ଦେଖନ୍ତୁ ଦିଅର ବାହା ଘରରେ କେମିତି ମଜା କଲେ Archita ଓ Sabyasachi, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଓଲିଉଡର ଜବରଦସ୍ତ ଯୋଡି ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ବର୍ତ୍ତମାନ ସମୟରେ ଅର୍ଚ୍ଚିତାଙ୍କ ଦିଅର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାହେଲେ ଅର୍ଚ୍ଚିତା ତାଙ୍କ ଦିଅରଙ୍କ ବାହାଘରରେ ସେ ଯେଉଁଭଳି ଭାବରେ ମଜାମସ୍ତି କରିଥିଲେ ଆଉ ନାଚଗୀତ କରିଥିଲେ ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା ।

ତେବେ ଆପଣମାନେ ଓଲିଉଡର ଜବରଦସ୍ତ ଯୋଡି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଗତ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓଲିଉଡର ଏହି ଜବରଦସ୍ତ ଯୋଡି ଆଉ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ସବ୍ୟସାଚୀଙ୍କ ଘରେ ଗୋଟିଏ ଓଡ଼ିଆ ଘରର ବୋହୂ ଭଳି ଚଳୁ ଥିବାର ନଜର ଆସୁଛନ୍ତି । ତେବେ ଏହା ମଧ୍ୟରେ ଅର୍ଚ୍ଚିତା ଓ ସବ୍ୟସାଚୀ ତାଙ୍କ ଦିଅର ତଥା ସବ୍ୟସାଚୀଙ୍କ ସାନ ଭାଇଙ୍କ ବାହାଘରରେ ବହୁତ ସାରା ମଜାମସ୍ତି କରିଥିବାର ଦେଖା ଦେଇଛନ୍ତି ।

ତେବେ ଆପଣମାନେ ତ ଅର୍ଚ୍ଚିତାଙ୍କର ବୋହୁତ ସାରା ଫିଲ୍ମ ନିଶ୍ଚିତ ଭାବରେ ଦେଖିଥିବେ ଆଉ ବାହାଘର ପରେ ମଧ୍ୟ ଅର୍ଚ୍ଚିତା ବୋହୁତ ସାରା ସିନେମାରେ ଅଭିନୟ କରିସାରିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ସବ୍ୟସାଚୀ ଓଲିଉଡ ଜଗତରୁ ଦୂରରେ ରହିଛନ୍ତି ଆଉ ସେ ଲୋକମାନଙ୍କ ସେବା କରିବାରେ ଲାଗିଛନ୍ତି ଆଉ ଅର୍ଚ୍ଚିତା ବର୍ତ୍ତମାନ ସବ୍ୟସାଚୀଙ୍କ ସହିତ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି ।

ତେବେ ଏହା ସହିତ ସବ୍ୟସାଚୀଙ୍କ ସାନ ଭାଇଙ୍କ ବାହାଘରରେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଦୁହେଁ ବହୁତ ସାରା ମଜାମସ୍ତି କରୁଥିବାର ଦେଖା ଦେଇଛନ୍ତି ଆଉ ଏହାଛଡା ସମସ୍ତ ପରିବାର ଲୋକେ ଏହି ବାହାଘରଟିକୁ ବୋହୁତ ସାରା ମସ୍ତି କରୁଥିବାର ନଜର ଆସିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *