ଦେଖନ୍ତୁ Real Life ରେ କେମିତି ଦେଖା ଯାଆନ୍ତି ମଙ୍ଗୁଳା କନ୍ୟା ସିରିୟଲ ର ଆକ୍ଟର ମାନେ

ନମସ୍କାର ବନ୍ଧୁଗଣ ପ୍ରାୟତଃ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ସିଦ୍ଧାର୍ଥ ଟିଭି ରେ ଦେଉଥିବା ଧାରାବାହିକ ମଙ୍ଗୁଳା କନ୍ୟା କୁ ନିଶ୍ଚିତ ଦେଖୁଥିବେ ତେବେ ଏହି ଧାରାବାହିକ ଟି ଆରମ୍ଭ ରୁ ହିଁ ଲୋକପ୍ରିୟ ହୋଇ ପାରିଛି । ତେବେ ଆସନ୍ତୁ ଆଜି ଆମେ ସେହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନେ ନିଜ ରିୟଲ ଲାଇଫ ରେ କିପରି ଦେଖା ଯାଆନ୍ତି ତାହା ଦେଖିନେବା ।

୧- ପ୍ରଥମ ରେ ହେଉଛନ୍ତି ଏହି ଧାରାବାହିକ ର ମୁଖ୍ୟ ଅଭିନେତ୍ରୀ ଶ୍ୱେତଲାନା ଯିଏ କି ଏହି ଧାରାବାହିକ ରେ ଆରାଧ୍ୟା ଭୂମିକା ରେ ନଜର ଆସୁଛନ୍ତି । ତେବେ ସେ ତୋ ଅଗଣାର ତୁଳସୀ ମୁଁ ରେ ନିଜର ସୁନ୍ଦର ଅଭିନୟ ଦେଖାଇ ଲୋକ ମାନଙ୍କ ହୃଦୟ ରେ ନିଜର ଘର କରି ପାରିଥିଲେ ତେବେ ସେ ରିଲ ରେ ଯେତିକି ସୁନ୍ଦର ରିୟଲ ଲାଇଫ ରେ ମଧ୍ୟ ସେତିକି ସୁନ୍ଦର ।

୨- ଦ୍ଵିତୀୟ ରେ ହେଉଛନ୍ତି ତୁଷାର । ଯିଏ କି ଏହି ଧାରାବାହିକ ରେ ଅନୁରାଗ ଭୁମିକାରେ ଅଭିନୟ କରୁଛନ୍ତି । ତେବେ ତୁଷାର ଙ୍କୁ ମଧ୍ୟ ଆପଣ ଅନେକ ଧାରାବାହିକ ରେ କାମ କରିଥିବାର ଦେଖିଥିବେ ତେବେ ତାଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ତେବେ ସେ ରିଲ ଲାଇଫ ରେ ଯେମିତି ଦେଖିବାକୁ ରିୟଲ ଲାଇଫ ରେ ମଧ୍ୟ ସେମିତି ଦେଖିବାକୁ ।

୩- ତୃତୀୟ ରେ ହେଉଛନ୍ତି ଛନ୍ଦିତା । ଯିଏ କି ଏହି ଧାରାବାହିକ ରେ କାଏରା ଭୂମିକା ରେ ନଜର ଆସିଛନ୍ତି । ତେବେ ଛନ୍ଦିତା ଙ୍କୁ ଆପଣ ଅନେକ ଧାରାବାହିକ ରେ ନେଗେଟିଭ ରୋଲ କରିଥିବାର ଦେଖିଥିବେ ତେବେ ସେ ରିଲ ଲାଇଫ ରେ ଯେତେ ସୁନ୍ଦର ରିୟଲ ଲାଇଫ ରେ ମଧ୍ୟ ସେତେ ସୁନ୍ଦର ।

୪- ଚତୁର୍ଥ ରେ ହେଉଛନ୍ତି ସୋମା ଭୌମିକ । ଯିଏ କି ଏହି ଧାରାବାହିକରେ ଅରୁନ୍ଧତୀ ଭୂମିକା ରେ ନଜର ଆସିଛନ୍ତି । ତେବେ ସୋମା ଅନେକ ଧାରାବାହିକ ଏବଂ ସିନେମା ରେ ମଧ୍ୟ ନିଜର ଅଭିନୟ ର ଯାଦୁ ଦେଖାଇ ସାରିଛନ୍ତି । ତେବେ ସେ ରିଲ ଏବଂ ରିୟଲ ଲାଇଫ ଦୁଇଟା ରେ ହିଁ ଏକ ଭଳି ।

୫- ପଞ୍ଚମ ରେ ହେଉଛନ୍ତି ଶ୍ରୀକାନ୍ତ ଗୌତମ । ତେବେ ସେ ଏହି ଧାରାବାହିକ ରେ କୁଳଗୁରୁ ଭୂମିକା ରେ ନଜର ଆସିଛନ୍ତି । ତେବେ ଶ୍ରୀକାନ୍ତ ଧାରାବାହିକ ସହ ସିନେମା ରେ ମଧ୍ୟ କାମ କରିଛନ୍ତି ଏବଂ ଅନେକ ଗୀତ ମଧ୍ୟ ଲେଖିଛନ୍ତି ତେବେ ସେ ଜଣେ ବହୁତ ଭଲ ମଣିଷ ଏବଂ ରିଲ ଏବଂ ରିୟଲ ଉଭୟ ରେ ଏକାଭଳି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *