ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟୁଟୁ ନାୟକଙ୍କୁ ବଦନାମ କରିଲେ, ଆମେ କଟକିଆ ସବୁ ପ୍ରକୃତି ମିଶ୍ରଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବୁ । ତେବେ ଓଡିଆ କଳାକାର ଜିତୁ ମଙ୍ଗରାଜ ଗଣ ମାଧ୍ୟମ ସାମ୍ନାରେ ଅଭିନେତ୍ରୀ ପ୍ରକୃତିଙ୍କୁ ବିରୁଦ୍ଧରେ ଏପରି କିଛି ନିଜସ୍ୱ ମନ୍ତବ୍ୟ ଦେଇଛନ୍ତି । କଳାକାର ଜିତୁ ମଙ୍ଗରାଜଙ୍କ କହିବା ଅନୁସାରେ ଟୁଟୁ ନାୟକ ଜଣେ ବହୁତ ହିଁ ଭଲ ବ୍ୟକ୍ତିତ୍ବ ଅଟନ୍ତି । ଓଡିଆ ସିନେମା ଇଣ୍ଡଷ୍ଟ୍ରି ମଧ୍ୟରୁ ବ୍ରଜରାଜ ଇଣ୍ଡଷ୍ଟ୍ରି କହିଲେ ସମସ୍ତେ ଭଲ ଭାବରେ ଜାଣନ୍ତି ।
ହେଲେ ଟୁଟୁ ଭାଇଙ୍କ ନାମରେ ଏପରି ମିଥ୍ୟା କାଷ୍ଟିଙ୍ଗ କାଉଚର ଯଦି ଅଭିଯୋଗ ଅଣାଜୀବ । ତେବେ ଏହି କଥା ଆମେ କେହିବି ବରଦାସ୍ତ କରିପାରିବୁ ନାହିଁ । ଅଭିନେତା ଅନୁଭବ, ବାବୁଶାନ, ଅରିନ୍ଦମ ଭଳି ବହୁତ ଭଲ ଭଲ କଳାକାର ଗଢିବାରେ ଟୁଟୁ ଭାଇଙ୍କର ବହୁତ ବଡ ଭୂମିକା ରହିଛି । ଫିଲ୍ମ କରିବାର ବହୁତ ଭଲ କୌଶଳ ଟୁଟୁ ନାୟକଙ୍କୁ ଜଣା ଅଛି । ହେଲେ ପ୍ରକୃତି ମିଶ୍ର ଯେଉଁ ଅଭିଯୋଗ ଟୁଟୁ ଭାଇଙ୍କ ଉପରେ ଅଣୁଛନ୍ତି । ତାହା ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ ।
ପ୍ରକୃତି ମିଶ୍ର ଯେଉଁ ଟୁଟୁ ନାୟକଙ୍କ ନାମରେ ନିଜର ମାନହାନୀ ହୋଇଛି ବୋଲି କହୁଛନ୍ତି । ତେଣୁ ଥାନାରେ ଯାଇ ମାନହାନୀ ମୋକଦ୍ଧମାର କେସ ଦେଇଛନ୍ତି । ବର୍ଷେ ତଳୁ ପ୍ରକୃତି ମିଶ୍ରର ଯେଉଁ ମାନହାନୀ ଘଟିଥିଲା । ସେ ଦୋଷ ସେ କାହା ଉପରେ ଲଦିବେ । ପ୍ରକୃତି ମିଶ୍ର ନେସନାଲ ଆୱାର୍ଡ ପାଇଛି ସତ । ହେଲେ ସେ ଓଡିଶା ଆସିକି କଣ କରିପାରିଛି । ଓଲଟା ଓଡିଆ ସିନେ ଜଗତର ଜଣେ ଉଜ୍ଜଳ ତାରକାଙ୍କ ଭବିଷ୍ୟତ ନଷ୍ଟ କରିବା ପାଇଁ ବସିଥିଲା ।
ଏବେ ପୁଣି ସେ ସ୍ଥିତି ସୁଧୁରିବା ପରେ ଟୁଟୁ ଭାଇଙ୍କ ପଛରେ ପଡିଯାଇଛି । ହେଲେ ସେ ଜାଣିନି ଟୁଟୁ ଭାଇଙ୍କ ପଛରେ ମିଛ ଅଭିଯୋଗ ନେଇ ପଡିବା । ତାଙ୍କ ପାଇଁ କେତେ ମହଙ୍ଗା ପଡିବ । ଆମେ ସବୁ କଟକିଆ ଟୁଟୁ ଭାଇଙ୍କ ପଛରେ ବାହାରିବୁ ଆଉ ତାଙ୍କୁ ହିଁ ସପୋର୍ଟ କରିବୁ । କାରଣ ଯଦି ବ୍ୟକ୍ତିଗତ ସ୍ତରରେ କହିବି । ତେବେ ମଧ୍ୟ ଟୁଟୁ ନାୟକ ଖାଲି ଫିଲ୍ମ ମେକର କାହିଁକି ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ତେବେ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