ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ (Personality Test)

ନମସ୍କାର ବନ୍ଧୁଗଣ ତେବେ ବାଛନ୍ତୁ ନିଜ ପସନ୍ଦର ଦେବତା ଙ୍କ ମୂର୍ତ୍ତି ଏବଂ ଜଣାନ୍ତୁ ନିଜ ଭବିଷ୍ୟତ ବିଷୟରେ ଏବଂ ଆପଣଙ୍କ ଭାଗ୍ୟରେ କଣ ଅଛି ଆଗକୁ ସବୁ କିଛି ଜାଣିପାରିବେ । ପ୍ରତେକ ବ୍ୟକ୍ତିର ଜୀବନରେ ଜ୍ୟୋତିଷ ଶାସ୍ତ୍ର ବହୁତ ମହତ୍ତ୍ଵ ରଖିଥାଏ । ବ୍ୟକ୍ତିର ସ୍ଵଭାବ ଭବିଷ୍ୟତ ସବୁକିଛି ବ୍ୟକ୍ତିର ପସନ୍ଦ ନାପସନ୍ଦ ଦ୍ୱାରା ଜଣାପଡ଼ିଥାଏ । ତେବେ ବନ୍ଧୁଗଣ ଚିତ୍ରରେ ଥିବା ଭଗବାନ ଙ୍କ ମୂର୍ତ୍ତି ମଧ୍ୟରୁ ଆପଣଙ୍କ ପ୍ରିୟ ଭଗବାନ ଙ୍କୁ ବାଛି ନିଅନ୍ତୁ ।

ଆମେ ଆପଣଙ୍କୁ ଆପଣଙ୍କ ଆଗାମୀ ଭବିଷ୍ୟତ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ। ୧- ପ୍ରଥମ ରେ ଯଦି ଆପଣ ଗଣେଶଙ୍କ ମୂର୍ତ୍ତି ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ଆସିଥିଲେ ମଧ୍ୟ ଆପଣ ତାହାକୁ ଖୁବ ଭଲ ଭାବରେ ସାମ୍ନା କରିଥାନ୍ତି ।

ଆପଣ କେବେ କାହାର ଅନିଷ୍ଠ ଚିନ୍ତା କରନି ନାହିଁ । ଆପଣ ବହୁତ ନମ୍ର ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ କିପରି ଏକ ସୁନ୍ଦର ଭବିଷ୍ୟତ ସୃଷ୍ଟି କରିବେ ତାହା ବିଷୟରେ ଭାବିଥାନ୍ତି । ଆପଣଙ୍କ ଭବିଷ୍ୟତ ସୁରକ୍ଷିତ ଅଟେ । ଆପଣ ନିଜର ଆଗାମୀ ସମୟ ଖୁବ ହସ ଖୁସିରେ କାଟିବେ।


୨- ଦ୍ଵିତୀୟ ରେ ଯଦି ଆପଣ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତି ବାଛିଛନ୍ତି ତେବେ ଆପଣ ବହୁତ ସନ୍ତପ୍ରୀୟ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ କାହା ସହ ଝଗଡ଼ା କରିବା ପସନ୍ଦ ହୋଇନଥାଏ । ଆପଣ ନିଜ ଜୀବନରେ କିପରି ସଫଳତା ହାସଲ କରିବେ ତାହା ଚିନ୍ତା କରିଥାଆନ୍ତି । ଏହି ବ୍ୟକ୍ତି ନିଜ ଭବିଷ୍ୟତରେ ବହୁତ ଖୁସିରେ ରହିବେ । ଏମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି । ଏହି ବ୍ୟକ୍ତି ମଧୁର କଥା କହିଥାନ୍ତି ଏବଂ ସମସ୍ତଙ୍କୁ ନିଜ କଥାରେ ମୋହିତ କରିଥାନ୍ତି।


୩- ତୃତୀୟ ରେ ଯଦି ଆପଣ ଶିବଙ୍କ ମୂର୍ତ୍ତି ବାଛିଛନ୍ତି ତେବେ ଆପଣ ବହୁତ ରାଗୀ ହୋଇଥାନ୍ତି । ଆପଣ କୌଣସି ନିଷ୍ପତି ନେବା ପୂର୍ବରୁ ଭାବନ୍ତି ନାହିଁ ଯାହା ଦ୍ଵାରା ଭବିଷ୍ୟତରେ ଆପଣଙ୍କ ପାଇଁ ଏହା କ୍ଷତି ସହିଥାନ୍ତି । ଆପଣଙ୍କ ଉପରେ ଭଗବାନ ଶିବଙ୍କ କୃପା ରହିଥାଏ । ଏମାନେ ବହୁତ କଞ୍ଜୁସ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ବର୍ତ୍ତମାନ ଠାରୁ ଧନ ସଞ୍ଚୟ କରିବା ଆରମ୍ଭ କରିଦିଅନ୍ତୁ ।

ନଚେତ ଆପଣ ନିଜର ଭବିଷ୍ୟତରେ ହଇରାଣ ହେବେ । ଆପଣ ଅନ୍ୟ ମାନଙ୍କୁ ସାହାଯ୍ୟ କରନ୍ତୁ । ଏହା ଦ୍ବାରା ଭଗବାନ ଶିବ ଆପଣଙ୍କ ସହିତ ସବୁବେଳେ ରହିବେ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *