ଦିତୀୟ ବିବାହ ବନ୍ଧନରେ ବାନ୍ଧି ହେଲେ ଆଶୀଷ ବିଦ୍ୟାର୍ଥୀ, ସ୍ଵାମୀର ବିବାହ ଦେଖି ଭାବବିହ୍ଵଳ ପୋଷ୍ଟ ଲେଖିଲେ ପ୍ରଥମ ସ୍ତ୍ରୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭର୍ସାଟାଇଲ ଆକ୍ଟର ଆଶିଷ ବିଦ୍ୟାର୍ଥୀ କରିଲେ ଦିତୀୟ ବିବାହ ! ୬୦ ବର୍ଷ ବୟସରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଆଶିଷ ! ତେବେ ସୋସିଆଲ ମିଡିଆରେ ଚର୍ଚିତ ବର୍ତ୍ତମାନର ଖବର ଅନୁଯାଇ ଆକ୍ଟର ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସରେ ଆସାମ ଗୌହାଟିର ରୂପାଲୀଙ୍କୁ ପ୍ରେମ ବିବାହ କରି ବାହା ହୋଇଛନ୍ତି । ତେବେ ଆଗରୁ ମଧ୍ୟ ଆଶିଷ ରାଜଶ୍ରୀ ବରୁୱାଙ୍କୁ ବିବାହ ହୋଇଥିଲେ ।

ହେଲେ କିଛି ବ୍ୟଥୀଗତ କାରଣରୁ ଆଶୀଷ ଏବଂ ତାଙ୍କ ଧର୍ମପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ସେମାନେ ଉଭୟ ଉଭୟଙ୍କ ଠାରୁ ଅଲଗା ହୋଇଯାଇଥିଲେ । ହେଲେ ବର୍ତ୍ତମାନର ପରିଣତ ବୟସରେ ଆଶିଷ ରୂପାଲୀଙ୍କୁ ବିବାହ କରିଛନ୍ତି । ଏହା ସହ ବିବାହର ଆଶୀଷ ଓ ରୂପାଲୀଙ୍କ ପରିବାର ଲୋକ ଓ ଅଳ୍ପ କିଛି  ସଂଖ୍ୟକ ସାଥି ମଧ୍ୟ ସେଥିରେ ସାମିଲ ହୋଇଥିଲେ । ତେବେ ଏହି ଦିତୀୟ ବିବାହକୁ ନେଇ ଆଶିଷ ବହୁତ ହିଁ ଖୁସି ଥିବାର ନଜର ଆସିଛନ୍ତି ।

ଏହା ସହିତ ଏହି ବୟସର ସେ ରୂପାଲୀ ବରୁୱାଙ୍କୁ ବିବାହ କରି ବହୁତ ଆନନ୍ଦ ଅନୁଭବ କରୁଛନ୍ତି ବୋଲି ମତ ରଖିଛନ୍ତି । ହେଲେ ସ୍ଵାମୀ ଆଶୀଷଙ୍କ ବିବାହ ଦେଖି ତାଙ୍କ ପ୍ରଥମ ପତ୍ନୀ ରାଜଶ୍ରୀ ବରୁୱା ମନରେ କୋଊଠି ନା କୋଊଠି ଭାଙ୍ଗି ପଡିଛନ୍ତି । ଏହା ସହିତ ଆଶୀଷଙ୍କ ଦିତୀୟ ବିବାହ ଖବରରେ ସେ ବହୁତ ଭାବ ବିହ୍ଵଳ ମଧ୍ୟ ହୋଇପଡିଥିଲେ । ତେବେ ରାଜଶ୍ରୀ ନିଜ ସୋସିଆଲ ମିଡିଆ ରେ ୨ ଟି ପୋଷ୍ଟ ଶେୟାର କରି ସେଥିରେ ଲେଖିଥିଲେ ।

କି ଆଶୀଷ ଯେଉଁ ନିଷ୍ପତ୍ତି ନେଇଛନ୍ତି । ସେଇଟା ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ସେଥିରେ ମୋର କିଛି କହିବାର ନାହିଁ । ସେ ନିଜ ପାଇଁ ଯେଉଁଟା ଠିକ ଭାବିବେ । ସେହି କାର୍ଯ୍ୟ ସେ କରିପାରିବେ । ଆମ ଦୁହିଙ୍କର ରାସ୍ତା ଅଲଗା ହେଲେ ମଧ୍ୟ ଆମେ ଦୁହେଁ ଭଲ ବନ୍ଧୁ ହୋଇ ସାରା ଜୀବନ ରହିବୁ । ଏହା ସହିତ ଆଶୀଷଙ୍କ ପୁଅ ମଧ୍ୟ ବାପା ଆଶୀଷଙ୍କ ଦିତୀୟ ବିବାହକୁ ସମର୍ଥନ କରୁଛନ୍ତି ।

ତେବେ ଆଶୀଷ ଓ ତାଙ୍କର ଦିତୀୟ ନବବିବାହିତ ପତ୍ନୀ ରୂପାଲୀଙ୍କ ମାରେଜର ଫୋଟ ସୋସିଆଲ ମିଡିଆରେ ଚର୍ଚାରେ ରହିଛି । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *