ବିବାହ ପରେ ଅଷ୍ଟମଙ୍ଗଳା ରେ ପ୍ରଥମ ଥର ପାଇଁ ବାପଘର ବୁଲିବାକୁ ଗଲେ Somalin, କଲେ ଧୁମ ମସ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସୋମାଲୀନ ପରିଡ଼ା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ରଜ କୁଇନ ସୋ ର ଜଣେ ପ୍ରତିଯୋଗୀ ଥିଲେ । ତାଙ୍କ ଭଉଣୀ ଜ୍ୟାଙ୍କଲୀନ ସେହି ସୋ ର ବିଜେତା ସାଜିଥିଲେ । ସୋମାଲୀନ ପ୍ରାୟତଃ ସୋସିଆଲ ମିଡିଆ ରେ ଆକ୍ଟିଭ ରୁହନ୍ତି ଏବଂ ସେଥିରେ ନିଜ ଫଟୋ ତଥା ରିଲ୍ସ ଭିଡିଓ ବହୁତ ମାତ୍ରାରେ ସେୟାର କରନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କର ସମସ୍ତ ପୋଷ୍ଟ କୁ ଖୁବ ପସନ୍ଦ କରନ୍ତି ଏବଂ କମେଣ୍ଟ ମାଧ୍ୟମରେ ସୋମାଲୀନ ଙ୍କୁ ନିଜର ଭଲ ପାଇବା ଦର୍ଶାଇ ଥାଆନ୍ତି ।


ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବିବାହ ପରେ ପ୍ରଥମ ଥର ସୋମାଲୀନ ନିଜ ବାପଘର କୁ ଯାଇଥିଲେ । ଆସନ୍ତୁ ଜାଣିବା ସୋମାଲିନ ନିଜ ବାପଘର କୁ ଯାଇ କଣ କଣ କରିଲେ । ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ଜାଣିଥିବେ ଯେ, ଗତ କିଛି ଦିନ ତଳେ ହିଁ ସୋମାଲୀନ ଙ୍କ ବିବାହ ନିଷିଥ ନାୟକ ଙ୍କ ସହିତ ହୋଇଛି । ସୋମାଲୀନ ନିଜ ବିବାହ ସମ୍ବନ୍ଧୀୟ ସମସ୍ତ ଫଟୋ ଓ ଭିଡିଓ କୁ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଥିଲେ । ଯାହା ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥିଲେ ।

ନିଜ ୟୁଟ୍ୟୁବ ଚ୍ୟାନେଲ ରେ ମଧ୍ୟ ସେ ନିଜ ବିବାହ ର ଭିଡିଓ କୁ ପୋଷ୍ଟ କରିଥିଲେ । ବିବାହ ପରେ ସେ ଲାଇଭ ଆସି ନିଜ ଫାନ୍ସ ମାନଙ୍କ ସହିତ କଥା ମଧ୍ୟ ହୁଅନ୍ତି । ତେବେ ବିବାହ ପରେ ଅଷ୍ଟମଙ୍ଗଳା ରେ ସୋମାଲୀନ ଯାଇଥିଲେ ନିଜ ବାପଘରକୁ । ସେଠାରେ ତାଙ୍କ ଭଉଣୀ ଜ୍ୟାଙ୍କଲୀନ ମଧ୍ୟ ଉପସ୍ଥିତ ଥିଲେ । ଦୁଇ ଭଉଣୀ ନିଜ ବାପଘର ଖୁବ ମଜାମସ୍ତି ମଧ୍ୟ କରିଥିଲେ ଏବଂ ହସଖୁସିରେ ସମୟ ବିତାଇଥିଲେ ।

ଏହା ସହିତ ସୋମାଲୀନ ଙ୍କ ସ୍ୱାମୀ ନିଷିଥ ଙ୍କ ସ୍ୱାଗତ ମଧ୍ୟ ଖୁବ ଧୁମଧାମରେ ହୋଇଥିଲା । ସୋମାଲୀନ ନିଜ ବାପା ଙ୍କ ହାତରନ୍ଧା ଖାଦ୍ୟ ମଧ୍ୟ ଖାଇଥିଲେ । ଏହା ସହିତ ନିଷିଥ ଙ୍କୁ ମଧ୍ୟ ଖୁବ ଆତିଥ୍ୟ ଚର୍ଚ୍ଚା କରାଯାଇଥିଲା । ସୋମାଲୀନ ନିଜ ବାପଘର ର ସମସ୍ତ ସଦସ୍ୟ ଙ୍କ ସହିତ ଖୁସି ର ମୁହୂର୍ତ୍ତ ଅତିବାହିତ କରିଥିଲେ ଏବଂ ବହୁତ ଗୁଡ଼ିଏ ଫଟୋ ମଧ୍ୟ ଉଠାଇଥିଲେ । ତେବେ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏହି ସବୁ ର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଦର୍ଶକ ମାନେ ଏହି ଭିଡିଓ କୁ ଦେଖି ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ଏହା ସହିତ ସମସ୍ତ ଦର୍ଶକ ନବ ଦମ୍ପତ୍ତି ସୋମାଲୀନ ଓ ନିଷିଥ ଙ୍କୁ ଖୁବ ସାରା ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଛନ୍ତି । ତେବେ ଆପଣ ମାନଙ୍କୁ ସୋମାଲୀନ ଓ ନିଷିଥ ଙ୍କ ଯୋଡ଼ି କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *