Jyotish Shastra- 5 ଟି ରାଶିରେ ମହା ସଂଯୋଗ, କାଲି ଠାରୁ ହେବେ କୋଟିପତି

ବନ୍ଧୁଗଣ ନମସ୍କାର ଆପଣ ମାନେ ତ ଜାଣିଥିବେ କି ଗ୍ରହ ମାନଙ୍କ ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରେ । ଗ୍ରହର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ । ରାଶି ମାନଙ୍କ ଭାଗ୍ୟ ଗ୍ରହ ଗୁଡିକର ଚଳନ ଉପରେ ହିଁ ନିର୍ଭରଶୀଳ । କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତି କୁ ବହୁତ କିଛି ମିଳିଥାଏ ଯାହା କେବଳ ଗ୍ରହ ମାନଙ୍କ ଚଳନ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ ।

ଯଦି କୌଣସି ବ୍ୟକ୍ତି ର ଗ୍ରହ ର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତିକୁ କମ ପରିଶ୍ରମ ରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁ ନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୁଏନାହିଁ । ତେବେ ରାଶିଚକ୍ର ର ୧୨ ଟି ରାଶି ମଧ୍ୟରୁ ଏଭଳି ୫ ଟି ରାଶି ଅଛନ୍ତି ଯେଉଁମାନଙ୍କ ଜୀବନ ରେ ରାଶି ଚକ୍ର ର ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ପଡ଼ିବାକୁ ଯାଉଛି । ତେବେ ଆସନ୍ତୁ ଜାଣିନେବା ସେହି ରାଶି ଗୁଡିକ ବିଷୟରେ ।

୧- ପ୍ରଥମ ରାଶି ଟି ହେଉଛି ‘ମେଷ ରାଶି’ । ଏହି ରାଶି ଥିବା ବ୍ୟକ୍ତି ମାନେ ଯେଉଁ ସବୁ ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ଲାଭ କରିବେ । ବଜରଙ୍ଗବଲୀ ଙ୍କ କୃପା ରୁ ଏହି ରାଶି ର ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଏମାନେ ସଫଳତା ର ମାର୍ଗ ରେ ଅଗ୍ରସର ହେବେ ।


୨- ଦ୍ଵିତୀୟ ରାଶିଟି ହେଉଛି ‘କର୍କଟ ରାଶି’ । ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି ମିଳିବାକୁ ଯାଉଛି । ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ରୋଜଗାର ରେ ବୃଦ୍ଧି ହେବାକୁ ଯାଉଛି ଏବଂ ଏହା ସହିତ ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ସଫଳତା ମିଳିବାକୁ ଯାଉଛି ଏବଂ ଏମାନେ ସଫଳତା ର ଚରମ ସୀମା ପ୍ରାପ୍ତ କରିବାକୁ ଯାଉଛନ୍ତି ।


୩- ତୃତୀୟ ରାଶିଟି ହେଉଛି ‘ବୃଷ ରାଶି’ । ଏହି ରାଶିର ବ୍ୟକ୍ତି ମାନେ ପ୍ରେମ ସମ୍ପର୍କ ହେଉ ଅଥବା ବିବାହିତ ଜୀବନ । ଦୁଇ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନେ ବହୁତ ଖୁସି ପାଇବାକୁ ଯାଉଛନ୍ତି ଏବଂ ଏମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କ ପ୍ରେମ ସମ୍ପର୍କ ଦିନକୁ ଦିନ ନିବିଡ଼ ହେବ ଏବଂ ଏମାନଙ୍କ ବିବାହିତ ଜୀବନ ହସଖୁସିରେ ପରିପୂର୍ଣ୍ଣ ହେବ ଏହାସହିତ ଏହି ରାଶିର ବ୍ୟକ୍ତି ମାନଙ୍କୁ ସନ୍ତାନ ଯୋଗ ମଧ୍ୟ ରହିଛି ।


୪- ଚତୁର୍ଥ ରାଶିଟି ହେଉଛି ‘ତୁଳା ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କୁ କୌଣସି କ୍ଷେତ୍ରରେ ଲଟେରୀ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି ଏହା ସହିତ ଏହି ବ୍ୟକ୍ତି ମାନଙ୍କ ଜୀବନରେ ଥିବା କୌଣସି ଖାସ ବ୍ୟକ୍ତି ଙ୍କ ଠାରୁ ଉପହାର ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କ ବହୁତ ଶୀଘ୍ର ବିବାହ ର ଯୋଗ ରହିଛି । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଥିବା ବ୍ୟକ୍ତି ମାନେ ଶିକ୍ଷା, ବ୍ୟାପାର,ବାଣିଜ୍ୟ,ଚାକିରୀ, ପ୍ରେମ ସମ୍ପର୍କ, ବିବାହିତ ଜୀବନ ଆଦି କ୍ଷେତ୍ରରେ ସଫଳତା ହାସଲ କରିବାକୁ ଯାଉଛନ୍ତି ।


୫- ପଞ୍ଚମ ରେ ହେଉଛି ‘କୁମ୍ଭ ରାଶି’ । ଏହି ରାଶିର ବ୍ୟକ୍ତି ମାନେ ପ୍ରେମ ସମ୍ପର୍କ ହେଉ ଅଥବା ବିବାହିତ ଜୀବନ । ଦୁଇ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନେ ବହୁତ ଖୁସି ପାଇବାକୁ ଯାଉଛନ୍ତି ଏବଂ ଏମାନଙ୍କ ଲଟେରୀ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି ଏହା ସହିତବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ସଫଳତା ମିଳିବାକୁ ଯାଉଛି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *