ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । ସାଧାରଣତ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ଭିଡିଓରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ରାସ୍ତାରେ ବୁଲୁଥିଲା ବାଘ, ଡରିଲେନି ଲୋକ… ମୋବାଇଲ କାଢି ଉଠାଇଲେ ଫଟୋ । ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଞ୍ଚ ଅରଣ୍ୟ ଆଉ ତାହାରି ମଧ୍ୟରେ ଯାଉଥିଲେ କିଛି ଯୁବକ । ହଠାତ ସାମନାକୁ ଆସିଲା ବାଘ ଥରେ ଚିନ୍ତା କରନ୍ତୁ ପରିସ୍ଥିତି କେମିତି ହେଇଥିବ ।
ଆପଣ ସେ ଜାଗାରେ ଥିଲେ ହୁଏତ ଡରିକି ପଳାଇ ଥାନ୍ତେ ହେଲେ ଏହି ଯୁବକ ମାନଙ୍କୁ ଦେଖନ୍ତୁ କିପରି ଏମାନେ ନ ଡରି ପକେଟରୁ ମୋବାଇଲ କାଢି ବାଘର ଭିଡିଓ କରୁଛନ୍ତି ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦର୍ଶକ ବନ୍ଧୁ ଏ ଦୃଶ୍ୟ ହେଉଛି ମଧ୍ୟପ୍ରଦେଶ ପନ୍ନା ଅଞ୍ଚଳର । କିଛି ଯୁବକ ଏହି ଅଞ୍ଚଳ ଦେଇ ଯାଉଥିବା ସମୟରେ ହଠାତ ତାଙ୍କ ସାମ୍ନାକୁ ଆସିଗଲା ବାଘ ।
ଆଉ ବାଘ ଦେଖିବା ପରେ ଯୁବକ ମାନେ ବେସ ଖୁସି ହୋଇଥିବା ଦେଖିବାକୁ ମିଳିଛି । କେବଳ ଖୁସି ହେଲେ ତାହା ନୁହେଁ ମୋବାଇଲ କାଢି ବାଘର ଫଟୋ ଉଠାଇଲେ ଏପରି କି କିଛି ଯୁବକ ବାଘ ସହ ସେଲଫି ମଧ୍ୟ ନେଲେ ।
ତେବେ ଏହି ସମୟର ଭିଡିଓକୁ ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି ଆଇଏଏସ ଅଧିକାରୀ ସୁଶାନ୍ତ ନନ୍ଦ । ତେବେ ଏହି ଭିଡିଓଟିକୁ ସେୟାର କରିବା ସହ ସୁଶାନ୍ତ କ୍ୟାପ୍ସନରେ ଲେଖିଛନ୍ତି ଏପରି ଦୁଃସାହାସିକ କାମ କରିବା ଆଦୌ ଉଚିତ ନୁହେଁ । ଜଙ୍ଗଲି ଜନ୍ତୁଙ୍କ ପାଖକୁ ଏମିତି ନ ଯିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।