ବନ୍ଧୁଗଣ ନମସ୍କାର ତେବେ ଛବି ମାଧ୍ୟମରେ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ମନୋବିଜ୍ଞାନ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଏହା ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ ବେଶୀ କିଛି କୁହନ୍ତି ନାହିଁ କିନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ ବହୁତ କିଛି କହିଥାନ୍ତି । ଯାହା ଆପଣଙ୍କୁ ସଫଳ ଭବିଷ୍ୟ ନିର୍ମାଣ କରିବାରେ ସହାୟକ ହୋଇଥାଏ । ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ନିମନ୍ତେ ଯେତେବେଳେ ଛବି ର ସାହାଯ୍ୟ ନିଆ ଯାଇଥାଏ ସେତେବେଳେ ବିଭିନ୍ନ ପ୍ରକାର ରଙ୍ଗ ଥିବା ବସ୍ତୁ କୁ ନିଆଯାଇଥାଏ ।
ସେଥି ମଧ୍ୟରୁ କୌଣସି ଗୋଟିଏ ଆପଣଙ୍କ ମସ୍ତିଷ୍କ ରେ ଗଭୀର ଛାପ ପକାଇଥାଏ ଏବଂ ଆପଣ ତାହା ବାଛିଥାନ୍ତି । ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ଭାବନା ସମ୍ବନ୍ଧରେ ସ୍ପଷ୍ଟ ରୂପରେ ଜଣା ପଡ଼ିଥାଏ । ସେହିପରି ଅନ୍ୟ ପକ୍ଷରେ କୌଣସି ଅଲଗା ଆକୃତି ଥିବା ଛବି ମଧ୍ୟ ନିଆ ଯାଇଥାଏ । ତାହାର ମହତ୍ତ୍ୱ ମଧ୍ୟ ସମାନ ଅଟେ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଠାକୁର ଙ୍କ ଛବି ଦେଖାଇବୁ ଏବଂ ଆପଣଙ୍କୁ ସେହି ଛବି ଗୁଡ଼ିକ ମଧ୍ୟରୁ ଯେ କୌଣସି ଗୋଟିଏ କୁ ବାଛିବାକୁ ପଡ଼ିବ । ଆପଣ ବାଛିଥିବା ଠାକୁର ଙ୍କ ଛବି ଅନୁସାରେ ଆମେ ଆପଣ ମାନଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଆପଣ ବାଛିଥିବା ପଙ୍ଖ ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ ।
୧- ପ୍ରଥମ ରେ ଯଦି ଆପଣ ଗଣେଶ ଠାକୁରଙ୍କୁ ବାଛି ଛନ୍ତି ତେବେ ଭଗବାନ ଗଣେଶ ଆଗ୍ର ପୂଜ୍ୟ ଅଟନ୍ତି । ସେ ସବୁଠାରୁ ଆଗ ପୂଜା ପାଇଥାନ୍ତି । ଏବେ ସମୟ କହୁଛି ଆପଣ ଦୁଃଖ ଭୋଗ କରିବେ ନହିଁ । ସମସ୍ତ ମନୋକମନା ଆପଣଙ୍କର ପୂର୍ଣ ହେବ । ଆପଣ ଯାହାବି କାମରେ ହାତ ଦେବେ ତାହା ବହୁତ ଭଲରେ ସମ୍ପୂର୍ଣ ହେବ । ମିତ୍ର ମାନଙ୍କ ସହିତ ଯଦି କିଛି ବିଘ୍ନ ଆସିଥିଲା । ତେବେ ସେଠାରେ ସମ୍ପର୍କରେ ଯୋଗ ଆସିବ ।
