ଆଉ ନାହାଁନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ବାପା, ଭୋ ଭୋ ହୋଇ କାନ୍ଦୁଛନ୍ତି… Anubhav Mohanty

ଆଉ ନାହାନ୍ତି ଅନୁଭବଙ୍କ ବାପା ! ନିକଟ ଅତୀତରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ସଫଳ ଭାବେ କରାଯାଇଥିଲା । ଅସ୍ତ୍ରୋପଚାର ପରେ ତାଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥା କରି ରଖାଯାଇଥିଲା । ହେଲେ ଅଧିକ ସଂକ୍ରମଣ ହୋଇବା କାରଣରୁ ତାଙ୍କର ଦେହାନ୍ତ ଘଟିଛି । ତେବେ ଖବର ମୁତାବକ କେନ୍ଦ୍ରାପଡା ସାଂସଦ ତଥା ଅନୁଭବ ମହାନ୍ତିଙ୍କ ବାପା ଆଉ ନାହାନ୍ତି । ଯାହାଙ୍କୁ ଅଭିନେତା ଅନୁଭବ ମହାନ୍ତି ବହୁତ ଭଲ ପାଉଥିଲେ ।

ସବୁବେଳେ ତାଙ୍କୁ ନିଜ ହୃଦୟରୁ ଭଲ ପାଇ ଆସୁଥିଲେ । ବେଶ କିଛି ଦିନ ହେଁ ନ୍ୟାୟିକ ଲଢେଇରେ ଲଢେଇ କରିଆସୁଥିଲେ ଅନୁଭବ ମହାନ୍ତି । ତେଣୁ ଅନୁଭବଙ୍କର ବହୁତ ବଡ ଇଛା ଥିଲା । ଯେତେବେଳେ ସେ ଏହି ନ୍ୟାୟିକ ଲଢେଇରେ ଜିତିଯିବେ । ସେତେବେଳେ ତାଙ୍କ ଖୁସିରେ ତାଙ୍କ ପରିବାର ତଥା ତାଙ୍କ ବାପା, ମାଆ ବହୁତ ଖୁସି ହୋଇଯିବେ । ହେଲେ ଅନୁଭବଙ୍କର ସେହି ଖୁସି ଦେଖିବାକୁ ଆଉ ଅନୁଭବ ମହାନ୍ତିଙ୍କର ବାପା ନାହାନ୍ତି ।

ଅନୁଭବଙ୍କର ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡପତ୍ର ହେବାର କିଛି ଦିନ ମଧ୍ୟରେ ହିଁ ଅନୁଭବଙ୍କ ପାଇଁ ଏଭଳି ଏକ ଦୁଃଖର ଖବର ଆସି ପହଞ୍ଚିଛି । ସେହି ଦୁଃଖର ପାହାଡଟି ଯେପରି ଅନୁଭବଙ୍କ ଉପରେ ଛିଡିଯାଇଛି । ଯେଉଁ କାରଣରୁ ଅନୁଭବ ନିଜ ବାପାଙ୍କର ଦେହାନ୍ତ ପରେ ସଂପୂର୍ଣ୍ଣ ଭାବେ ମର୍ମାହତ ହୋଇ ପଡିଛନ୍ତି । ଗତ ନିକଟ ଅତୀତରେ ଅଭିନେତା ଅନୁଭବ ମହାନ୍ତି ଅନେକ କିଛି ଫୋଟ ଓ ଭିଡିଓ ତାଙ୍କ ବାପାଙ୍କୁ ସାଥିରେ ନେଇ ସୋସିଆଲ ମିଡିଆରେ ଛାଡୁଥିଲେ । ହେଲେ ଖବର ମୁତାବକ ଅନୁଭବଙ୍କ ବାପା ଆଉ ଏହି ଦୁନିଆରେ ନାହାନ୍ତି । ତାଙ୍କର ସ୍ଵାସ୍ଥବସ୍ତା ଖରାପ ଥିଲା ।

ଏଥିସହ ତାଙ୍କର ସଂକ୍ରମଣ ହୋଇଯିବା କାରଣରୁ ସେ ଅଧିକ ଅସୁସ୍ଥ ହୋଇପଡିଥିଲେ । ଯାହା ପରେ ଖବର ଆସିଥିଲା କି ଅନୁଭବଙ୍କ ବାପା ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ତଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାରଟି ସଫଳ ଭାବେ କରାଯାଇଥିବାରୁ ସେ ସାମାନ୍ୟ ସୁସ୍ଥ ମଧ୍ୟ ହୋଇ ଆସୁଥିଲେ । ହେଲେ ଏବେ ଆଉ ନାହାନ୍ତି ଅନୁଭବଙ୍କ ବାପା । ତେବେ ତାଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ଆଶା କରିବୁ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *