ଆସିଲା ବଡ ଖବର ! ବ୍ୟାଙ୍କରେ କାମ ଥିଲେ ଜଲଦି ସାରିଦିଅନ୍ତୁ, ଏହି ଦିନ ବ୍ୟାଙ୍କ ବନ୍ଦ ରହିବ…

14 ଦିନ ବନ୍ଦ ରହିବ ବ୍ଯାଙ୍କ ! ତେବେ ବନ୍ଧୁଗଣ ଯଦି ବ୍ଯାଙ୍କରେ କିଛି କାମ ରହିଥାଏ । ତେବେ ତୁରନ୍ତ ବ୍ଯାଙ୍କରେ ଥିବା କାମ ସାରି ଦିଅନ୍ତୁ । କାରଣ ମେ’ ମାସରେ 14 ଦିନ ବ୍ଯାଙ୍କ ବନ୍ଦ ରହିବାକୁ ଯାଉଛି । ତେବେ ଛୁଟି ଥିବା ଦିନ ଗୁଡିକରେ ବ୍ଯାଙ୍କ ବନ୍ଦ ରହିବାକୁ ଯାଉଛି । ତେବେ 14 ଦିନ ଭଳି ମେ’ ମାସରେ ବାଙ୍କ ବନ୍ଦ ରହିବ । ମେ’ ମାସରେ ଶ୍ରମିକ ଦିବସ, ମହରାଷ୍ଟ୍ର ଦିବସ, ଲୋକସଭା ନିର୍ବାଚନ, ଅକ୍ଷୟ ତୃତୀୟା ଓ ବୁଦ୍ଧ ପୂର୍ଣ୍ଣିମା ସହ ଶନିବାର ଓ ରବିବାରର ଛୁଟି ମଧ୍ୟ ରହିଛି ।

ମେ’ 1 ତାରିଖରେ ଶ୍ରମିକ ଦିବସ ଓ ମହରାଷ୍ଟ୍ର ଦିବସ ପଡୁଥିବାରୁ ଏହି ଦିନରେ ବ୍ଯାଙ୍କ ବନ୍ଦ ରହିବ । ମେ’ 5 ରେ ରବିବାର ପଡୁଥିବାରୁ ବ୍ଯାଙ୍କ ବନ୍ଦ ରହିବ । 7 ତାରିଖରେ ଅହମଦାବାଦ, ଭୋପାଳ, ପାନାଜି ଓ ରାୟପୁରରେ ନିର୍ବାଚନ କାରଣରୁ ବ୍ଯାଙ୍କ ବନ୍ଦ ରହିବ । 8 ତାରିଖରେ ରବୀନ୍ଦ୍ର ନାଥ ଟାଗୋର ଜନ୍ମ ଜୟନ୍ତୀ କାରଣରୁ କଲିକତାରେ ବ୍ଯାଙ୍କ ବନ୍ଦ ରହିବ । 10 ତାରିଖରେ ବସନ୍ତ ଜୟନ୍ତୀ ଅକ୍ଷୟ ତୃତୀୟା ଯୋଗୁ ବେଙ୍ଗାଲୁରରେ ବ୍ଯାଙ୍କ ବନ୍ଦ ରହିବ ।

11 ତାରିଖ ହେଉଛି ମାସର ଦିତୀୟ ଶନିବାର ଓ 12 ତାରିଖ ହେଉଛି ରବିବାର । 13 ତାରିଖରେ ଶ୍ରୀନଗର ନିର୍ବାଚନ । 16 ରେ ଶ୍ରୀନଗରରେ ଷ୍ଟେଟ ଡେ ପାଳନ କାରଣ ବ୍ଯାଙ୍କ ବନ୍ଦ ରହିବ । 19 ତାରିଖ ରବିବାର ପଡୁଛି । ମେ’ 20 ରେ ଲୋକସଭା ନିର୍ବାଚନ ପଡୁଛି । ତେଣୁ ମୁମ୍ବାଇ ଓ ବେଙ୍ଗାଲୁରରେ ବ୍ଯାଙ୍କ ବନ୍ଦ ରହିବ । ମେ’ 23 ରେ ବୁଦ୍ଧ ପୂର୍ଣ୍ଣିମା କାରଣରୁ ଅଗରତାଲା, ଆଇଜୋଲ, ବେଲାପୁର, ଭୋପାଲ, ଚଣ୍ଡିଗଡ, ନାଗପୁର, କଲିକତା ଓ ଲକ୍ଷ୍ନୋ ସହ ଅନାନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ବ୍ଯାଙ୍କ ବନ୍ଦ ରହିବାକୁ ଯାଉଛି ।

ମେ’ 24 ହେଉଛି ମାସର ଚତୁର୍ଥ ଶନିବାର ଓ ତାପରେ ରବିବାର ଥିବା କାରଣରୁ ମଧ୍ୟ ବ୍ଯାଙ୍କ ରହିବ । ତେବେ ଏଭଳି କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ବ୍ଯାଙ୍କ ବନ୍ଦ ରହିବା ନେଇ ସୂଚନା ମିଳିଛି । ତେଣୁ ଯଦି ବ୍ଯାଙ୍କରେ କିଛି ଜରୁରୀ କାମ ରହିଥାଏ । ତେବେ ତାହାକୁ ଏହି ଛୁଟି ଦିନ ଗୁଡିକ ପୂର୍ବରୁ ହିଁ ତୁରନ୍ତ ସାରି ଦିଅନ୍ତୁ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ।

Leave a Reply

Your email address will not be published. Required fields are marked *