ଧନର ଅଭାବ ଦେଖା ଦେଉଥିଲେ ପାଳନ କରନ୍ତୁ ଏହି ନିୟମ, ଟଙ୍କାର ଅଭାବ ରହିବ ନାହିଁ

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି , ତାଙ୍କ ଜୀବନରେ ବହୁତ ସର ଧନ ଆସୁ ଏବଂ ବହୁତ୍ ସର ଖୁସି ମଧ୍ୟ ଆସୁ । କିନ୍ତୁ ବନ୍ଧୁଗଣ ବେଳେ ବେଳେ ଏହା ହୋଇଥାଏ ଯେ ଆପଣମାନେ ପଇସା ତ ବହୁତ୍ ସର କମେଇ ଥାନ୍ତି କିନ୍ତୁ ଧନ ଘରେ ରହିନଥାଏ , କେବେ କେବେ ତା ଧନ ଘରକୁ ଆସେ ହିଁ ନଥାଏ । ସେଥିପାଇଁ ଆପଣ ବହୁତ୍ ଚିନ୍ତିତ ଅଛନ୍ତି ଏବଂ ଆପଣ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରୁଛନ୍ତି କିନ୍ତୁ ଧନ ଘରେ ଆଦୌ ରହୁ ନାହିଁ , ବହୁତ ଶୀଘ୍ର ଆପଣଙ୍କର ଘରୁ ଆପଣ କମେଇ ଥିବା ଧନ ସରିଯାଉଛି।

ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଘରେ କିପରି ସୁଖ ଶାନ୍ତି ରହିବ ଏବଂ ଆପଣମାନେ କେମିତି ଆପଣଙ୍କ ଘରର ଧନ ଭଣ୍ଡାର କୁ ଭରି ପାରିବେ ତାହା ପାଇଁ କିଛି ନିୟମ ବିଷୟ ରେ ଆଲୋଚନା କରିବା ଯାହା ଦ୍ୱାରା ଆପଣଙ୍କ ଘରେ ଧନ ର ଅଭାବ ଦେଖାଯିବ ନାହିଁ।

୧- କେବେବି ଟଙ୍କା ପଇସା ଗଣିବା ବେଳେ ଛେପ ଲଗାଇ ଗଣନ୍ତୁ ନାହିଁ।

୨- ପଇସା ଗଣିବା ସମୟରେ ନିଜ ଆଡକ ରୁ ବାହାର ପଟକୁ କେବେବି ଗଣନ୍ତୁ ନାହିଁ।ଏହା ଦ୍ୱାରା ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି।

୩- ନିଜ ପର୍ସ ରେ ଟଙ୍କା ରଖୁଥିବା ବେଳେ ଟଙ୍କା କୁ ମୋଡ଼ି କରି ରଖନ୍ତି ନାହିଁ ସର୍ଵଦା ସଜେଇ ରଖନ୍ତୁ।


୪-ନିଜ ର ମନି ପର୍ସ କୁ ସବୁବେଳେ ସଫାରଖିବା ଉଚିତ ଏବଂ ଛିଡା ପର୍ସ ବ୍ୟବହାର କରିବା ଉଚିତ ନୁହେଁ।

୫- ଗୋଟିଏ ବର୍ଷ ରୁ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ପର୍ସ କୁ ବ୍ୟବହାର କରନ୍ତୁ ନାହିଁ।

୬- ଯେଉଁ ଠାରେ ଆପଣ ଟଙ୍କା ପଇସା ରଖି ଥାଆନ୍ତି ସେହି ସ୍ଥାନ କୁ ବର୍ଷ ରେ ଥରେ ଗଙ୍ଗା ଜଳ ରେ ଧୋଇ ଦେବା ଉଚିତ।

୭- ଅଯଥା ଏବଂ ଅନାବଶ୍ୟକ ରେ ଟଙ୍କା ଖର୍ଚ୍ଚ କରିବା ଉଚିତ ନୁହେଁ। ଏହା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି।


୮- ଅର୍ଥ କୁ ଏଣେ ତେଣେ ନ ରଖି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ଉଚିତ।

୯-ମଙ୍ଗଳବାର ଦିନ ଟଙ୍କା ପଇସା କରଜ ସୁଜିଲେ ଶୁଭ ହୋଇଥାଏ।

୧୦- ଗୁରୁବାର ଦିନ କାହା ପାଖରୁ ଯଦି ଗୋଟିଏ କଏନ ମିଳେ ତେବେ ତାକୁ ଏକ ନାଲି କପଡା ରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦେବା ଉଚିତ।


୧୧- ବୁଧବାର ଦିନ କିନ୍ନର ଙ୍କୁ ଦେଖିଲେ ତାଙ୍କୁ ଖାଦ୍ୟ ଏବଂ ପଇସା ଦେଇ ସମ୍ମାନ ଦେବା ସହ ତାଙ୍କ ଠାରୁ ଗୋଟିଏ କଏନ ଆଣନ୍ତୁ ଏବଂ ତାକୁ ମଧ୍ୟ ନାଲି କପଡାରେ ବାନ୍ଧି ରଖନ୍ତୁ।

୧୨- କୌଣସି ବି ଦିନ ଜୁଆ ଖେଳିବା କିମ୍ବା ଟଙ୍କା ପଇସା କୁ ନେଇ ଝ-ଗ-ଡା କରିବା ଉଚିତ ନୁହେଁ ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *