ଦର୍ଶକ ବନ୍ଧୁ ଏବେ ସାରା ଓଡିଶାରେ ଅର୍ଚ୍ଚନା ନାଗଙ୍କ କଳା କାର୍ଣ୍ଣମାକୁ ନେଇ ଚର୍ଚ୍ଚା । ଅର୍ଚ୍ଚନା ନାଗଙ୍କ ବିଷୟରେ ଯିଏ ବି ଜାନୁଛି ସେ ନିଜ ମୁଣ୍ଡରେ ହାତ ଦେଉଛି । ଗୋଟେ ଝିଅ ଏତେ ବଡ ବଡିଆ ଲୋକଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ମାତ୍ର ୪ ବର୍ଷରେ କୋଟି କୋଟି ଟଙ୍କାର ମାଲିକିଆଣୀ କେମିତି ହେଲା ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।
ତେବେ ବନ୍ଧୁଗଣ ଏବେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଛି ଆଉ ଏହି ମାମଲାର ତଦନ୍ତ ଚାଲିଛି । ଆଉ ଏହାରି ମଧ୍ୟରେ ଦିପ୍ତିରେଖା ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଦୀପ୍ତି କହିଛନ୍ତି-‘ଯେଉଁ ମାନେ ମାଳିସାହିରେ ଏ ବ୍ୟବସାୟ କରିଛନ୍ତି ସେମାନଙ୍କର ଗୋଟେ ନିୟମ ଅଛି ଯେଉଁ ସବୁ ଗ୍ରାହକ ସେମାନଙ୍କ ପାଖକୁ ଯାନ୍ତି ସେମାନେ ତାଙ୍କ ପ୍ରାଇଭେଟ ପାର୍ଟ ସେୟାର କରନ୍ତି ନାହିଁ । ଆମ ଦୂର୍ଗା ପୂଜାରେ ଦୂର୍ଗାଙ୍କ ପାଇଁ ମାଟି ସେହି ଜାଗରୁ ପ୍ରଥମେ ଆସେ । ସେଇଟା ହେଉଛି ତାଙ୍କର ଜୀବିକା ମୋ ମତରେ ସେମାନେ ତ ଆ ଠାରୁ ବହୁତ ଗୁଣରେ ଭଲ ।
ବହୁତ ଜାଗାରେ ଆମର ମ୍ୟାନେଜ ହେଇଯାଉଛି ବହୁତ ଜାଗାରେ ରେପ କେସ କମି ଯାଉଛି କେବଳ ମାଳିସାହି ବା ସେହି ଲୋକ ମାନଙ୍କ ପାଇଁ । କିନ୍ତୁ ବର୍ତ୍ତମାନ ଆମ ସମାଜରେ ଯେଉଁ ସବୁ ମହିଳା ମାନେ ଅଛନ୍ତି ନିଜ ସ୍ଵାମୀ ମାନଙ୍କ ସହ ଏସବୁ କରୁଛନ୍ତି ଯେଉଁ ଭଳି ଅର୍ଚ୍ଚନା ନାଗ ଆଉ ତାଙ୍କ ସ୍ଵାମୀ ମିଶିକି କରୁଥିଲେ । ସେମାନେ ବାହାର ଝିଅ ମାନଙ୍କୁ ଆଣି ପୁଅ ମାନଙ୍କୁ ଫସାଉ ଥିଲେ ଆଉ ଟଙ୍କା ଲୁଟୁ ଥିଲେ ଏଇଟା ହେଉଛି ତାଙ୍କର ସବୁଠାରୁ ବଡ କ୍ରାଇମ ।
ଯାହା ବି ହେଇଯାଉ ତାଙ୍କୁ ବହୁତ ବଡ ଦଣ୍ଡ ମିଳିବା ଦରକାର । ଆଉ ଲୋକ ମାନଙ୍କୁ ଶିକ୍ଷା ମିଳିବା ଦରକାର ଯେ, ଏ ସବୁ କାମ କରି ଯେଉଁ ମାନେ ଟଙ୍କା ରୋଜଗାର କରୁଛନ୍ତି ସେମାନେ ଯେମିତି ଆଉ କେବେ କରି ପାରିବେ ନାହିଁ’ । ତା ହେଲେ ଦର୍ଶକ ବନ୍ଧୁ ଏଭଳି ଭାବରେ ଦୀପ୍ତିରେଖା ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।