ଶତ୍ରୁ ଆପଣଙ୍କ ପାଖରେ ପରାଜିତ ରହିବ । ଆପଣ ଏବେ ଯେଉଁ ବିବାଦରେ ଫଶୀ ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିଯିବ । ଯଦି ଆପଣ କୌଣସିବି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ବିବେକ ଓ ଚିନ୍ତା ଦୁଇଟି ଯାକ ଭଲ କାମରେ ଲଗାନ୍ତୁ । ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ଆଉ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ ।
୨- ଦ୍ଵିତୀୟ ରେ ଯଦି ଆପଣ ଭାଗବାନ ମହାଦେବଙ୍କୁ ବାଛି ଛନ୍ତି ତେବେ ଆପଣଙ୍କ ଦୁଃସ୍ଵପ୍ନ ଏବେ ଦୂର ହେବ । ଏବେ ସୁଖ ସୌଭାଗ୍ୟ ଯୋଗ ପାଇଁ ସମୟ ଅତିବାହିତ କରିବେ । ଆପଣ ଏବେ ଯେଉଁ କାର୍ଯ୍ୟରେ ଏବେ ବହୁତ ବ୍ୟସ୍ତ ରହିଛନ୍ତି ସେଥିରେ ସଫଳତା ପାଇବା ପାଇଁ ବ୍ୟସ୍ତ ହେଉଛନ୍ତି ଶେଠୀ ଲାଗି ଚିନ୍ତିତ ରହୁଛନ୍ତି ତେବେ ଆପଣ ସେଥିରେ ସଫଳ ହେବେ । କିନ୍ତୁ ସଫଳତା ଆପଣଙ୍କ ହାତକୁ ଟିକେ ବିଳମ୍ବରେ ଆସିଥାଏ ।
ମନ୍ଦ ଦୋଷ ଲାଗି ଅଳ୍ପ ଅଶାନ୍ତି ଭୋଗ କରୁଛନ୍ତି । କିନ୍ତୁ ଏବେ ସେପରି ଫଳ ଭୋଗ କରି ପାରିବେ ନହିଁ । ରୋଗ ପୀଡା ଦୂର, ମାନସିକ ଆସନ୍ତି ମଧ୍ୟ ଦୂର ହେବ । ଆଉ ଆବଶ୍ୟକ ଠାରୁ ଅଧିକ ଆସକ୍ତ ହୁଅନ୍ତୁ ନହିଁ । ନିଜ ଓ ନିଜ ଭବିଷ୍ୟତ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।
୩- ତୃତୀୟ ରେ ଯଦି ଆପଣ ଶ୍ରୀ କୃଷ୍ଣଙ୍କୁ ବାଛି ଛନ୍ତି ତେବେ ଆପଣ ଜାଣନ୍ତୁକି ଆପଣ ବହୁତ ସୁନ୍ଦର ବ୍ୟକ୍ତିତ୍ବର ଲୋକ ଅଟନ୍ତି । ଅନ୍ୟର ମନ ମୋହିବା ଭଳି କଥା କହିଥାନ୍ତି । ଦେଖିବାକୁ ବହୁତ ସୁନ୍ଦର ଓ ଚତୁର ହୋଇଥାନ୍ତି । ସମାଜରେ ବହୁତ କ୍ଷତି ସମ୍ପର୍ଣ ବ୍ୟକ୍ତିତ୍ବ ଅଟନ୍ତି । ବର୍ତମାନ ଆପଣଙ୍କ ଜୀବନରେ କୌଣସି ଦୁଃଖ ଭୋଗିବାକୁ ପଡିବ ନାହିଁ । ଆଗରୁ ସନ୍ତାନ ମାନଙ୍କ ପାଇଁ ମଧ୍ୟ ବହୁତ ଦୁଃଖ ପାଉଥିଲେ ଆଉ ପରିବାର ତରଫରୁ ମଧ୍ୟ ଆପଣଙ୍କୁ ବହୁତ ଦୁଃଖ ଭୋଗିବାକୁ ପଡୁଥିଲା ।
କିନ୍ତୁ ଏବେ ଈଶ୍ବରଙ୍କ ସୁଦୃଷ୍ଟି ରହିଛି । ସନ୍ତାନ ସୁଖରେ ଆନନ୍ଦ ପାଇବେ । ଅପବ୍ୟୟରେ ମଧ୍ୟ ସୁଧାର ଆସିବ । ଆର୍ଥିକ ପରିସ୍ଥିତିରେ ମଧ୍ୟ ଉନ୍ନତି ଆସିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।