ବେଦିରେ ବସିଛି ବର, ହଠାତ ବେଦି ଉପରେ ହାତରୁ ଶଙ୍ଖା ଖୋଲିଲା କନିଆଁ, ଆଉ ତା’ପରେ ଯାହା ହେଲା ଦେଖି କି ଉଡିଯିବ ଆପଣଙ୍କ ହୋସ, ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଅନେକ ପ୍ରକାର ଘଟଣା ସାମ୍ନା କୁ ଆସୁଛି ଯାହା ଜନ ସାଧାରଣ ରୁ ଚକିତ କରି ଦେଉଛି । ଏହି ସବୁ ଖବର ଭିତରେ ବର୍ତ୍ତମାନ ବାଲେଶ୍ଵର ଜିଲ୍ଲା ରୁ ଏକ ଖବର ସାମ୍ନା କୁ ଆସିଛି । ବାଲେଶ୍ଵର ଜିଲ୍ଲା ର ବାଲିଆପାଳ ରେ ବିବାହ ବେଦୀ ରେ ବାହାଘର କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯୁବତୀ ବାହା ବେଦୀ ରେ । ବର ବେଦୀ ରେ ବସିଥିବା ସମୟରେ କନ୍ୟା ନିଜ ହାତରୁ ଶଙ୍ଖା ଖୋଲି ପଳାଇ ଯାଉଥିଲେ ।

ତେବେ ଘର ଲୋକ ଆସି ବୁଝାସୁଝା କରିଥିଲେ ମଧ୍ୟ ଝିଅ ରାଜି ହୋଇ ନଥିଲା । ତେବେ ଜଣେ କେହି ଲୋକ ଆସି କନ୍ୟା କୁ ବେଦୀ ଉପରେ ଚାପୁଡା ମାରିଥିଲା ଏବଂ ଜବରଦସ୍ତି ବେଦୀ ଉପରେ ବସାଇ ଦେଇଥିଲା । ଏତିକି ଭିତରେ ଏହି ସବୁ ଦେଖି ବେଦୀ ଉପରେ ବସିଥିବା ବର ହଠାତ ବେହୋସ ହୋଇଯାଇଥିବାର ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ରେମୁ ଗ୍ରାମର ଜଣେ ଯୁବକ ବାଲିଆପାଳ ଜିଲ୍ଲା କୁ ବାହା ହେବା ପାଇଁ ଯାଇଥିଲେ ।

ସବୁ ଠିକ ହେବା ପରେ ମଧ୍ୟ ବିବାହ କରିବା ପାଇଁ ଯୁବତୀ ଜଣକ ଅରାଜି ହୋଇଥିଲେ । ଏହି ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ ସହଯୋଗୀ ଅଜିତ ଦାସ ନିଜର ମତ ପ୍ରକାଶ କରିଛନ୍ତି । ତାଙ୍କ କହିବାନୁଯାୟୀ, ଉଭୟ ଯୁବକ ଓ ଯୁବତୀ ଙ୍କ ବାହାଘର ଅନୁଷ୍ଠିତ ହୋଇଥିଲା । ମହିଳା ଜଣକ ପୂର୍ବ ରୁ ବାହା ହୋଇଥିଲେ ।

କିନ୍ତୁ ତାଙ୍କ ବାପା ମାଆ ଜବରଦସ୍ତି ବିବାହ କରିବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ସେ ଏହାକୁ ବିରୋଧ କରିଥିଲେ । ସେ ବିରୋଧ କରିବା ଦ୍ୱାରା ତାଙ୍କ ଘର ଲୋକ ତାଙ୍କୁ ଜବରଦସ୍ତି ବିବାହ କରାଉଥିଲେ । ତେବେ ଝିଅ ବିବାହ କରିବା ସତ୍ତ୍ୱେ ଘର ଲୋକ ଜୋର ଜବରଦସ୍ତ ତାଙ୍କ ଇଚ୍ଛା ବିରୁଦ୍ଧରେ ବାହା କରିବାକୁ ଚାହୁଁଥିଲେ ।

ତେବେ ହାତ ଗଣ୍ଠି ପଡିବା ସମୟରେ ଯୁବତୀ ଜଣକ ନିଜ ହାତରୁ ଶଙ୍ଖା ଖୋଲି ପକାଇ ଦେଇଥିଲେ । ଏହା ଦେଖି ବେଦୀ ଉପରେ ବସିଥିବା ବର ଜଣକ ବେହୋସ ହୋଇ ଯାଇଥିଲେ । ତେବେ ଏଭଳି ଘଟଣା ବାଲେଶ୍ଵର ରୁ ବର୍ତ୍ତମାନ ସାମ୍ନା କୁ ଆସିଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ପ୍ରକାଶ କରିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *