ମୋତେ ଆଉ ଜୀବନରେ ସୁଖ ଦରକାର ନାହିଁ, ଚିକେନ ପକୋଡା ବିକି ମୋ ଝିଅକୁ ମୁଁ ମଣିଷ ଭଳି ମଣିଷ କରିବି ।
ରାଜନୀତି ବିଜ୍ଞାନରେ MA କରିଛନ୍ତି । କିନ୍ତୁ ରାସ୍ତା କଡ ରେ ଅଣ୍ଡା ଚପ ବିକ୍ରି କରୁଛନ୍ତି । ଜୀବନରେ ଏମିତି ମୋଡ ଆସିଯିବ ସେ କେବେ ଭାବି ନ ଥିଲେ । ତାଙ୍କର ଅନେକ ଆସା ଆଜି ମଉଳି ଯାଇଛି …
Read More