ବାଛନ୍ତୁ ନିଜ ଜନ୍ମ ମାସ ବାଲା 1 ହାର୍ଟ ଓ ଜାଣନ୍ତୁ ନିଜ ବିଷୟରେ ଏକ ରାଜ ର କଥା (Personality Test)

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବ୍ୟକ୍ତି ର ଜନ୍ମ ମାସ ସେହି ବ୍ୟକ୍ତି କୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ଜନ୍ମ ଅନୁସାରେ ଆପଣଙ୍କ ବିଷୟରେ ଥିବା ଗଭୀର ରାଜ୍ ସମ୍ବନ୍ଧରେ କହିବୁ । ତେବେ ଜାନୁଆରୀ ରୁ ନେଇ ଡିସେମ୍ବର ମାସ ମଧ୍ୟରେ ଆପଣଙ୍କ ଜନ୍ମ ମାସ ଅନୁସାରେ ଆପଣଙ୍କ ସମ୍ୱନ୍ଧରେ ଥିବା ରାଜ୍ କୁ ଆସନ୍ତୁ ବିସ୍ତାର ରୂପରେ ଜାଣିବା।

୧- ପ୍ରଥମ ରେ ହେଉଛି ଜାନୁଆରୀ। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି।ପାଠ ପଢ଼ିବାକୁ ପସନ୍ଦ କରନ୍ତି । ଏମାନେ କେବେବି ନିଜର କମଜୋରି ସମ୍ବନ୍ଧରେ ଅନ୍ୟକୁ କୁହନ୍ତି ନାହିଁ । ଏମାନେ ବହୁତ ଇମାନ୍ଦାର ଅଟନ୍ତି । ପଇସା ମାମଲାରେ ସାବଧାନ ରୁହନ୍ତି । ସୋସିଆଲି ଆକ୍ଟିଭ ରୁହନ୍ତି।

୨- ଦ୍ଵିତୀୟ ରେ ହେଉଛି ଫେବୃଆରୀ। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତ ସମ୍ପର୍କ କୁ ଗୁରୁତ୍ୱପୂର୍ଣ୍ଣ ଭାବିଥାନ୍ତି ଏବଂ ସବୁ ସମ୍ପର୍କ କୁ ଭଲ ଭାବରେ ତୁଲାଇ ଥାଆନ୍ତି । ଏମାନଙ୍କୁ ନିଜ ଜୀବନସାଥୀ ର ପୂର୍ଣ ସହଯୋଗ ମିଳିଥାଏ।

୩- ତୃତୀୟ ରେ ହେଉଛି ମାର୍ଚ୍ଚ। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଜୀବନ ରେ ବହୁତ ଆଗକୁ ବଢ଼ିଥାନ୍ତି ଏବଂ ପ୍ରସିଦ୍ଧି ଲାଭ କରିଥାନ୍ତି । ପଇସା କମାଇବା ର ଉତ୍କଣ୍ଠା ଏମାନଙ୍କ ମଧ୍ୟରେ ରହିଥାଏ।


୪- ଚତୁର୍ଥ ରେ ଏପ୍ରିଲ। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସେଂସିଟିଭ ହୋଇଥାନ୍ତି ଏବଂ ଅନ୍ୟର ସାହାଯ୍ୟ କରନ୍ତି । ଭଲ ମେଣ୍ଟର ସାବ୍ୟସ୍ତ ହୋଇଥାନ୍ତି।

୫- ପଞ୍ଚମ ରେ ମେ । ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାନ୍ତି ଏବଂ ସମାଜ ରେ ନିଜର ପ୍ରତିଷ୍ଠା ଲାଭ କରନ୍ତି।

୬- ଷଷ୍ଠ ରେ ହେଉଛି ଜୁନ। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅନ୍ୟଙ୍କୁ ଇର୍ଷା କରିଥାନ୍ତି । କିନ୍ତୁ ଏମାନଙ୍କ ହୃଦୟ ଉଦାର ହୋଇଥାଏ । ଏମାନେ ବହୁତ ମଜାକିଆ ସ୍ୱଭାବ ର ମଧ୍ୟ ହୋଇଥାନ୍ତି।

୭- ସପ୍ତମ ରେ ହେଉଛି ଜୁଲାଇ। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଗମ୍ଭୀର ସ୍ୱଭାବ ର ହୋଇଥାନ୍ତି । ଏମାନେ ବହୁତ ନିରୀହ ଏବଂ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ପ୍ରାୟ ସମୟ ଚୁପ ରହିବାକୁ ପସନ୍ଦ କରନ୍ତି । ଏମାନେ ଜୀବନ ରେ କଠିନ ପରିଶ୍ରମ କରନ୍ତି।


୮- ଅଷ୍ଟମ ରେ ହେଉଛି ଅଗଷ୍ଟ। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସର୍ବଦା ଅନ୍ୟର ଭଲ ଗୁଣ କୁ ଦେଖିଥାନ୍ତି ଏବଂ ପ୍ରଶଂସା କରିଥାନ୍ତି । ଏମାନେ ପରିଶ୍ରମ କରି ପଇସା ରୋଜଗାର କରିବାରେ ବିଶ୍ୱାସ ରଖନ୍ତି।

୯- ନବମ ରେ ହେଉଛି ସେପ୍ଟେମ୍ବର। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ଏବଂ ବ୍ୟବସ୍ଥିତ ହୋଇଥାନ୍ତି । କିନ୍ତୁ ଏମାନେ କୌଣସି କାରଣରୁ ବହୁତ ଶୀଘ୍ର ଡିପ୍ରେସନ କୁ ଚାଲି ଯାଆନ୍ତି । ଯାହା ଏମାନଙ୍କୁ କମଜୋର କରି ଦେଇଥାଏ।

୧୦- ଦଶମ ରେ ଅକ୍ଟୋବର। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜର ଲକ୍ଷ ହାସଲ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରୟାସ କରିଥାନ୍ତି । ଏମାନେ ନିଜର ଶତ୍ରୁ ଠାରୁ ପ୍ରତିଶୋଧ ନେବା ନିମନ୍ତେ ଅନୁଚିତ କାର୍ଯ୍ୟ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି।


୧୧- ଏଗାର ରେ ହେଉଛି ନଭେମ୍ବର। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଧନବାନ ମଧ୍ୟ ଅଟନ୍ତି । ଏମାନେ ସର୍ବଦା ଖୁସି ମିଜାଜ୍ ରେ ରୁହନ୍ତି ଏବଂ ଏମାନଙ୍କ ଦେଖିବାର ନଜର ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ।

୧୨- ଶେଷ ରେ ହେଉଛି ଡିସେମ୍ବର। ତେବେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି।ଏମାନଙ୍କ ମଧ୍ୟରେ ଜନ୍ମ ରୁ ହିଁ ଲିଡ଼ରସିପ୍ ଗୁଣ ରହିଥାଏ । ଏମାନେ ବେଇମାନ ଏବଂ ମିଛୁଆ ବ୍ୟକ୍ତି ଙ୍କୁ ଆଦୋୖ ପସନ୍ଦ କରନ୍ତି ନାହିଁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *