Singer Arpita ଙ୍କ ସହ ଠୁମକା ଲଗେଇଲେ Viral Boy Santanu, ଦେଖନ୍ତୁ ଏହି ମଜାଦାର Video

ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଯାନ୍ତି ।

ତେବେ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ । ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଆମ ଓଡିଶାର ଜଣେ କୁନି ପୁଅ ବହୁତ ଚର୍ଚ୍ଚାରେ ରହୁଛି । ଏହି ଛୋଟ ପୁଅର ନାମ ହେଉଛି ସାନ୍ତନୁ କୁମାର ମହାନ୍ତି । ସାନ୍ତନୁ ଭଲ ଗୀତ ଗାଇବା ସହ ଭଲ କମେଡି କରୁଛନ୍ତି ।

ସୋସିଆଲ ମିଡିଆରେ କେବଳ ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଉଛି । ଏତେ କମ ବୟସରେ ସାନ୍ତନୁ ଓଡିଶା ବାସୀଙ୍କ ମନ ଜିତିପାରି ଛନ୍ତି । ତେବେ ଓଡିଆ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ରେ ପ୍ରତିଯୋଗୀ ରୂପେ ନଜର ଆସୁଛନ୍ତି ସାନ୍ତନୁ । ଏବେ ସାନ୍ତନୁ ସମସ୍ତଙ୍କ ଭଲ ପାଇବା ପାଉଛନ୍ତି । ତେବେ ଗତ କିଛି ସମୟ ହେବ ସାନ୍ତନୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ସାନ୍ତନୁଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’କୁ ଗତ କିଛି ଦିନ ତଳେ ଓଲିଉଡ ଗାୟିକା ଅର୍ପିତା ଆସିଥିଲେ । ଅର୍ପିତା ଏହି ସୋକୁ ଆସି ଖୁବ ଭଲ ଭାବରେ ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ ।

ତେବେ ସ୍ଟେଜ ଉପରେ ଅର୍ପିତା ଗୀତ ଗାଇବା ସମୟରେ ଭାଇରାଲ ବଏ ଶାନ୍ତନୁ ତାଙ୍କ ଗୀତରେ ଠୁମକା ଲଗାଉ ଥିବାର ନଜର ଆସୁଛନ୍ତି । କେବଳ ଶାନ୍ତନୁ ନୁହେଁ ବନ୍ଧୁଗଣ ଅର୍ପିତା ମଧ୍ୟ ଶାନ୍ତନୁଙ୍କ ସହ ନିଜ ଗୀତ ଗାଇ ଠୁମୁକା ଲଗାଉ ଥିବାର ନଜର ଆସୁଛନ୍ତି । ଏହି ଭିଡିଓଟିକୁ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଶାନ୍ତନୁଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *