ଓଡିଶାର ଲୋକପ୍ରିୟ ହିରୋଇନ, ଯେଉଁ ମାନେ Real life ରେ ନିଜ ପ୍ରଥମ ସ୍ବାମୀଙ୍କ ଠାରୁ ନେଇ ସାରିଛନ୍ତି ଡିଭୋର୍ସ, 2 ନଂ Actress ଙ୍କ ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ବର୍ତ୍ତମାନ ଭଲ ପାଇ ବିବାହ କରୁଛନ୍ତି, କିନ୍ତୁ କିଛି ଦିନ ପରେ ଅଲଗା ବି ହୋଇ ଯାଉଛନ୍ତି । କିନ୍ତୁ କିଛି ବିବାହ ଏମିତି ବି ଅଛି ଯାହା କି ବର୍ଷ ବର୍ଷ ପର୍ଯ୍ୟନ୍ତ ଚାଲୁଛି । ଯଦି ଓଲିଉଡ ଷ୍ଟାରମାନଙ୍କ ବିଷୟରେ କହିବୁ ତେବେ କିଛି ଓଲିଉଡ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଭଲ ପାଇ ବିବାହ ତ କରିଲେ କିନ୍ତୁ କିଛି ଦିନ ପରେ ଅଲଗା ହୋଇ ଗଲେ । ଆଜି ଆମେ ଆପଣଙ୍କୁ କିଛି ଓଲିଉଡ ଷ୍ଟାରମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ଜୀବନସାଥିଙ୍କ ଠାରୁ ଛାଡପତ୍ର ନେଇ ସାରିଛନ୍ତି ।

କୋଏଲ ବାନାର୍ଜୀ- ବର୍ତ୍ତମାନ ସମୟରେ କୋଏଲ ବାନାର୍ଜୀ ବହୁତ ଚର୍ଚାରେ ଅଛନ୍ତି । କୋଏଲ ବାନାର୍ଜୀ ୨୦୧୨ରେ ଓଲିଉଡ ଅଭିନେତା ବବି ମିଶ୍ରଙ୍କୁ ବିବାହ କରି ଥିଲେ । କିନ୍ତୁ କିଛି କାରଣରୁ ବବି ମିଶ୍ର ଓ କୋଏଲ ବାନାର୍ଜୀ ଅଲଗା ହୋଇଗଲେ । ୨୦୨୧ରେ ଦୁଇ ଜଣ ପରସ୍ପର ଠାରୁ ଛାଡପତ୍ର ନେଇ ଗଲେ । ବର୍ତ୍ତମାନ ଶୁଣିବାକୁ ମିଳୁଛି କି କୋଏଲ ବାନାର୍ଜୀ ଦ୍ଵିତୀୟ ବିବାହ କରିଛନ୍ତି । ତାଙ୍କର ବିବାହର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି ।

ରଚନା ବାନାର୍ଜୀ

ଓଲିଉଡ ଓ ବେଙ୍ଗଲି ସିନେମାରେ ଅଭିନୟ କରିଥିବା ରଚନା ବାନାର୍ଜୀଙ୍କୁ ଆପଣ ସମସ୍ତେ ଭଲ ଭାବରେ ଜାଣିଥିବେ । ଓଡିଆ ଫିଲ୍ମରେ ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଯୋଡି ବହୁତ ଫେମସ ଥିଲା । ଏହି ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ ବି କରୁଥିଲେ । ଏହା ପରେ ୨୦୦୩ରେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ବିବାହ କରିନେଲେ । କିନ୍ତୁ ୨୦୦୪ରେ ଦୁଇ ଜଣ ପରସ୍ପର ଠାରୁ ଛାଡପତ୍ର ନେଇ ଗଲେ । ଏହା ପରେ ରଚନା ବାନାର୍ଜୀ କଳିକାତର ଜଣେ ବିଜନେସମ୍ୟାନକୁ ବିବାହ କରି ନେଲେ । ବର୍ତ୍ତମାନ ଦୁଇ ଜଣଙ୍କ ଗୋଟିଏ ପୁଅ ବି ଅଛି ।

ପ୍ରିୟା ଚୌଧରୀ

ପ୍ରିୟା ଓଲିଉଡ ଦୁନିଆର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ପ୍ରାୟତଃ ସବୁ ଅଭିନେତାଙ୍କ ସହ କାମ କରିଛନ୍ତି । କିନ୍ତୁ ୨୦୧୩ରେ ଦୂର୍ଗା ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ । ଏହା ପର ଠାରୁ ସେ ଓଲିଉଡ ଦୁନିଆରୁ ଦୂରେଇ ଗଲେ । କିନ୍ତୁ କିଛି ବର୍ଷ ପରେ ଦୁଇ ଜଣ ଲଗା ହୋଇଗଲେ । ଛାଡପତ୍ର ନେବା ପରେ ପ୍ରିୟା ଦ୍ଵିତୀୟ ବିବାହ କରିଛନ୍ତି ।

ଅନୁ ଚୌଧରୀ

ଅନୁ ଚୌଧରୀ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଓ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଅଭିନେତ୍ରୀ ରୂପରେ ସଫଳ ହେବା ପରେ ୨୦୦୬ରେ ସନ୍ଦୀପ ମିଶ୍ରଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ରେ ଦୁଇ ଜଣ ଅଲଗା ହୋଇ ଯାଇ ଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *