ ଭାବି ନଥିଲେ । ତେବେ ବାହାଘରକୁ ୩ ମାସ ପୁରୀଥିବା ଖୁସିର ଶୁଭକାମନା ଜଣାଇବାକୁ ଯେତେବେଳେ ସ୍ଵାମୀ ଘରକୁ ଆସୁଥିଲେ ।

ସେତେବେଳେ ଭୁବନେଶ୍ବର ଫାୟାର ଷ୍ଟେସନରେ ଦୁର୍ଘଟଣା ଘଟିଥିଲା । ତାପରେ ସେଠାରେ ଉକ୍ତ ସ୍ଵାମୀ ଅର୍ଥାତ ମନୋଜଙ୍କର ଦେହାନ୍ତ ଘଟି ଯାଇଥିଲା । ତେବେ ଖବର ଅନୁଯାଇ ଉଭୟ ସ୍ଵାମୀ ଓ ସ୍ତ୍ରୀ ବୃତ୍ତିରେ ଡାକ୍ତର ଥିଲେ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଅଙ୍କୋଲୋଜି ବିଭାଗରେ ମନୋକ କୁମାର ଡାକ୍ତର ଥିଲେ । ଏହା ସହିତ କରତ ସ୍ଥିତ ଏସସିବି ମେଡିକାଲରେ ଆନେଷ୍ଟେସିଆ ବିଭାଗର ଡାକ୍ତର ଥିଲେ ମନୋଜଙ୍କ ସ୍ତ୍ରୀ ସୁଶ୍ରୀ ସଂଗୀତା ।

ଗତ ଫେବ୍ରୁଆରି ୨୮ ରେ ମନୋଜ ଓ ସୁଶ୍ରୀ ସଂଗୀତାଙ୍କ ବହୁତ ଆଡମ୍ବର ସହକାରେ ଧୂମଧାମରେ ବାହାଘରର ଆୟୋଜନ କରଯାଇଥିଲା । ଘର ପରିବାରଙ୍କ ଉପସ୍ଥିତିରେ ବେଶ ଖୁସି ଖୁସିରେ ଉଭୟ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ । ହେଲେ ଭାଗ୍ୟର ନିୟତିରେ ହୁଏତ କିଛି ଅଲଗା ଲେଖା ରହିଥିଲା । ଯେଉଁ କାରଣରୁ ବାହାଘରକୁ ୩ ମାସ ପୁରିଲା ଦିନ ହିଁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆସିଗଲା ବହୁତ ବଡ ଏକ ଫାଟ ।

ସ୍ତ୍ରୀ ସୁଶ୍ରୀ ସଂଗୀତାକୁ ଏକେଲା କରି ସବୁ ଦିନ ପାଇଁ ଆରପାରିକୁ ଚାଲିଗଲେ ସ୍ଵାମୀ ମନୋଜ । ତେବେ ନିଜ ସ୍ଵାମୀଙ୍କୁ ହରାଇ ବୁକୁ ଫଟାଇ କାନ୍ଦୁଛନ୍ତି ତାଙ୍କ ଧର୍ମପତ୍ନୀ ସୁଶ୍ରୀ ସଂଗୀତା । କାରଣ ସାରା ଜୀବନ ପାଇଁ ସାଥି ରହିବାର ବଚନ ଦେଇଥିବା ମନୋଜ ଆଜି ତାଙ୍କୁ ଏତେ ବଡ ଦୁନିଆରେ ଏକେଲା କରି ଆରପାରିକୁ ଚାଲିଯାଇଛନ୍ତି । ତେବେ ମନୋଜ କୁମାରଙ୍କ ବିୟୋଗରେ ସାରା ପରିବାର ତଥା ବନ୍ଧୁ ପରିଜନଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳିଯାଇଛି ।

ତେବେ ମନୋଜଙ୍କ ଆତ୍ମାର ସଦଗତି ହେଉ ବୋଲି ଠାକୁରଙ୍କ ନିକଟରେ କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *