Odia Gk- ୮ ଟି କଦଳୀ କୁ ନ କାଟି ନ ଭାଙ୍ଗି ୯ ଜଣ ଲୋକଙ୍କୁ କିପରି ସମାନ ଭାବରେ ବାଣ୍ଟିବା ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ। ଯାହା ଦ୍ୱାରା ଆପଣ ନିଜର ବୁଦ୍ଧି ର ପରୀକ୍ଷା କରିବା ସହ କିଛି ନୂଆ କଥା ଜାଣିବେ ଏବଂ ନିଜର ବୁଦ୍ଧି ଏବଂ ଜ୍ଞାନ କୁ ବଢ଼େଇବେ। ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟ ରେ।

୧- ଭାରତର ସର୍ବାଧିକ ସୀମା କେଉଁ ଦେଶ ସହ ଲାଗି ରହିଛି?
ଉତ୍ତର- ବାଂଲାଦେଶ।

୨- ବିଶ୍ୱ ରେ ସବୁଠାରୁ ଅଧିକ ସମାଚାର ପତ୍ର କେଉଁ ଦେଶ ରେ ପଢ଼ାଯାଏ।
ଉତ୍ତର- ହଙ୍ଗ କଙ୍ଗ।

୩- ଇଂଟରନେଟ ର ବ୍ୟବହାର ପ୍ରଥମେ କେଉଁ ଦେଶ ରେ ହୋଇଥିଲା?
ଉତ୍ତର- ଆମେରିକା।

୪- ଭାରତର ସବୁଠାରୁ ଧନୀ ରାଜ୍ୟ କିଏ?
ଉତ୍ତର- ମହାରାଷ୍ଟ୍ର।

୫- ଓସ୍କାର ଆୱାର୍ଡ କେଉଁ କ୍ଷେତ୍ରରେ ଦିଅ ଯାଏ।
ଉତ୍ତର- ସିନେମା ।

୬- କେଉଁ ପଶୁ କୁ ପ୍ରତ୍ୟେକ ଜିନିଷ ଦୁଇ ଗୁଣ ଦେଖାଯାଏ?
ଉତ୍ତର- ହାତୀ।

୭- ବୀଣାପାଣି କେଉଁ ଦେବୀ ଙ୍କ ଅନ୍ୟନାମ ଅଟେ।
ଉତ୍ତର- ମାଆ ସରସ୍ୱତୀ।

୮- ମନୁଷ୍ୟ ର ସବୁଠାରୁ ଛୋଟ ହାଡ଼ କେଉଁଠି ଥାଏ।
ଉତ୍ତର- କାନରେ।

୯- କେଉଁ ସହରକୁ ଗୋଲାପୀ ସହର କୁହାଯାଏ?
ଉତ୍ତର- ଜୟପୁର।

୧୦- ପୃଥିବୀର ସବୁଠାରୁ ବଡ଼ ସାପ ର ନାମ କଣ।
ଉତ୍ତର- ଆନାକୋଣ୍ଡା।

୧୧- କେଉଁ ଧାତୁ କୁ ମଣିଷ ସର୍ଵ ପ୍ରଥମେ ବ୍ୟବହାର କଲା।
ଉତ୍ତର- ତମ୍ବା।

୧୨- ଶ୍ରୀ ଲିଙ୍ଗରାଜ ମନ୍ଦିର କେଉଁ ରାଜ୍ୟ ରେ ଅବସ୍ଥିତ।
ଉତ୍ତର- ଓଡିଶା।

୧୩- ପ୍ରଥମେ କେଉଁ ଦେଶରେ ବାଇକ ଆବିଷ୍କାର ହେଲା।
ଉତ୍ତର- ଜର୍ମାନୀ।

୧୪- ୮ ଟି ଟି କଦଳୀ କୁ ନକାଟି ନ ଭାଙ୍ଗି ୯ ଜଣ ଲୋକଙ୍କୁ କେମିତି ସମାନ ଭାବରେ ଦେବେ?
ଉତ୍ତର- କଦଳୀ ସେକ ତିଆରି କରି।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *