ପ୍ରକୃତ ବନ୍ଧୁତା ପାଇଁ ପାଲଟିଗଲେ ଉଦାହରଣ! ନିଜ ବନ୍ଧୁର ଜଳନ୍ତା ଯୂଈକୁ ଡେଇଁ କରିଲେ ଆତ୍ମହୁତୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବନ୍ଧୁଙ୍କ ଯୂଈକୁ ଡେଇଁଗଲା ସାଙ୍ଗ ! ତେବେ ବନ୍ଧୁଗଣ ଜୀବନରେ ସମସ୍ତ ସମ୍ପର୍କ ମଧ୍ୟରୁ ବନ୍ଧୁତା ସମ୍ପର୍କ ହେଉଛି ଅନ୍ୟତମ । ହେଲେ ଜୀବନରେ ତ ଆମେ ସମସ୍ତେ ଅନେକଙ୍କ ସହ ବନ୍ଧୁତା କରିଦେଇଥାଉ । ହେଲେ ଏପରେଇ କିଛି ଜଣଙ୍କ ସହ ଆମେ ଏତେ ମାତ୍ରାରେ ହୃଦୟରୁ ବନ୍ଧୁ ବୋଲି ମାନିନେଇଥାଉ । ଯେ ଜଣେ ବନ୍ଧୁ ପାଇଁ ଅନ୍ୟ ଜଣେ ବନ୍ଧୁ ନିଜ ଜୀବନ ଦେବାକୁ ମଧ୍ୟ ପଛାଇ ନଥାଏ ।

ତେବେ ଏପରି ଏକ ପ୍ରକୃତ ବନ୍ଧୁର ପରିଚୟ ଦେବାକୁ ଯାଇ ତାଙ୍କ ବନ୍ଧୁର ଯୂଈରେ ନିଜର ପ୍ରାଣହୁତୀ ଦେଇଦେଇଥିଲେ । ଏଭଳି ଏକ ଦୃଶ୍ୟ ଉତ୍ତରପ୍ରଦେଶ ରାଜ୍ୟରେ ଦେଖିବାକୁ ମିଳିଛି । ତେବେ ଊତରପ୍ରଦେଶର ୨ ସାଙ୍ଗ ଥିଲେ ଅଶୋକ ଓ ଅନ୍ୟ ଜଣେ ଆନନ୍ଦ । ତେବେ ଅଶୋକ ଓ ଆନନ୍ଦଙ୍କ ମଧ୍ୟରେ ବହୁତ ଭଲ ନିବିଡତା ବନ୍ଧୁତ୍ଵ ଥିଲା । ଉଭୟ ପଞ୍ଚମ ଶ୍ରେଣୀରୁ ହିଁ ବନ୍ଧୁତା ଡୋରୀ ବାନ୍ଧି ହୋଇଯାଇଥିଲେ ।

ତେବେ ଛୋଟ ବେଳୁ ନେଇ କରି ବଡ ହେବା ପର୍ଯ୍ୟନ୍ତ ଉଭୟଙ୍କର ଉଭୟଙ୍କ ପ୍ରତି ବନ୍ଧୁତାର ପ୍ରେମ କେବେବି କମୀନଥିଲା । ହେଲେ ତେବେ କିଛି ମାସ ଧରି ଅଶୋକ କର୍କଟ ରୋଗରେ ପୀଡିତ ଥିଲେ । ଅଶୋକ ନିଜର ସ୍ଵାସ୍ଥବସ୍ତା ଖରାପ ପାଇଁ ମେଡିକାଲରେ ମଧ୍ୟ ଚିକିତ୍ସିତ ହେଉଥିଲେ । ହେଲେ ସେଠାରେ କିଛି ଦିନ ରହି ଅଶୋକ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ଘଟିଥିଲା । ତାପରେ ନିଜ ବନ୍ଧୁ ଅଶୋକର ହଟାତ ଦେହାନ୍ତ ଦେଖି ତା’ ର ସାଙ୍ଗ ଆନନ୍ଦ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଥିଲେ ।

ଅଶୋକଙ୍କ ଘର ଲୋକଙ୍କ ଠାରୁ ଆନନ୍ଦ ନିଜ ବନ୍ଧୁ ଅଶୋକଙ୍କ ବିୟୋଗରେ ସଂପୂର୍ଣ୍ଣ ଭାବରେ ହତାଶାୟୀ ହୋଯାଇଥିଲେ । ଯେତେବେଲେ ଅଶୋକଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯିବା ପାଇଁ ଅଗ୍ନୀ ଦାହ କରାଯାଇଥିଲା । ସେତେବେଳେ ନିଜ ବନ୍ଧୁ ଅଶୋକଙ୍କ ଯୂଈରେ ଆନନ୍ଦ ଡେଇଁ ପଡିଥିଲେ । ତେବେ ଏପରି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ ଆନନ୍ଦକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ।

ହେଲେ ସେଠାରେ ଚିକିତ୍ସିତ ହେଉ ହେଉ ଆନନ୍ଦଙ୍କ ମଧ୍ୟ ଦେହାନ୍ତ ଘଟିଥିଲା । ତେବେ ଅଶୋକ ଓ ଆନନ୍ଦଙ୍କ ବନ୍ଧୁତା ସମସ୍ତ ବନ୍ଧୁତା ଜାତି ପାଇଁ ଏକ ପ୍ରକୃତ ବନ୍ଧୁତାର ଉଦାହରଣ ସାଜିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *