ଅଷ୍ଟପ୍ରହରୀରେ ନାଚିଲେ କଂଗ୍ରେସ ବିଧାୟକ Sura Routray, ଲୋକେ କହିଲେ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ରାଜ୍ୟର ଲୋକପ୍ରିୟ ନେତା ସୁର ରାଉତରାୟଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ସୁର ରାଉତରାୟ ଜଟଣୀ ଜିଲ୍ଲାର ବିଧାୟକ ଅଛନ୍ତି । ଆମ ଓଡିଶାରେ ସୁର ଭାଇ କୌଣସି ଓଡିଆ ସେଲିବ୍ରେଟି ଠାରୁ କମ ନୁହନ୍ତି । ଅଧିକାଂଶ ସମୟରେ ସୁର ଭାଇ ଅନେକ ବିବାଦର ସମ୍ମୁଖୀନ ହୁଅନ୍ତି ହେଲେ ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ରହିଛି ।

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ସୁର ଭାଇ ହେଉଛନ୍ତି ଏକ ମାତ୍ର ନେତା ଯିଏ ଖୋଲା ଖୋଲି ସବୁ କଥା କୁହନ୍ତି । ଓଡିଶାରେ ଘଟୁଥିବା ଅନେକ ଘଟଣାକୁ ନେଇ ସୁର ଭାଇ ନିଜର ମନ୍ତବ୍ୟ ରଖନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ସୁର ଭାଇ ଅନେକ ଓଡିଆ ଆଲବମରେ ଗୀତ ଗାଇଛନ୍ତି ଏବଂ ଅଭିନୟ ବି କରିଛନ୍ତି । ସେଥିପାଇଁ ତ ସେ କୌଣସି ସେଲିବ୍ରେଟି ଠାରୁ କମ ନୁହନ୍ତି ।

ତେବେ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଏବେ ସାରା ରାଜ୍ୟରେ ସୁର ଭାଇ ଚର୍ଚ୍ଚାରେ ଅଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ ଭାଇରାଲ ହେଉଥିବା ଭିଡିଓରେ ସୁର ଭାଇ ହଠାତ ଅଷ୍ଟପ୍ରହରି ହେଉଥିବା ଏକ ମନ୍ଦିର ଭିତରକୁ ଚାଲି ଯାଉଛନ୍ତି । ମନ୍ଦିର ଭିତରେ ଅତି ସୁନ୍ଦର ଭାବରେ ଭଜନ କୀର୍ତ୍ତନ ଚାଲିଛି ଆଉ ଅଷ୍ଟପ୍ରହରିରେ ଲୋକ ମାନେ ଭଗବାନଙ୍କୁ ସ୍ମରଣ କରୁଛନ୍ତି । ସେହି ସମୟରେ ସୁର ଭାଇ ମନ୍ଦିର ଭିତରେ ପଶି ଗୋଟେ ଘେରା ମାରୁଛନ୍ତି । ଏହା ପରେ କୀର୍ତ୍ତନ ପାର୍ଟି ସୁର ଭାଇଙ୍କ ଚାରି ପଟରେ ବୁଲୁ ଛନ୍ତି ଏବଂ ସୁର ଭାଇ ମଝିରେ ମାଡି ଚାଲି ଛନ୍ତି ।

କୀର୍ତ୍ତନ କରୁଥିବା ଲୋକ ମାନେ ମଧ୍ୟ ସୁର ଭାଇଙ୍କୁ ଦେଖି ବେସ ଉତ୍ସାହିତ ହୋଇ ଛନ୍ତି । ସେଥିପାଇଁ ତ ସେ ସୁର ଭାଇଙ୍କୁ ମଝିରେ ରଖି ଗୋଟେ ଘେରା ମାରୁ ଥିବାର ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *