ବାହାଘରକୁ ବର୍ଷେ ପୁରି ନାହିଁ ଭୟଙ୍କର ରେଳ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀ ର ଜୀବନ, ବାହାନଗା Train Tragedy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହକୁ ବର୍ଷେ ପୁରିନି ଜୀବନ ନେଇଗଲା ରେଳ ଦୁର୍ଘଟଣା । ତେବେ ଖବର ମୁତାବିକ ବାହାନଗା ଠାରେ ଯେଉଁ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ସେହି ଦୁର୍ଘଟଣାରେ ଜଡିତ ସମସ୍ତ ପରିବାରଙ୍କ ଯେତେବେଳେ ଏହି ଖବର ଜାଣିବାକୁ ପାଇଥିଲେ । ସେମାନଙ୍କ ଆଖିରୁ ନିଦ ହଜିଯାଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାଇ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃ-ତ ହୋଇଥିବା ଲୋକଙ୍କୁ ୧୦, ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଉଅଛି ।

ଏହା ସହ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସାହାଜ୍ଯ କରାଯାଉଛି । ହେଲେ ଏଠାରେ ମନକୁ ଗୋଟିଏ କଥା ହିଁ ସମସ୍ତଙ୍କର ଆସୁଛି । ଯେଉଁ ଜୀବନ ଏପରି ଅକାଳରେ ଝଡିପଡିଲା । ଏହି ଟଙ୍କା ବଦଳରେ କଣ ସେହି ଲୋକଟିକୁ ଆଉ ଫେରି ପାଇହେବ । ତେବେ ଏପରି କିଛି କହି ନିଜର ମତ ରଖିଛନ୍ତି ରେଳ ଦୁର୍ଘଟଣା ସହିତ ଜଡିତ ଜଣେ ବାଲେଶ୍ଵର ବାସିନ୍ଦା ଗୌତମ ଦାସ ।

ତେବେ ଗୌତମଙ୍କ କହିବା ଅନୁଯାଇ ସେହି କରମଣ୍ଡଲ ଟ୍ରେନରେ ମୋର ସ୍ତ୍ରୀ, ଶାଶୁ, ଶଳାଙ୍କ ସମେତ ମୋର ବି ଯିବାର ଟିକେଟ ହୋଇଯାଇଥିଲା । ହେଲେ ମୋର ବିଳମ୍ବ ହେବାରୁ ମୁଁ ଟ୍ରେନ ମିଷ କରି ଯାଇଥିଲି । ହେଲେ ଅନ୍ୟ ମାନେ ସବୁ ଟ୍ରେନରେ ଚଢି ଯାତ୍ରା କରିଥିଲେ । ପର ଟ୍ରେନରେ ଗୌତମଙ୍କ ଯିବାର ଥିଲା । ହେଲେ ହଟାତ ଭାବେ ତାଙ୍କ ପାଖକୁ ଖବର ଆସିଥିଲା । କି କରମଣ୍ଡଳ ଟ୍ରେନର ଦୁର୍ଘଟଣା ଘଟିଛି । ଗୌତମଙ୍କ କହିବା ଅନୁଯାଇ ତା’ ପରେ ମୁଁ କଣ କରିବି କଣ ନାହିଁ ।

ଭାବି ଭାବି ମୋର ମୁଣ୍ଡ କିଛି କାମ କରିନଥିଲା । ତାପରେ ଘର ଲୋକଙ୍କ ସହ ଯେତେବେଳଵ ସ୍ପଟ ଉପରକୁ ଯାଇ ଦେଖିଥିଲି । ସେତେବେଳେ ବହୁତ ଖୋଜାଖୋଜି କରିବା ପରେ କେବଳ ହିଁ ଶାଶୁଙ୍କୁ ପାଇଥିଲୁ । ଶାଶୁଙ୍କ କ୍ରିୟାକର୍ମ ସରିବା ପରେ ପରେ ପୁଣି ମୋ ସ୍ତ୍ରୀ ଓ ଶଳଙ୍କ ମୃ-ତ ଦେହ ଚିହ୍ନଟ ହୋଇଛି ବୋଲି ଖବର ଆସିଥିଲା । ଆମ ବାହାଘରକୁ ମାସେ ବି ହୋଇନଥିଲା ।

ଅଚାନକ ଭାବେ ଏପରି କିଛି ଦୁର୍ଘଟଣା ଘଟିକି ଆମ ପରିବାର ଓ ବନ୍ଧୁଙ୍କର ହେବ ଦେଖି ବହୁତ ଦୁଃଖ ଲାଗୁଛି । ସରକାର ଯେଉଁ ଆର୍ଥିକ ସାହାଜ୍ଯ କରୁଛନ୍ତି ସେଥିରେ ତ ଆଉ ଲୋକଙ୍କର ଜୀବନ ଫେରି ଆସିବ ନାହିଁ । ତେବେ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *