ନୂଆ ଓଡିଆ ସିରିଏଲ ‘Asha’ ର କଳାକାର ମାନଙ୍କ ପ୍ରକୃତ ନାମ (Real Name) କଣ ? ଆପଣ ଜାଣିଛନ୍ତି କି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ଆଶା’ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲର କାହାଣୀଟି ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜର ଜବରଦସ୍ତ ଭୂମିକା ପଦର୍ଶନ କରି ଲୋକ ମାନଙ୍କର ମନ ଜିତି ଛନ୍ତି । ତେବେ ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ଓଡିଆ ଟିଭି ଇଣ୍ଡଷ୍ଟ୍ରି ସଫଳତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନଙ୍କ ଅସଲି ନାମ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ଅସଲି ନାମ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆଦି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆଦି ଯିଏ କି ଏହି ସିରିଏଲରେ ଆଶାଙ୍କ ପୁଅ ଭୂମିକାରେ ଅଭିନୟ କରୁଛନ୍ତି । ଆଦିଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ବନ୍ଧୁଗଣ ଆଦିଙ୍କ ଅସଲି ନାମ ହେଉଛି ଚିନମୟ ପଣ୍ଡା ।

ଆଶା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆଶା । ଆଶା ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଖୁବ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ତେବେ ବନ୍ଧୁଗଣ ଆଶାଙ୍କ ପ୍ରକୃତ ନାମ ହେଲା ସ୍ଵିଟି ପଟ୍ଟନାୟକ ।

ଅନନ୍ୟା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅନନ୍ୟା । ଏହି ସିରିଏଲରେ ଅନନ୍ୟା ଆଶାଙ୍କ ଝିଅ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ତାଙ୍କ ଜବରଦସ୍ତ ଅଭିନୟକୁ ମଧ୍ୟ ଲୋକମାନେ ବେସ ପସନ୍ଦ କରୁଛନ୍ତି । ତେବେ ଅନନ୍ୟାଙ୍କ ପ୍ରକୃତ ନାମ ହେଲା ମିଥି ।

ଅଙ୍କିତା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଙ୍କିତା । ଏହି ସିରିଏଲରେ ଅଙ୍କିତା ଆଶାଙ୍କ ସାନ ଝିଅ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ଅଙ୍କିତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଅଙ୍କିତାଙ୍କ ଅସଲି ନାମ ହେଲା କାଜଲ ପାଲ ।

ପ୍ରକାଶ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ପ୍ରକାଶ । ଆପଣ ମାନେ ସମସ୍ତେ ଏହା ନିଶ୍ଚୟ ଜାଣିଥିବେ ଯେ, ପ୍ରକାଶ ଏହି ସିରିଏଲରେ ଆଶାଙ୍କ ସ୍ଵାମୀ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ତେବେ ପ୍ରକାଶଙ୍କ ରିଅଲ ନାମ ହେଉଛି ଗୌରବ ମୋହାନ୍ତି ।

ସୁରମା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ସୁରମା । ସୁରମା ଏହି ସିରିଏଲରେ ଆଶାଙ୍କ ଜା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ବନ୍ଧୁଗଣ ସୁରମାଙ୍କ ରିଅଲ ନାମ ହେଉଛି ରଞ୍ଜିତା ପାଣିଗ୍ରାହୀ ।

ସିଲା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସିଲା । ସିଲା ଏହି ସିରିଏଲରେ ବହୁତ ଜବରଦସ୍ତ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସିଲାଙ୍କ ପ୍ରକୃତ ନାମ ହେଲା ସିମରନ ମହାରଣା । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *