ରିଅଲ ଲାଇଫରେ ବି ନଣନ୍ଦ ଭାଉଜ ଅଟନ୍ତି TV ଇଣ୍ଡଷ୍ଟ୍ରି ର ଏହି ଫେମସ Actresses

ବନ୍ଧୁଗଣ ନମସ୍କାର ଅଭିନେତ୍ରୀ ମାନେ ମିଡ଼ିଆ ଠାରୁ ସବୁବେଳେ ଦୂରରେ ରହିଥାନ୍ତି । ଏବଂ ଏଥିପାଇଁ ସବୁବେଳେ ଚର୍ଚ୍ଚା ର କେନ୍ଦ୍ର ମଧ୍ୟ ହୋଇ ଥାନ୍ତି । ଏହି ଅଭିନେତ୍ରୀ ମାନେ ନିଜ ଧାରାବାହିକ ରେ ଭଲ ବୋହୁ ଭଲ ଝିଅ ଆଦି ର ଅଭିନୟ କରିଥାନ୍ତି ଏବଂ ଭାଉଜ ନଣନ୍ଦ ଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥାନ୍ତି ତେବେ ଏହା ବାସ୍ତବରେ ସତ ନା ନାହିଁ ଚାଲନ୍ତୁ ଜାଣି ନେବା ।

୧- ପ୍ରଥମ ରେ ହେଉଛି ଟିଭି ଧାରବାହିକ ସସୁରାଲ ସିମର କା ର ପରିଚିତ ଓ ଲୋକ ପ୍ରିୟ ବୋହୂ ଦୀପିକା କକଡ଼ । ସେ ତାଙ୍କ ସହ ଅଭିନେତା ସୋହେବ ଙ୍କ ସହ ବିବାହ କରିଛନ୍ତି । ଦୀପିକା ନିଜର ନଣନ୍ଦ ସବା ଙ୍କ ସହ ନିଜ ଭଉଣୀ ଭଳି ରହୁଛନ୍ତି । ସେମାନେ ଦୁଇ ଜଣ ନିଜର ଫୋଟୋ କୁ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ସେୟାର କରିବାର ଦେଖିବାକୁ ମିଳିଥାଏ ଏବଂ ଦୁଇ ଜଣ ବହୁତ ଖୁସି ମଧ୍ୟ ନଜର ଆସିଥାନ୍ତି । ଏବଂ ବହୁତ ଇଣ୍ଟରଭିଉ ରେ ଦୀପିକା ନିଜ ନଣନ୍ଦ ଙ୍କ ବିଷୟରେ ଚର୍ଚ୍ଚା ମଧ୍ୟ କରିଥାନ୍ତି ।


୨- ଦ୍ଵିତୀୟ ଯୋଡ଼ି ହେଲା ଲୋକପ୍ରିୟ ଅଭିନେତ୍ରୀ ସରଗୁନ ମେହେତା । ସରଗୁନ ନିଜ ଭାଉଜ ଚାରୁ ଙ୍କ ଓ ନିଜ ଭାଇ ପୁଲକିତ ଙ୍କ ସହ ବହୁତ ନିଜର । ସରଗୁନ ଏବଂ ତାଙ୍କ ସ୍ବାମୀ ରବି ହିଁ ତାଙ୍କ ଭାଇ ଙ୍କ ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଭାଉଜ ଓ ନଣନ୍ଦ ଙ୍କ ଯୋଡି କୁ ବହୁତ ଯାଗା ରେ ବିଲିବା ଓ ମଜା କରୁଥିବା ର ଦେଖିବାକୁ ମିଳିଥାଏ ଏବଂ ଦୁଇ ଜଣ ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବହୁତ ଫୋଟୋ ସେ-ୟା-ର ମଧ୍ୟ କରିଥାନ୍ତି ।


୩- ତୃତୀୟ ଯୋଡ଼ି ହେଲା ଟିଭି ଧାରବାହିକ ମଧୁବାଲା ରୁ ଘରେ ଘରେ ପରିଚିତ ଦୃଷ୍ଟି ଧାମୀ । ଦୃଷ୍ଟି ଙ୍କ ର ଭାଉଜ ସୁହାସୀ ମଧ୍ୟ ଏକ ପରିଚିତ ଟିଭି ଅଭିନେତ୍ରୀ । ଏମାନଙ୍କ ମଧ୍ୟରେ ବହୁତ ଭଲ ଏକତା ଅଛି ଦୁଇ ଜଣ ଦୁଇ ଜଣ ଙ୍କୁ ଖୁବ ପସନ୍ଦ ଓ ଭଲ ପାଇଁ ଥାଆନ୍ତି । ସେମାନେ ପ୍ରାୟ ନିଜ ଫୋଟୋ ସେ-ୟା-ର କରିଥାନ୍ତି ଏବଂ ଏକାଠି ବୁଲା ବୁଲି ମଧ୍ୟ କରିବାରେ ନଜର ଆସିଛନ୍ତି ।


୪- ଚତୁର୍ଥ ଯୋଡି ହେଉଛି ଦେଲନାଜ ଇରାନି ଏବଂ ତନାଜ ଇରାଣୀ । ତେବେ ଏହି ଦୁଇ ଭାଉଜ ନଣନ୍ଦ ଯୋଡି ଖୁବ ଲୋକପ୍ରିୟ ଏବଂ ଦୁହେଁ ଦୁହିଁଙ୍କ ପାଇଁ ସର୍ଵଦା ଛିଡା ହୋଇ ରହିଥାନ୍ତି । ସେ ବିଗବସ ଘରେ ହେଉ କିମ୍ବା କୌଣସି ଶୋ ସବୁଠି ଦୁହେଁ ଏକାଠି ନଜର ଆସନ୍ତି ।


୫- ପଞ୍ଚମ ରେ ହେଉଛନ୍ତି ହେଲା ଟିଭି ଜଗତ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । ଦିବ୍ୟାଙ୍କା ନିଜର ସହ ଅଭିନେତା ବିବେକ ଙ୍କୁ ୨୦୧୬ ରେ ବିବାହ କରିଥିଲେ । ଦିବ୍ୟାଙ୍କା ନିଜର ନଣନ୍ଦ ରିଆ ଙ୍କ ସହ ବହୁତ ଭଲ ସମ୍ପର୍କ ଅଛି । ସେ ସବୁବେଳେ ସୋ-ସି-ଆ-ଲ ମି-ଡ଼ି-ଆ ରେ ନିଜ ନଣନ୍ଦ ଙ୍କ ସହ ଫୋଟୋ ପୋଷ୍ଟ କରିଥାନ୍ତି ସେହିଥିରୁ ସେମାନଙ୍କ ଭିତରେ ଥିବା ନିବିଡ଼ ସମ୍ପର୍କ ବିଷୟ ରେ ଜାଣି ପାରୁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *