ମାର୍କେଟକୁ ଆସିଗଲା Puspa ର ସୁପରହିଟ ସଂଗ Sami Sami ର ଓଡିଆ ଭର୍ସନ, Aseema Panda ଙ୍କ କଣ୍ଠରେ ଶୁଣନ୍ତୁ ଏହି ମଜାଦାର ଗୀତ, ଦେଖନ୍ତୁ Video

ବନ୍ଧୁଗଣ ସାଉଥ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ଧମାଲ କରିବାକୁ ଲାଗିଛି ଏହି ଫିଲ୍ମଟି । ସାଉଥ ଫିଲ୍ମ ‘ପୁଷ୍ପା’ଟି ସମସ୍ତ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ଛାଡି ଦେଇଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିଜର ଆସିଛନ୍ତି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ନିଜ ଦମଦାର ଅଭିନୟର ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତି ନେଇଛନ୍ତି ।

ଏହି ଫିଲ୍ମର ଡାଇଲଗ ହେଉ ବା ଗୀତ ସମସ୍ତେ ଏହି ଫିଲ୍ମରେ ଝୁମୁ ଛନ୍ତି । ସାରା ଯୁବପିଢୀ ପୁଷ୍ପା କ୍ରେଜରେ ବିଭର ହୋଇ ଉଠୁ ଥିବା ବେଳେ ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରି ଏହାର ଏକ ଗୀତକୁ ଓଡିଆ ଭର୍ସନରେ ଆଣିଛନ୍ତି । ବନ୍ଧୁଗଣ ପୁଷ୍ପା ଫିଲ୍ମ ଗୀତର ଓଡିଆ ଭର୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଓଡିଆ ଭର୍ସନ ଗୀତ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପୁଷ୍ପା ଫିଲ୍ମର ‘ସାମୀ ସାମୀ’ ଗୀତଟି ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଏହି ଫିଲ୍ମର ସମସ୍ତ ଗୀତ ବେସ ଲୋକପ୍ରିୟତା ହୋଇ ପାରିଛି ଓ ‘ସାମୀ ସାମୀ’ ଗୀତଟିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ‘ସାମୀ ସାମୀ’ ଗୀତର ଓଡିଆ ଭର୍ସନ ଆସି ଯାଇଛି ।

ଆପଣ ମାନେ ଏହି ଭିଡିଓରେ ‘ସାମୀ ସାମୀ’ ଗୀତର ଓଡିଆ ଭର୍ସନଟି ଶୁଣି ପାରୁଥିବେ । ଏହି ଗୀତଟିକୁ ଗାଇଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା । ଅସୀମା ପଣ୍ଡା ନିଜର ଏକ ନିଆରା ଢଙ୍ଗରେ ଏହି ଗୀତଟିକୁ ଗାଇଛନ୍ତି ଓ ଏହି ଗୀତଟି ଶୁଣିବାକୁ ବେସ ଭଲ ମଧ୍ୟ ଲାଗୁଛି । ଗୀତଟିର ଲିରିକ୍ସ ମଧ୍ୟ ବେସ ଭଲ ରହିଛି । ଲୋକମାନେ ଏହି ଗୀତଟିକୁ ବେସ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ଏହି ଗୀତଟି ୟୁଟ୍ୟୁବ ଚ୍ୟାନେଲ ଓଡିଶାଆରରେ ଲଞ୍ଚ କରାଯାଇଛି । ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ଚର୍ଚ୍ଚା ଜୋର ସୋର ଧରିଛି । ଲୋକମାନେ ଏହି ଗୀତ ଶୁଣି ନିଜର ପ୍ରତିକ୍ରିୟା ରଖୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ‘ସାମୀ ସାମୀ’ର ଓଡିଆ ଭର୍ସନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *