ଆସନ୍ତା କାଲି ଠାରୁ ନୂଆ ନିଯମରେ ଖୋଲିବା School, ଦେଖନ୍ତୁ ସରକାରଙ୍କ ବଡ ଘୋଷଣା…

ବନ୍ଧୁଗଣ ସ୍କୁଲ ଖୋଲିବାକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଛାତ୍ର ଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁର୍ବ ପୂର୍ଣ୍ଣ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଉ ଦିନକ ପରେ ସରିବ ଖରା ଛୁଟି । ରାଜ୍ୟରେ ୧୭ରୁ ଆରମ୍ଭ ହେବ ଶ୍ରେଣୀ ପାଠ ପଢା । ରାଜ୍ୟରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିଲା ଖରା ଛୁଟି ।

ଏନେଇ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ଯମିକ ବିଦ୍ୟାଳ ବନ୍ଦ ରହିଥିଲା । ଆଉ ଗୋଟେ ଦିନ ପରେ ଏହା ଶେଷ ହେବ । ଆସନ୍ତା ୧୭ ତାରିଖ ପରେ ସ୍କୁଲ ଖୋଲିବ ଆଉ ପୁଣି ପାଠ ପଢା ଆରମ୍ଭ ହେବ । ଗତ ଦୁଇ ବର୍ଷ ହେବ କରୋନା ପାଇଁ ପାଠ ପଢା ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ଖରା ଛୁଟି ଅବଧିକୁ କମାଇ ଦିଆ ଯାଇଥିଲା ।

ଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ କରଯାଇଥିଲା । ଏହା ଦ୍ଵାରା ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରଯାଇଥିଲା । ବନ୍ଧୁଗଣ ପିଲା ମାନେ ଘରେ ରହି ଅନଲାଇନ କ୍ଳାସ କରୁଥିଲେ । ଅନଲାଇନ କ୍ଳାସରେ ଠିକ ଭାବରେ ପଢି ପାରୁ ନଥିଲେ । ଏମିତିରେ ଅନଲାଇନରେ ପିଲା ମାନେ ଅତି ସହଜରେ ପରୀକ୍ଷା ଦେଇ ଭଲ ମାର୍କରେ ପାସ ହେଉଥିଲେ । ହେଲେ ବନ୍ଧୁଗଣ ଚଳିତ ବର୍ଷ ଯେଉଁ ପିଲା ମାନେ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ବହୁତ ଷ୍ଟ୍ରିକ୍ଟ କରାଯାଇଛି ।

ପାଠ ପଢାକୁ ଦ୍ରୁଷ୍ଟିରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଛି । ଏହା ପୂର୍ବରୁ ଗ୍ରୀଷ୍ମ ପ୍ରଭାବକୁ ଦ୍ରୁଷ୍ଟିରେ ରଖି ରାଜ୍ୟରେ ସକାଳେ କ୍ଳାସ ଆରମ୍ଭ ହୋଇଥିଲା । ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ପିଲା ମାନେ କ୍ଳାସ କରୁଥିଲେ । ଆସନ୍ତା ୧୭ରୁ ସ୍କୁଲ ଖୋଲିବା ପରେ ରାଜୟ ସରକାର ସ୍କୁଲ ଗୁଡିକୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ସକାଳ ୯ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରିଛନ୍ତି ।

ସେହି ପରି ଘରୋଇ ସ୍କୁଲ ଗୁଡିକରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅନ୍ୟ ଶ୍ରେଣୀ ଗୁଡିକର ପାଠ ପଢା ହେବ । ତେବେ ନୂଆ ନିୟମରେ ଆରମ୍ଭ ହେବାକୁ ଯାଉଛି ପାଠ ପଢା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *