ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ। ଯାହା ଦ୍ୱାରା ଆପଣ ନିଜର ବୁଦ୍ଧି ର ପରୀକ୍ଷା କରିବା ସହ କିଛି ନୂଆ କଥା ଜାଣିବେ ଏବଂ ନିଜର ବୁଦ୍ଧି ଏବଂ ଜ୍ଞାନ କୁ ବଢ଼େଇବେ। ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟ ରେ।
୧- ଭାରତର ସର୍ବାଧିକ ସୀମା କେଉଁ ଦେଶ ସହ ଲାଗି ରହିଛି?
ଉତ୍ତର- ବାଂଲାଦେଶ।
୨- ବିଶ୍ୱ ରେ ସବୁଠାରୁ ଅଧିକ ସମାଚାର ପତ୍ର କେଉଁ ଦେଶ ରେ ପଢ଼ାଯାଏ।
ଉତ୍ତର- ହଙ୍ଗ କଙ୍ଗ।
୩- ଇଂଟରନେଟ ର ବ୍ୟବହାର ପ୍ରଥମେ କେଉଁ ଦେଶ ରେ ହୋଇଥିଲା?
ଉତ୍ତର- ଆମେରିକା।
୪- ଭାରତର ସବୁଠାରୁ ଧନୀ ରାଜ୍ୟ କିଏ?
ଉତ୍ତର- ମହାରାଷ୍ଟ୍ର।
୫- ଓସ୍କାର ଆୱାର୍ଡ କେଉଁ କ୍ଷେତ୍ରରେ ଦିଅ ଯାଏ।
ଉତ୍ତର- ସିନେମା ।
୬- କେଉଁ ପଶୁ କୁ ପ୍ରତ୍ୟେକ ଜିନିଷ ଦୁଇ ଗୁଣ ଦେଖାଯାଏ?
ଉତ୍ତର- ହାତୀ।
୭- ବୀଣାପାଣି କେଉଁ ଦେବୀ ଙ୍କ ଅନ୍ୟନାମ ଅଟେ।
ଉତ୍ତର- ମାଆ ସରସ୍ୱତୀ।
୮- ମନୁଷ୍ୟ ର ସବୁଠାରୁ ଛୋଟ ହାଡ଼ କେଉଁଠି ଥାଏ।
ଉତ୍ତର- କାନରେ।
୯- କେଉଁ ସହରକୁ ଗୋଲାପୀ ସହର କୁହାଯାଏ?
ଉତ୍ତର- ଜୟପୁର।
୧୦- ପୃଥିବୀର ସବୁଠାରୁ ବଡ଼ ସାପ ର ନାମ କଣ।
ଉତ୍ତର- ଆନାକୋଣ୍ଡା।
୧୧- କେଉଁ ଧାତୁ କୁ ମଣିଷ ସର୍ଵ ପ୍ରଥମେ ବ୍ୟବହାର କଲା।
ଉତ୍ତର- ତମ୍ବା।
୧୨- ଶ୍ରୀ ଲିଙ୍ଗରାଜ ମନ୍ଦିର କେଉଁ ରାଜ୍ୟ ରେ ଅବସ୍ଥିତ।
ଉତ୍ତର- ଓଡିଶା।
୧୩- ପ୍ରଥମେ କେଉଁ ଦେଶରେ ବାଇକ ଆବିଷ୍କାର ହେଲା।
ଉତ୍ତର- ଜର୍ମାନୀ।
୧୪- ୮ ଟି ଟି କଦଳୀ କୁ ନକାଟି ନ ଭାଙ୍ଗି ୯ ଜଣ ଲୋକଙ୍କୁ କେମିତି ସମାନ ଭାବରେ ଦେବେ?
ଉତ୍ତର- କଦଳୀ ସେକ ତିଆରି କରି।
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।